ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା

The Sakala Picture
Published On

ନୟାଗଡ: ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ଦୋଷୀ ଆସାମୀ ପ୍ରଶାନ୍ତ ବାରିକକୁ ୧୫ବର୍ଷ ସଶ୍ରମ କାରା ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି। ଅଭିଯୋଗ ମୁତାବକ, ୨୦୧୭ମସିହାରେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ସେହି ଗ୍ରାମର ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସ୍କୁଲ ଯିବା ସମୟରେ ଏକ ତରଫା ଭଲ ପାଉଥିବା ଅଭିଯୁକ୍ତ ପ୍ରଶାନ୍ତ ବାରିକ ନାବାଳିକାକୁ ବଳ ପୂର୍ବକ ଉଠାଇ ନେଇ ଭୁବନେଶ୍ୱରରେ […]

ନୟାଗଡ: ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ଦୋଷୀ ଆସାମୀ ପ୍ରଶାନ୍ତ ବାରିକକୁ ୧୫ବର୍ଷ ସଶ୍ରମ କାରା ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅଭିଯୋଗ ମୁତାବକ, ୨୦୧୭ମସିହାରେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ସେହି ଗ୍ରାମର ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସ୍କୁଲ ଯିବା ସମୟରେ ଏକ ତରଫା ଭଲ ପାଉଥିବା ଅଭିଯୁକ୍ତ ପ୍ରଶାନ୍ତ ବାରିକ ନାବାଳିକାକୁ ବଳ ପୂର୍ବକ ଉଠାଇ ନେଇ ଭୁବନେଶ୍ୱରରେ ଏକ ବନ୍ଦ ଘରେ ରଖି ୭ଦିନ ଦୁଷ୍କର୍ମ କରି ଛାଡି ଦେଇ ଚାଲି ଯାଇଥିଲା । ତେବେ ପୀଡିତା ନାବାଳିକା କୌଶଳକ୍ରମେ ଖସିଆସି ପରିବାର ଲୋକଙ୍କୁ ଜଣାଇଥିଲେ । ଏହି ଘଟଣାକୁ ନେଇ ପରିବାର ଲୋକେ ନୂଆଗାଁ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୀଡିତାଙ୍କ ବୟାନକୁ ଆଧାର କରି ନୂଆଗାଁ ପୁଲିସ ପ୍ରଶାନ୍ତ ବାରିକକୁ ଗିରଫ କରିଥିଲା। ଅଳ୍ପ କିଛିଦିନ ଜେଲରେ ରହିଲା ପରେ ହାଇକୋର୍ଟରୁ ଜାମିନ ହୋଇଥିଲା କିନ୍ତୁ ନୟାଗଡ ଫାଷ୍ଟଟ୍ରାକ କୋର୍ଟରେ କେସ ଚାଲିଥିଲା । ତେବେ ଆଜି ନୟାଗଡ ଫାଷ୍ଟଟ୍ରାକ କୋର୍ଟରେ ବିଚାର ହୋଇଛି। ଏଥିରେ ଆସାମୀ ପ୍ରଶାନ୍ତ ବାରିକକୁ ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିରଞ୍ଚି କୁମାର ୧୫ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା ରାୟ ଶୁଣାଇ ଛନ୍ତି ବୋଲି ସୂଚନା ଦେଇଛନ୍ତି ସରକାରୀ ଓକିଲ ଅମୀୟ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ପଞ୍ଚାୟତର ତୋଗଲକି ଫରମାନ: ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ୧୨ ବର୍ଷ ପାଇଁ ଏକଘରକିଆ ନିର୍ଦ୍ଦେଶ

30 Aug 2022 By The Sakala

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା: ଦୋଷୀକୁ ୧୫ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା

ନୟାଗଡ: ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ଦୋଷୀ ଆସାମୀ ପ୍ରଶାନ୍ତ ବାରିକକୁ ୧୫ବର୍ଷ ସଶ୍ରମ କାରା ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି।

ଅଭିଯୋଗ ମୁତାବକ, ୨୦୧୭ମସିହାରେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ସେହି ଗ୍ରାମର ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସ୍କୁଲ ଯିବା ସମୟରେ ଏକ ତରଫା ଭଲ ପାଉଥିବା ଅଭିଯୁକ୍ତ ପ୍ରଶାନ୍ତ ବାରିକ ନାବାଳିକାକୁ ବଳ ପୂର୍ବକ ଉଠାଇ ନେଇ ଭୁବନେଶ୍ୱରରେ ଏକ ବନ୍ଦ ଘରେ ରଖି ୭ଦିନ ଦୁଷ୍କର୍ମ କରି ଛାଡି ଦେଇ ଚାଲି ଯାଇଥିଲା । ତେବେ ପୀଡିତା ନାବାଳିକା କୌଶଳକ୍ରମେ ଖସିଆସି ପରିବାର ଲୋକଙ୍କୁ ଜଣାଇଥିଲେ । ଏହି ଘଟଣାକୁ ନେଇ ପରିବାର ଲୋକେ ନୂଆଗାଁ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୀଡିତାଙ୍କ ବୟାନକୁ ଆଧାର କରି ନୂଆଗାଁ ପୁଲିସ ପ୍ରଶାନ୍ତ ବାରିକକୁ ଗିରଫ କରିଥିଲା। ଅଳ୍ପ କିଛିଦିନ ଜେଲରେ ରହିଲା ପରେ ହାଇକୋର୍ଟରୁ ଜାମିନ ହୋଇଥିଲା କିନ୍ତୁ ନୟାଗଡ ଫାଷ୍ଟଟ୍ରାକ କୋର୍ଟରେ କେସ ଚାଲିଥିଲା । ତେବେ ଆଜି ନୟାଗଡ ଫାଷ୍ଟଟ୍ରାକ କୋର୍ଟରେ ବିଚାର ହୋଇଛି। ଏଥିରେ ଆସାମୀ ପ୍ରଶାନ୍ତ ବାରିକକୁ ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିରଞ୍ଚି କୁମାର ୧୫ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା ରାୟ ଶୁଣାଇ ଛନ୍ତି ବୋଲି ସୂଚନା ଦେଇଛନ୍ତି ସରକାରୀ ଓକିଲ ଅମୀୟ ପଟ୍ଟନାୟକ।

https://www.thesakala.in/latest-odisha-news/nuapada/10th-class-student-rape-case-15-years-imprisonment-and-10-thousand-rupees-fine/article-14565
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର