ଚନ୍ଦନ କାଠ ଚୋରା ଚାଲାଣ କରୁଥିବାବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ

The Sakala Picture
Published On

ସାହାରପଡା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅନ୍ତର୍ଗତ ଭାଲିଆଡିହା ନିକଟରେ ଏକ ଯାତ୍ରୀବାହୀ ଅଟୋରେ ଗୋଟିଏ ବସ୍ତାରେ ଭର୍ତ୍ତି ଥିବା ଚନ୍ଦନ କାଠ ଚୋରା ଚାଲାଣ କରାଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପାଟଣା ବନ ବିଭାଗ ଜବତ କରିଛି। ସେଥିରୁ ଆନୁମାନିକ ଏକ ଲକ୍ଷରୁ ଉର୍ଦ୍ଧ୍ବ  ଟଙ୍କାର ଚନ୍ଦନ କାଠ ସହ ବ୍ୟବହୃତ ଗାଡିକୁ ଜବତ କରିଛି ବନ ବିଭାଗ । ଏହା ସହ ଟିକେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ […]

ସାହାରପଡା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ଅନ୍ତର୍ଗତ ଭାଲିଆଡିହା ନିକଟରେ ଏକ ଯାତ୍ରୀବାହୀ ଅଟୋରେ ଗୋଟିଏ ବସ୍ତାରେ ଭର୍ତ୍ତି ଥିବା ଚନ୍ଦନ କାଠ ଚୋରା ଚାଲାଣ କରାଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପାଟଣା ବନ ବିଭାଗ ଜବତ କରିଛି। ସେଥିରୁ ଆନୁମାନିକ ଏକ ଲକ୍ଷରୁ ଉର୍ଦ୍ଧ୍ବ  ଟଙ୍କାର ଚନ୍ଦନ କାଠ ସହ ବ୍ୟବହୃତ ଗାଡିକୁ ଜବତ କରିଛି ବନ ବିଭାଗ । ଏହା ସହ ଟିକେଶ୍ୱର ମହାକୁଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବାବେଳେ ଅନ୍ୟ ଜଣେ ଅଟୋରୁ ଖସି ପଳାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍‌ ଅଶାନ୍ତ: କେଉଁଠି ବୋମାମାଡ଼ ତ ଆଉ କେଉଁଠି ପ୍ରାର୍ଥୀଙ୍କୁ ଆକ୍ରମଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର