ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମିଲ ହେବ ଆଉ ୩୪୯ ନୂଆ ଆମ୍ବୁଲାନ୍ସ

The Sakala Picture
Published On

ଭୁବନେଶ୍ୱର: ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ସର୍ବଦା ପ୍ରଚେଷ୍ଟାରତ ଅଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ସେବାରେ ପୁଣି ଯୋଡିହେବ ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୋଟ ୩୪୯ ନୂଆ ଆମ୍ବୁଲାନ୍ସ ସାମିଲ ହେବ। ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଯୋଗ ଦେବ। ରାଜ୍ୟବାସୀଙ୍କ […]

ଭୁବନେଶ୍ୱର: ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ସର୍ବଦା ପ୍ରଚେଷ୍ଟାରତ ଅଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ସେବାରେ ପୁଣି ଯୋଡିହେବ ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୋଟ ୩୪୯ ନୂଆ ଆମ୍ବୁଲାନ୍ସ ସାମିଲ ହେବ। ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଯୋଗ ଦେବ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଆମ୍ବୁଲାନ୍ସ ସବୁକୁ ଉତ୍ସର୍ଗ କରିବେ। କିଛି ଦିନ ପୂର୍ବରୁ ଏହି ଆମ୍ବୁଲାନ୍ସ ଗୁଡିକର ଡ୍ରାଏରନ କରାଯାଇଥିଲା। ସପ୍ତମ ବାଟାଲିୟନରୁ ବାହାରି ଜାଭିୟର ଛକ ଦେଇ ହାତୀଆଶୁଣି ବସ୍ତିରୋଡ ପରେ ଉତ୍କଳ ହସ୍ପିଟାଲ ଠାରୁ ୟୁଟର୍ଣ୍ଣ ଦେଇ କଳିଙ୍ଗ ହସ୍ପିଟାଲ ଦେଇ ସପ୍ତମ ବାଟାଲିୟନ ମଧ୍ୟରେ ଏହି ଆମ୍ବୁଲାନ୍ସର ଡ୍ରାଏ ରନ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

18 Nov 2023 By The Sakala

ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମିଲ ହେବ ଆଉ ୩୪୯ ନୂଆ ଆମ୍ବୁଲାନ୍ସ

ଭୁବନେଶ୍ୱର: ଓଡିଶା ସ୍ବାସ୍ଥ୍ୟ ସେବାରେ ଆସିବ ପରିବର୍ତ୍ତନ। ରାଜ୍ୟରେ ଲୋକଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ସର୍ବଦା ପ୍ରଚେଷ୍ଟାରତ ଅଛନ୍ତି ରାଜ୍ୟ ସରକାର। ସ୍ବାସ୍ଥ୍ୟ ସେବାରେ ପୁଣି ଯୋଡିହେବ ୩୪୯ ନୂଆ ୧୦୮ ଆମ୍ବୁଲାନ୍ସ। ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ଆମ୍ବୁଲାନ୍ସ ସାମିଲ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୋଟ ୩୪୯ ନୂଆ ଆମ୍ବୁଲାନ୍ସ ସାମିଲ ହେବ। ପୂର୍ବରୁ ଥିବା ଆମ୍ବୁଲାନ୍ସ ସହ ଏହି ନୂଆ ଆମ୍ବୁଲାନ୍ସ ଯୋଗ ଦେବ। ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଆମ୍ବୁଲାନ୍ସ ସବୁକୁ ଉତ୍ସର୍ଗ କରିବେ। କିଛି ଦିନ ପୂର୍ବରୁ ଏହି ଆମ୍ବୁଲାନ୍ସ ଗୁଡିକର ଡ୍ରାଏରନ କରାଯାଇଥିଲା। ସପ୍ତମ ବାଟାଲିୟନରୁ ବାହାରି ଜାଭିୟର ଛକ ଦେଇ ହାତୀଆଶୁଣି ବସ୍ତିରୋଡ ପରେ ଉତ୍କଳ ହସ୍ପିଟାଲ ଠାରୁ ୟୁଟର୍ଣ୍ଣ ଦେଇ କଳିଙ୍ଗ ହସ୍ପିଟାଲ ଦେଇ ସପ୍ତମ ବାଟାଲିୟନ ମଧ୍ୟରେ ଏହି ଆମ୍ବୁଲାନ୍ସର ଡ୍ରାଏ ରନ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର