ବିଭିନ୍ନ ସର୍ଭେ ରିପୋର୍ଟରେ ପ୍ରକାଶ: ବେରୋଜଗାରୀ ହ୍ରାସ କରିବାରେ ଓଡ଼ିଶା ଦେଶରେ ଆଗୁଆ

The Sakala Picture
Published On

ଭୁବନେଶ୍ୱର: ବେରୋଜଗାରୀ କମାଇବାରେ ଓଡ଼ିଶା ଦେଶରେ ଆଗରେ। ବିଭିନ୍ନ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରାଜ୍ୟ ସରକାର ୧୦ଟି ବିଭାଗରେ ୬୦ ଲକ୍ଷ ପିଲାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । କେବଳ ନିଯୁକ୍ତି ନୁହେଁ ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ। ସୌର ଶକ୍ତିରେ ଅଧିକ ପିଲାଙ୍କ ଦକ୍ଷତା ବିକାଶ […]

ଭୁବନେଶ୍ୱର: ବେରୋଜଗାରୀ କମାଇବାରେ ଓଡ଼ିଶା ଦେଶରେ ଆଗରେ। ବିଭିନ୍ନ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରାଜ୍ୟ ସରକାର ୧୦ଟି ବିଭାଗରେ ୬୦ ଲକ୍ଷ ପିଲାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । କେବଳ ନିଯୁକ୍ତି ନୁହେଁ ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ। ସୌର ଶକ୍ତିରେ ଅଧିକ ପିଲାଙ୍କ ଦକ୍ଷତା ବିକାଶ କରାଯିବ । ୧୧ଟି ନୂଆ ଆଇଟିଆଇ ଖୋଲାଯିବ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ଭିତ୍ତିଭୂମି ସଂପ୍ରସାରଣ, ନବୀକରଣକୁ ପ୍ରାଥମିକତା ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

27 May 2023 By The Sakala

ବିଭିନ୍ନ ସର୍ଭେ ରିପୋର୍ଟରେ ପ୍ରକାଶ: ବେରୋଜଗାରୀ ହ୍ରାସ କରିବାରେ ଓଡ଼ିଶା ଦେଶରେ ଆଗୁଆ

ଭୁବନେଶ୍ୱର: ବେରୋଜଗାରୀ କମାଇବାରେ ଓଡ଼ିଶା ଦେଶରେ ଆଗରେ। ବିଭିନ୍ନ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରାଜ୍ୟ ସରକାର ୧୦ଟି ବିଭାଗରେ ୬୦ ଲକ୍ଷ ପିଲାଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି । କେବଳ ନିଯୁକ୍ତି ନୁହେଁ ଜୀବନଶୈଳୀ ପରିବର୍ତ୍ତନ ପାଇଁ ପ୍ରଶିକ୍ଷଣ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡେଇ। ସୌର ଶକ୍ତିରେ ଅଧିକ ପିଲାଙ୍କ ଦକ୍ଷତା ବିକାଶ କରାଯିବ । ୧୧ଟି ନୂଆ ଆଇଟିଆଇ ଖୋଲାଯିବ। ରାଜ୍ୟରେ ଛାତ୍ରଛାତ୍ରୀଙ୍କ ବିକାଶ ଲାଗି ଭିତ୍ତିଭୂମି ସଂପ୍ରସାରଣ, ନବୀକରଣକୁ ପ୍ରାଥମିକତା ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର