ସର୍ବଭାରତୀୟ ସ୍ତରରେ ୨୦୨୧ ମସିହା ପାଇଁ ‘ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା’ ଭାବେ ପୁରସ୍କୃତ ହେଲା ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା

The Sakala Picture
Published On

ଭୁବନେଶ୍ବର : ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ୨୦୨୧ ମସିହା ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ । ସର୍ବ ଶ୍ରେଷ୍ଠ ଅଗ୍ୱିଶମ ସେବା ସଂସ୍ଥା ଭାବେ ବିବେଚନା କରାଯାଇଛି ।ଦିଲ୍ଲୀର ନୋଇଡାରେ ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ Institution Of Fire Engineers ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ -୨୦୨୧ ମେଳାରେ ଏହି ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶା ପଛକୁ ତାମିଲନାଡୁ ଅଗ୍ନିଶମ ସେବା ଦ୍ବିତୀୟ ଓ ଗୁଜରାଟ ଅଗ୍ନିଶମ ସେବାକୁ ତୃତୀୟ ସ୍ଥାନ […]

ଭୁବନେଶ୍ବର : ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ୨୦୨୧ ମସିହା ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ । ସର୍ବ ଶ୍ରେଷ୍ଠ ଅଗ୍ୱିଶମ ସେବା ସଂସ୍ଥା ଭାବେ ବିବେଚନା କରାଯାଇଛି ।ଦିଲ୍ଲୀର ନୋଇଡାରେ ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ Institution Of Fire Engineers ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ -୨୦୨୧ ମେଳାରେ ଏହି ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶା ପଛକୁ ତାମିଲନାଡୁ ଅଗ୍ନିଶମ ସେବା ଦ୍ବିତୀୟ ଓ ଗୁଜରାଟ ଅଗ୍ନିଶମ ସେବାକୁ ତୃତୀୟ ସ୍ଥାନ ମିଳିଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ବିପର୍ଯ୍ୟୟ ମୁକାବିଲା ଦକ୍ଷତାକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ରାଜ୍ୟରେ ନୁହେଁ, ବରଂ ଅନ୍ୟ ରାଜ୍ୟରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ରାଜ୍ୟ ପାଇଁ ସୁନାମ ଆଣିବାରେ ସଫଳ ହୋଇଛି । ୨୦୧୪ରେ ହୁଡ୍ ହୁଡ୍ ସମୟରେ ଆନ୍ଧ୍ରପ୍ରଦେଶ, ୨୦୧୮ରେ ମେଘାଳୟରେ ମାଇନିଂ ରେସକ୍ୟୁ, କେରଳ ବନ୍ୟା, ପଶ୍ଚିମବଙ୍ଗରେ ଅମ୍ଫାନ୍ ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହାସହ ରାଜ୍ୟରେ ତିତିଲି, ବୁଲବୁଲ ଓ ଫନି କରି ବାତ୍ୟା ସମୟରେ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଲୋକସଂଖ୍ୟା ଅନୁସାରେ ଅଗ୍ନିଶମ ଗାଡି ଯୋଗାଇ ଦିଆଯାଇଛି ଏବଂ ସାରା ଭାରତରେ ସବୁଠୁ ଅଧିକ ୩୪୨ଟି ଅଗ୍ନିଶମ କେନ୍ଦ୍ର ଓଡ଼ିଶାରେ ରହିଛି । ସେହିପରି ରାଜ୍ୟରେ ୫ଟି ISO Certified Fire Station ଓ ଗୋଟିଏ ପଶିକ୍ଷଣ କେନ୍ଦ୍ର ଥିବା ବେଳେ, ଏହା ସମସ୍ତ କେନ୍ଦ୍ରକୁ Multi-Disaster Response Centre ଭାବରେ ରୂପାନ୍ତରିତ କରାଯାଇଛି । ଦେଶର ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବରେ ପୁରସ୍କୃତ ହୋଇଥିବାରୁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ଏପରି ପ୍ରଶଂସା ଓ ପୁରସ୍କାର ପ୍ରତିଟି କର୍ମଚାରୀଙ୍କ ପ୍ରତି ପ୍ରେରଣା ସାଜିଛି  । ନିରନ୍ତର କାର୍ଯ୍ୟ ଓ ସଫଳ ମୁକାବିଲା ଦିଗରେ ଆହୁରି ସାହାସ ଯୋଗାଇଛି  । ସେପଟେ ଏହି ପୁରସ୍କାର ପାଇବା ପରେ ଅଗ୍ନିଶମ ବିଭାଗରେ ଖୁସିର ଲହରୀ ଖେଳିଯାଇଛି  । ଉତ୍ସାହ ଓ ଆଗ୍ରହର ସହ ଆଗାମୀ କାର୍ଯ୍ୟ କରିବା ନିମନ୍ତେ ଏହି ପୁରସ୍କାର ଅଗ୍ନିଶମ କର୍ମଚାକରୀଙ୍କୁ ପ୍ରେରଣା ଯୋଗାଇବ  ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

