ଟିକାକରଣ କ୍ଷେତ୍ରରେ ଓଡ଼ିଶାର ନୂଆ ରେକର୍ଡ: ୧ କୋଟିରୁ ଉର୍ଦ୍ଧ୍ବ ନେଲେଣି ପ୍ରଥମ ଡୋଜ

The Sakala Picture
Published On

ଭୁବନେଶ୍ବର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିଛି। ବଡ଼ ବଡ଼ ରାଜ୍ଯକୁ ପଛରେ ପକାଇ ଏହି ନୂଆ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ରାଜ୍ଯରେ ପ୍ରଥମ ଡୋଜ ଟିକା ନେଇଥିବା ଲୋକଙ୍କ ସଂଖ୍ଯ ୧କୋଟି ପାର କରିଛି। ଟିକାକରଣ ଦିଗରେ ଓଡ଼ିଶା ଐତିହାସିକ ମାଇଲ ଖୁଣ୍ଟ ଛୁଇଁଛି କହିଲେ କମ ହେବନି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅନ୍ଯରାଜ୍ଯ ତୁଳନାରେ ଓଡ଼ିଶାରେ ଟିକା ଅପଚୟ ଯଥେଷ୍ଟ କମ ରହିଛି। […]

ଭୁବନେଶ୍ବର: ଓଡ଼ିଶା ଟିକାକରଣ କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି କରିଛି। ବଡ଼ ବଡ଼ ରାଜ୍ଯକୁ ପଛରେ ପକାଇ ଏହି ନୂଆ ରେକର୍ଡ ସୃଷ୍ଟି କରିଛି ଓଡ଼ିଶା। ରାଜ୍ଯରେ ପ୍ରଥମ ଡୋଜ ଟିକା ନେଇଥିବା ଲୋକଙ୍କ ସଂଖ୍ଯ ୧କୋଟି ପାର କରିଛି। ଟିକାକରଣ ଦିଗରେ ଓଡ଼ିଶା ଐତିହାସିକ ମାଇଲ ଖୁଣ୍ଟ ଛୁଇଁଛି କହିଲେ କମ ହେବନି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଅନ୍ଯରାଜ୍ଯ ତୁଳନାରେ ଓଡ଼ିଶାରେ ଟିକା ଅପଚୟ ଯଥେଷ୍ଟ କମ ରହିଛି। ଏ ନେଇ ଟିକାକରଣରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସ ଏବଂ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ଯ ସ୍ବାସ୍ଥ ଓ ପରିବାର କଲ୍ଯାଣ ବିଭାଗ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର