ନୂଆଗଡ଼ରେ ଜଟିଳ ହେଲାଣି ନେଟୱର୍କ ଏବଂ ଇଣ୍ଟରନେଟ ସମସ୍ୟା

The Sakala Picture
Published On

ନୂଆଗଡ଼: ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଏକ ଗରିବ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହି ବ୍ଳକ ଅଧୀନରେ ୧୯ଗୋଟି ପଞ୍ଚାୟତ ୨୦୧୧ ଜନଗଣନା ଅନୁସାରେ ୫୪୬୯୬ ଲୋକ ବସ ବାସ କରନ୍ତି। ଏହି ଅଞ୍ଚଳରେ ଅନେକ ସମସ୍ୟା ଭରି ରହିଛି ସେଥିମଧ୍ୟରୁ ଏଠାରେ ମୁଖ୍ୟ ସମସ୍ୟା ଭାବରେ ରହିଛି ନେଟୱର୍କ ଓ ଇଣ୍ଟରନେଟ ସେବାକେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କଥା କହୁଥିଲା ବେଳେ ଏହି ଦୁଇଟି ସୁବିଧା ଅଞ୍ଚଳ ବାସୀଙ୍କ ପାଇଁ ଦିର୍ଘ ବର୍ଷ ଧରି […]

ନୂଆଗଡ଼: ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଏକ ଗରିବ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହି ବ୍ଳକ ଅଧୀନରେ ୧୯ଗୋଟି ପଞ୍ଚାୟତ ୨୦୧୧ ଜନଗଣନା ଅନୁସାରେ ୫୪୬୯୬ ଲୋକ ବସ ବାସ କରନ୍ତି। ଏହି ଅଞ୍ଚଳରେ ଅନେକ ସମସ୍ୟା ଭରି ରହିଛି ସେଥିମଧ୍ୟରୁ ଏଠାରେ ମୁଖ୍ୟ ସମସ୍ୟା ଭାବରେ ରହିଛି ନେଟୱର୍କ ଓ ଇଣ୍ଟରନେଟ ସେବାକେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କଥା କହୁଥିଲା ବେଳେ ଏହି ଦୁଇଟି ସୁବିଧା ଅଞ୍ଚଳ ବାସୀଙ୍କ ପାଇଁ ଦିର୍ଘ ବର୍ଷ ଧରି ସାତ ସପନ ହୋଇ ରହିଛି। ଏ ସମସ୍ୟା ସମ୍ପର୍କରେ ଜନପ୍ରତିନିଧି, ପ୍ରଶାସନ ଓ ବିଭାଗୀୟ ଅଧିକାରି ମାନଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଅଭିଯୋଗ ଜଣାଇଲେ ମଧ୍ୟ ଆଜି ପର୍ଯ୍ଯନ୍ତ ଏହାର ନିରାକରଣ ଦିଗରେ କୌଣସି ଫଳପ୍ରଦ ହେଉନାହିଁ। ଏହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଗତ ଦୀର୍ଘ ମାସ ଧରି କରୋନା ମହାମାରୀ ସମୟ ଚାଲୁଥିବା ଯୋଗୁ ସରକାରଙ୍କ କରୋନା ନୀତିନିୟମ ଅନୁଯାଇ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଅନଲାଇନ ପାଠ ପଢ଼ା ବ୍ୟବସ୍ଥା ରହିଅଛି ହେଲେ ଏଠାରେ ନେଟୱର୍କ କି ଇଣ୍ଟରନେଟ ବ୍ୟବସ୍ଥା ଠିକଭାବେ ଉପଲବ୍ଧ ହେଉନଥିବା ଯୋଗୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅନଲାଇନ ପାଠ ପଢ଼ା ରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଥିବା ଅଞ୍ଚଳ ବାସୀଙ୍କ ଅଭିଯୋଗରୁ ଜଣା ପଢୁଛି। ଏଥି ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ପାଖେ ଏକ ମୁଣ୍ଡ ବ୍ୟଥାର କରଣ ହୋଇ ପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ, ଆଜିଠୁ ହେବ ନୂଆ ପଞ୍ଜିିକା ପ୍ରଚଳନ

ନୂଆଗଡ଼ ଠାରେ ବ୍ଳକ କାର୍ଯ୍ଯାଳୟ ସମେତ ଅନେକ ସରକାରୀ ବେସରକାରୀ କାର୍ଯ୍ଯାଳୟ , ବ୍ୟାଙ୍କ ଓ ସ୍କୁଲ୍ କଲେଜ ରହିଅଛି। ଏଠାକୁ ପ୍ରତିଦିନ ଅଞ୍ଚଳବାସୀ ବିଭିନ୍ନ କାମରେ ବିଭିନ୍ନ କାର୍ଯ୍ଯାଳୟକୁ ଆସିଥାନ୍ତି। ନେଟୱର୍କ ଓ ଇଣ୍ଟରନେଟ୍ ନଥିଲେ ସଂପୃକ୍ତ ବିଭାଗୀୟ କାର୍ଯ୍ଯାଳୟ ମାନଙ୍କରେ କୌଣସି କାମ ନହେଲେ ଦୂର ଦୁରନ୍ତାରୁ ଆସିଥିବା ଲୋକେ ନିରାଶରେ ଫେରି ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ବ୍ଲକ ସଦର ମହକୁମା ଠାରେ ୩ ଗୋଟି ଟାୱାର ବହୁବର୍ଷ ପୂର୍ବେ ସ୍ଥାପନ ହୋଇଥିଲା ତାହା ନାମକୁ ମାତ୍ର। ଦୁଇଟି ଟାୱାର ଦୀଘ୍ର ବର୍ଷ ହେଲାଣି ଅଚଳ ହୋଇ ପ୍ରାୟତଃ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଅନ୍ୟଟି ବିଏସଏନଏଲ ଟାୱାର ରହିଛି ତାହା ଚାଲୁ ଥିଲେ ମଧ୍ୟ ଠିକ୍ ଭାବେ କାର୍ଯ୍ଯ କରୁନାହିଁ।

ଆହୁରି ପଢ଼ନ୍ତୁ: ସାତପଡ଼ା-ଜହ୍ନିକୁଦା ଘାଟରେ ଭଡ଼ା ବୃଦ୍ଧିକୁ ନେଇ ଉତ୍ତେଜନା: ଯାତ୍ରୀ ଓ ଡଙ୍ଗା ମାଲିକ ମୁହାଁମୁହିଁ

ମୁଖ୍ୟତଃ ବିଦ୍ୟୁତ୍ କରେଣ୍ଟ ଚାଲିଗଲେ କୌଣସି କାର୍ୟ୍ୟ ନହୋଇ ନେଟୱର୍କ କଟିଯାଏ। ବିଦ୍ୟୁତ୍ କରେଣ୍ଟ ଆସିବା ଅଧ ଘଣ୍ଟା ପରେ ନେଟୱର୍କ ଆସେ।ଏହି ଭଳି ବ୍ରଡ ବ୍ୟାଣ୍ଡ ଓ ଇଣ୍ଟର୍ନେଟ୍ ସୁବିଧା କହିଲେ ନସରେ। ଅକସ୍ମାତ୍ ସମସ୍ୟା ପଡ଼ିଲେ ପ୍ରଶାସନ,ସ୍ଵାସ୍ଥ୍ୟ ସେବା ପାଇବାକୁ ଯୋଗାଯୋଗ କରିବାରେ ଅସମ୍ଭବ ହୋଇପଡେ। ଏଭଳି ସମସ୍ୟା କେବଳ ବ୍ଳକ ସଦର ମହକୁମାରେ ନୁହେଁ ବରଂ ୧୯ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି। ବ୍ଳକ ସଦରରେ ଏଯାଏ ଏହି ସୁବିଧା ଠିକ୍ ଭାବେ ହେଉନି ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏଦିଗରେ ବିହିତ ପଦକ୍ଷେପ ନେଇ ତୁରନ୍ତ ଏହାର ସମାଧାନ କଲେ ଉପକୃତ ହୋଇ ପାରନ୍ତି ବୋଲି ଦାବି ଓ ଅଭିଯୋଗ କରି ନଚେତ ଆଗାମୀ ଦିନରେ ଏକ ମହାନ ବିରାଟ ଜନଆନ୍ଦୋଳନ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ନୂଆଗଡ଼ ଆଞ୍ଚଳିକ ଉନ୍ନୟନ କମିଟିର ସଦସ୍ୟ ଗଣ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଦୁର୍ନୀତି ମାମଲାରେ ଭିଜିଲାନ୍ସର କଡା କାର୍ଯ୍ୟାନୁଷ୍ଠାନ: ବାରିପଦା ଜଳସେଚନ ଏସ୍‌ଇ ଅଫିସର ପୂର୍ବତନ କର୍ମଚାରୀଙ୍କୁ ୩ବର୍ଷ ଜେଲ

28 Jun 2021 By The Sakala

ନୂଆଗଡ଼ରେ ଜଟିଳ ହେଲାଣି ନେଟୱର୍କ ଏବଂ ଇଣ୍ଟରନେଟ ସମସ୍ୟା

ନୂଆଗଡ଼: ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଏକ ଗରିବ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହି ବ୍ଳକ ଅଧୀନରେ ୧୯ଗୋଟି ପଞ୍ଚାୟତ ୨୦୧୧ ଜନଗଣନା ଅନୁସାରେ ୫୪୬୯୬ ଲୋକ ବସ ବାସ କରନ୍ତି। ଏହି ଅଞ୍ଚଳରେ ଅନେକ ସମସ୍ୟା ଭରି ରହିଛି ସେଥିମଧ୍ୟରୁ ଏଠାରେ ମୁଖ୍ୟ ସମସ୍ୟା ଭାବରେ ରହିଛି ନେଟୱର୍କ ଓ ଇଣ୍ଟରନେଟ ସେବାକେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆ କଥା କହୁଥିଲା ବେଳେ ଏହି ଦୁଇଟି ସୁବିଧା ଅଞ୍ଚଳ ବାସୀଙ୍କ ପାଇଁ ଦିର୍ଘ ବର୍ଷ ଧରି ସାତ ସପନ ହୋଇ ରହିଛି। ଏ ସମସ୍ୟା ସମ୍ପର୍କରେ ଜନପ୍ରତିନିଧି, ପ୍ରଶାସନ ଓ ବିଭାଗୀୟ ଅଧିକାରି ମାନଙ୍କୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଅଭିଯୋଗ ଜଣାଇଲେ ମଧ୍ୟ ଆଜି ପର୍ଯ୍ଯନ୍ତ ଏହାର ନିରାକରଣ ଦିଗରେ କୌଣସି ଫଳପ୍ରଦ ହେଉନାହିଁ। ଏହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ ଗତ ଦୀର୍ଘ ମାସ ଧରି କରୋନା ମହାମାରୀ ସମୟ ଚାଲୁଥିବା ଯୋଗୁ ସରକାରଙ୍କ କରୋନା ନୀତିନିୟମ ଅନୁଯାଇ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଅନଲାଇନ ପାଠ ପଢ଼ା ବ୍ୟବସ୍ଥା ରହିଅଛି ହେଲେ ଏଠାରେ ନେଟୱର୍କ କି ଇଣ୍ଟରନେଟ ବ୍ୟବସ୍ଥା ଠିକଭାବେ ଉପଲବ୍ଧ ହେଉନଥିବା ଯୋଗୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅନଲାଇନ ପାଠ ପଢ଼ା ରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଉଥିବା ଅଞ୍ଚଳ ବାସୀଙ୍କ ଅଭିଯୋଗରୁ ଜଣା ପଢୁଛି। ଏଥି ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ପାଖେ ଏକ ମୁଣ୍ଡ ବ୍ୟଥାର କରଣ ହୋଇ ପଡ଼ିଛି।

ନୂଆଗଡ଼ ଠାରେ ବ୍ଳକ କାର୍ଯ୍ଯାଳୟ ସମେତ ଅନେକ ସରକାରୀ ବେସରକାରୀ କାର୍ଯ୍ଯାଳୟ , ବ୍ୟାଙ୍କ ଓ ସ୍କୁଲ୍ କଲେଜ ରହିଅଛି। ଏଠାକୁ ପ୍ରତିଦିନ ଅଞ୍ଚଳବାସୀ ବିଭିନ୍ନ କାମରେ ବିଭିନ୍ନ କାର୍ଯ୍ଯାଳୟକୁ ଆସିଥାନ୍ତି। ନେଟୱର୍କ ଓ ଇଣ୍ଟରନେଟ୍ ନଥିଲେ ସଂପୃକ୍ତ ବିଭାଗୀୟ କାର୍ଯ୍ଯାଳୟ ମାନଙ୍କରେ କୌଣସି କାମ ନହେଲେ ଦୂର ଦୁରନ୍ତାରୁ ଆସିଥିବା ଲୋକେ ନିରାଶରେ ଫେରି ନାହିନଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ବ୍ଲକ ସଦର ମହକୁମା ଠାରେ ୩ ଗୋଟି ଟାୱାର ବହୁବର୍ଷ ପୂର୍ବେ ସ୍ଥାପନ ହୋଇଥିଲା ତାହା ନାମକୁ ମାତ୍ର। ଦୁଇଟି ଟାୱାର ଦୀଘ୍ର ବର୍ଷ ହେଲାଣି ଅଚଳ ହୋଇ ପ୍ରାୟତଃ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଅନ୍ୟଟି ବିଏସଏନଏଲ ଟାୱାର ରହିଛି ତାହା ଚାଲୁ ଥିଲେ ମଧ୍ୟ ଠିକ୍ ଭାବେ କାର୍ଯ୍ଯ କରୁନାହିଁ।

ମୁଖ୍ୟତଃ ବିଦ୍ୟୁତ୍ କରେଣ୍ଟ ଚାଲିଗଲେ କୌଣସି କାର୍ୟ୍ୟ ନହୋଇ ନେଟୱର୍କ କଟିଯାଏ। ବିଦ୍ୟୁତ୍ କରେଣ୍ଟ ଆସିବା ଅଧ ଘଣ୍ଟା ପରେ ନେଟୱର୍କ ଆସେ।ଏହି ଭଳି ବ୍ରଡ ବ୍ୟାଣ୍ଡ ଓ ଇଣ୍ଟର୍ନେଟ୍ ସୁବିଧା କହିଲେ ନସରେ। ଅକସ୍ମାତ୍ ସମସ୍ୟା ପଡ଼ିଲେ ପ୍ରଶାସନ,ସ୍ଵାସ୍ଥ୍ୟ ସେବା ପାଇବାକୁ ଯୋଗାଯୋଗ କରିବାରେ ଅସମ୍ଭବ ହୋଇପଡେ। ଏଭଳି ସମସ୍ୟା କେବଳ ବ୍ଳକ ସଦର ମହକୁମାରେ ନୁହେଁ ବରଂ ୧୯ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦେଖିବାକୁ ମିଳୁଛି। ବ୍ଳକ ସଦରରେ ଏଯାଏ ଏହି ସୁବିଧା ଠିକ୍ ଭାବେ ହେଉନି ତାହା ଏବେ ପ୍ରଶ୍ନ ସୃଷ୍ଟି କରୁଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏଦିଗରେ ବିହିତ ପଦକ୍ଷେପ ନେଇ ତୁରନ୍ତ ଏହାର ସମାଧାନ କଲେ ଉପକୃତ ହୋଇ ପାରନ୍ତି ବୋଲି ଦାବି ଓ ଅଭିଯୋଗ କରି ନଚେତ ଆଗାମୀ ଦିନରେ ଏକ ମହାନ ବିରାଟ ଜନଆନ୍ଦୋଳନ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ନୂଆଗଡ଼ ଆଞ୍ଚଳିକ ଉନ୍ନୟନ କମିଟିର ସଦସ୍ୟ ଗଣ ଜଣାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର