ମନୋରଞ୍ଜନ
ଓଡ଼ିଶା
ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ, ଘୋଷଣା ହେଲା ୨୩ଟି ବିଭାଗର ଟପ୍ପରଙ୍କ ନାମ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପୂବାହ୍ଣ ୧୧ଟାରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଚଳିତ ବର୍ଷର ଫଳାଫଳକୁ ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ www. ojee. gov.in ମାଧ୍ୟମରେ ନିଜର ପରୀକ୍ଷା ଫଳ ପାଇପାରିବେ। ୪୮ ହଜାର ୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ହଜାର ୭୮୩ ଜଣ ପରୀକ୍ଷାର୍ଥୀ ରାଙ୍କ ପାଇଛନ୍ତି। ବି- ଫାର୍ମରେ ସୌରଭ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ପୂବାହ୍ଣ ୧୧ଟାରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଚଳିତ ବର୍ଷର ଫଳାଫଳକୁ ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ www. ojee. gov.in ମାଧ୍ୟମରେ ନିଜର ପରୀକ୍ଷା ଫଳ ପାଇପାରିବେ। ୪୮ ହଜାର ୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮ ହଜାର ୭୮୩ ଜଣ ପରୀକ୍ଷାର୍ଥୀ ରାଙ୍କ ପାଇଛନ୍ତି। ବି- ଫାର୍ମରେ ସୌରଭ କୁମାର ପତି ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସତ୍ୟଜିତ ସାହୁ ଟପ୍ପର ହୋଇଥିବା ବେଳେ ଏମସିଏରେ ଅପୂର୍ବ ସୁନ୍ଦର ନାୟକ ଟପ୍ପର ହୋଇଛନ୍ତି।