06 Jan 2022 By The Sakala

ସର୍ବଭାରତୀୟ ସ୍ତରରେ ୨୦୨୧ ମସିହା ପାଇଁ ‘ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା’ ଭାବେ ପୁରସ୍କୃତ ହେଲା ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା

ଭୁବନେଶ୍ବର : ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ୨୦୨୧ ମସିହା ପାଇଁ ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ । ସର୍ବ ଶ୍ରେଷ୍ଠ ଅଗ୍ୱିଶମ ସେବା ସଂସ୍ଥା ଭାବେ ବିବେଚନା କରାଯାଇଛି ।ଦିଲ୍ଲୀର ନୋଇଡାରେ ଡିସେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ Institution Of Fire Engineers ଦ୍ବାରା ଆୟୋଜିତ ଆନ୍ତର୍ଜାତିକ ଫାୟାର ଇଣ୍ଡିଆ -୨୦୨୧ ମେଳାରେ ଏହି ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଶା ପଛକୁ ତାମିଲନାଡୁ ଅଗ୍ନିଶମ ସେବା ଦ୍ବିତୀୟ ଓ ଗୁଜରାଟ ଅଗ୍ନିଶମ ସେବାକୁ ତୃତୀୟ ସ୍ଥାନ ମିଳିଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ବିପର୍ଯ୍ୟୟ ମୁକାବିଲା ଦକ୍ଷତାକୁ ବିଚାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା ଖାଲି ରାଜ୍ୟରେ ନୁହେଁ, ବରଂ ଅନ୍ୟ ରାଜ୍ୟରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା କରି ରାଜ୍ୟ ପାଇଁ ସୁନାମ ଆଣିବାରେ ସଫଳ ହୋଇଛି । ୨୦୧୪ରେ ହୁଡ୍ ହୁଡ୍ ସମୟରେ ଆନ୍ଧ୍ରପ୍ରଦେଶ, ୨୦୧୮ରେ ମେଘାଳୟରେ ମାଇନିଂ ରେସକ୍ୟୁ, କେରଳ ବନ୍ୟା, ପଶ୍ଚିମବଙ୍ଗରେ ଅମ୍ଫାନ୍ ମହାବାତ୍ୟା ସମୟରେ ସଫଳତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହାସହ ରାଜ୍ୟରେ ତିତିଲି, ବୁଲବୁଲ ଓ ଫନି କରି ବାତ୍ୟା ସମୟରେ ବିପର୍ଯ୍ୟୟର ସଫଳ ମୁକାବିଲା କରିଥିଲା ।

ଭାରତରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠାରେ ଲୋକସଂଖ୍ୟା ଅନୁସାରେ ଅଗ୍ନିଶମ ଗାଡି ଯୋଗାଇ ଦିଆଯାଇଛି ଏବଂ ସାରା ଭାରତରେ ସବୁଠୁ ଅଧିକ ୩୪୨ଟି ଅଗ୍ନିଶମ କେନ୍ଦ୍ର ଓଡ଼ିଶାରେ ରହିଛି । ସେହିପରି ରାଜ୍ୟରେ ୫ଟି ISO Certified Fire Station ଓ ଗୋଟିଏ ପଶିକ୍ଷଣ କେନ୍ଦ୍ର ଥିବା ବେଳେ, ଏହା ସମସ୍ତ କେନ୍ଦ୍ରକୁ Multi-Disaster Response Centre ଭାବରେ ରୂପାନ୍ତରିତ କରାଯାଇଛି । ଦେଶର ସର୍ବଶ୍ରେଷ୍ଠ ଅଗ୍ନିଶମ ସେବା ସଂସ୍ଥା ଭାବରେ ପୁରସ୍କୃତ ହୋଇଥିବାରୁ ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାକୁ ଏପରି ପ୍ରଶଂସା ଓ ପୁରସ୍କାର ପ୍ରତିଟି କର୍ମଚାରୀଙ୍କ ପ୍ରତି ପ୍ରେରଣା ସାଜିଛି  । ନିରନ୍ତର କାର୍ଯ୍ୟ ଓ ସଫଳ ମୁକାବିଲା ଦିଗରେ ଆହୁରି ସାହାସ ଯୋଗାଇଛି  । ସେପଟେ ଏହି ପୁରସ୍କାର ପାଇବା ପରେ ଅଗ୍ନିଶମ ବିଭାଗରେ ଖୁସିର ଲହରୀ ଖେଳିଯାଇଛି  । ଉତ୍ସାହ ଓ ଆଗ୍ରହର ସହ ଆଗାମୀ କାର୍ଯ୍ୟ କରିବା ନିମନ୍ତେ ଏହି ପୁରସ୍କାର ଅଗ୍ନିଶମ କର୍ମଚାକରୀଙ୍କୁ ପ୍ରେରଣା ଯୋଗାଇବ  ।

https://www.thesakala.in/latest-odisha-news/odisha-fire-service-awarded-as-best-fire-service-organization-for-2021-at-the-national-level/article-8210
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର