ପାକିସ୍ତାନକୁ ଓଟିପି ସେୟାର ସ୍କାମ୍‌ ଘଟଣା: ଆଉ ଜଣକୁ ଗିରଫ କଲା ଏସଟିଏଫ

The Sakala Picture
Published On

ଭୁବନେଶ୍ୱର: ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଓଡିଆ ଯୁବକଙ୍କୁ ଗିରଫ କରିଛି ଏସଟିଫ୍ । ଏଥିସହ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭକୁ ଓଟିପି ସେୟାର ସ୍କାମ୍‌ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ମାମଲାରେ ନୟାଗଡ଼ ନୂଆଗାଁ ଥାନା ଅଞ୍ଚଳର ପ୍ରଦ୍ୟୁମ୍ନ ସାହୁକୁ ଗିରଫ କରିଛି ଓଡ଼ିଶା ପୋଲିସ ଏସଟିଏଫ। ସେ ଜିଓ ଏବଂ ଆଇଡିଆର ମ୍ୟାନେଜର ଭାବେ କାମ କରୁଥିବା ଜଣାପଡିଛି । ୫୦୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍‌ […]

ଭୁବନେଶ୍ୱର: ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଓଡିଆ ଯୁବକଙ୍କୁ ଗିରଫ କରିଛି ଏସଟିଫ୍ । ଏଥିସହ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭକୁ ଓଟିପି ସେୟାର ସ୍କାମ୍‌ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ମାମଲାରେ ନୟାଗଡ଼ ନୂଆଗାଁ ଥାନା ଅଞ୍ଚଳର ପ୍ରଦ୍ୟୁମ୍ନ ସାହୁକୁ ଗିରଫ କରିଛି ଓଡ଼ିଶା ପୋଲିସ ଏସଟିଏଫ। ସେ ଜିଓ ଏବଂ ଆଇଡିଆର ମ୍ୟାନେଜର ଭାବେ କାମ କରୁଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଲଘୁଚାପ ପ୍ରଭାବରେ ଜୁଲାଇ ୬ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

୫୦୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ମୁଖ୍ୟ ଅଭିଯୁକ୍ତ ପଠାଣୀଙ୍କୁ ବିକିଥିଲା ପ୍ରଦ୍ୟୁମ୍ନ । ସେ ୧୫୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍‌ ପେଟିଏମ୍ ୱାଲେଟ ମଧ୍ୟ ବିକିଥିଲା । ସିମ୍ ଏବଂ ୱାଲେଟ ପାକିସ୍ତାନର ସାଇବର ଅପରାଧୀଙ୍କୁ ମିଳିଥିଲା । ପୂର୍ବରୁ ଏହି ମାମଲାରେ ପଠାଣୀଙ୍କ ସମେତ ୩ଜଣଙ୍କୁ ବାନ୍ଧି ଖୋଳତାଡ଼ କରୁଥିଲା ପୋଲିସ।

ଆହୁରି ପଢ଼ନ୍ତୁ: ହୀରାକୁଦରୁ ଛାଡ଼ିଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ, ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୪ଟି ଗେଟ୍

08 Jun 2023 By The Sakala

ପାକିସ୍ତାନକୁ ଓଟିପି ସେୟାର ସ୍କାମ୍‌ ଘଟଣା: ଆଉ ଜଣକୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର: ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲାରେ ଆଉ ଜଣେ ଓଡିଆ ଯୁବକଙ୍କୁ ଗିରଫ କରିଛି ଏସଟିଫ୍ । ଏଥିସହ ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଭକୁ ଓଟିପି ସେୟାର ସ୍କାମ୍‌ ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏହି ମାମଲାରେ ନୟାଗଡ଼ ନୂଆଗାଁ ଥାନା ଅଞ୍ଚଳର ପ୍ରଦ୍ୟୁମ୍ନ ସାହୁକୁ ଗିରଫ କରିଛି ଓଡ଼ିଶା ପୋଲିସ ଏସଟିଏଫ। ସେ ଜିଓ ଏବଂ ଆଇଡିଆର ମ୍ୟାନେଜର ଭାବେ କାମ କରୁଥିବା ଜଣାପଡିଛି ।

୫୦୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ମୁଖ୍ୟ ଅଭିଯୁକ୍ତ ପଠାଣୀଙ୍କୁ ବିକିଥିଲା ପ୍ରଦ୍ୟୁମ୍ନ । ସେ ୧୫୦ରୁ ଅଧିକ ପ୍ରି-ଆକ୍ଟିଭେଟେଡ୍‌ ପେଟିଏମ୍ ୱାଲେଟ ମଧ୍ୟ ବିକିଥିଲା । ସିମ୍ ଏବଂ ୱାଲେଟ ପାକିସ୍ତାନର ସାଇବର ଅପରାଧୀଙ୍କୁ ମିଳିଥିଲା । ପୂର୍ବରୁ ଏହି ମାମଲାରେ ପଠାଣୀଙ୍କ ସମେତ ୩ଜଣଙ୍କୁ ବାନ୍ଧି ଖୋଳତାଡ଼ କରୁଥିଲା ପୋଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର