ବିଜୁ ଛାତ୍ର ଜନତା ଦଳ ପୁନର୍ଗଠିତ: ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏଥିରେ ୫ ଜଣଙ୍କୁ କାର୍ଯ୍ଯକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଇପ୍ସିତା ସାହୁକୁ ଛାତ୍ର ବିଜେଡିର ମହାସଚିବ […]

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏଥିରେ ୫ ଜଣଙ୍କୁ କାର୍ଯ୍ଯକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଇପ୍ସିତା ସାହୁକୁ ଛାତ୍ର ବିଜେଡିର ମହାସଚିବ ଦାୟିତ୍ବ ମିଲିଛି । ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ସ୍ବାଇଁ, ବିଶ୍ବ ପ୍ରତାପ ସାହୁ ଓ ମିକୁ ପ୍ରଧାନକୁ କାର୍ଯ୍ଯକାରୀ ସଭାପତି ଦାୟିତ୍ବ ମିଳିଛି। ସେହିପରି ୮ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୭ ଜଣଙ୍କୁ ଜୋନାଲ ସଭାପତି ଦାୟିତ୍ବ ଦିଆଯାଇଛି। ୧୦ ଜଣଙ୍କୁ ଉପସଭାପତି, ୫୧ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୬୧ ଜଣଙ୍କୁ ସମ୍ପାଦକ ଦାୟିତ୍ବ ମିଳିଥିବା ବେଳେ ୨୬ଯୁଗ୍ମ ସମ୍ପାଦକ, ୩୫ ସାଂଗଠନିକ ଜିଲ୍ଲା ପାଇଁ  ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

[wp-embedder-pack width=”100%” height=”400px” download=”all” download-text=”” attachment_id=”56026″ /]

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

22 Aug 2022 By The Sakala

ବିଜୁ ଛାତ୍ର ଜନତା ଦଳ ପୁନର୍ଗଠିତ: ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ବିଜୁ ଛାତ୍ର ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏଥିରେ ୫ ଜଣଙ୍କୁ କାର୍ଯ୍ଯକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି । ଇପ୍ସିତା ସାହୁକୁ ଛାତ୍ର ବିଜେଡିର ମହାସଚିବ ଦାୟିତ୍ବ ମିଲିଛି । ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ସ୍ବାଇଁ, ବିଶ୍ବ ପ୍ରତାପ ସାହୁ ଓ ମିକୁ ପ୍ରଧାନକୁ କାର୍ଯ୍ଯକାରୀ ସଭାପତି ଦାୟିତ୍ବ ମିଳିଛି। ସେହିପରି ୮ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୭ ଜଣଙ୍କୁ ଜୋନାଲ ସଭାପତି ଦାୟିତ୍ବ ଦିଆଯାଇଛି। ୧୦ ଜଣଙ୍କୁ ଉପସଭାପତି, ୫୧ ଜଣଙ୍କୁ ସାଧାରଣ ସମ୍ପାଦକ ଓ ୬୧ ଜଣଙ୍କୁ ସମ୍ପାଦକ ଦାୟିତ୍ବ ମିଳିଥିବା ବେଳେ ୨୬ଯୁଗ୍ମ ସମ୍ପାଦକ, ୩୫ ସାଂଗଠନିକ ଜିଲ୍ଲା ପାଇଁ  ନୂଆ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।

[wp-embedder-pack width=”100%” height=”400px” download=”all” download-text=”” attachment_id=”56026″ /]

https://www.thesakala.in/latest-odisha-news/new-appointment-for-bcjd/article-14339
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର