ରାଇସ ମିଲରେ ଅଘଟଣ, ୨ ଶ୍ରମିକଙ୍କ ମୃତ୍ଯୁ

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାଘୁଆ ଡ୍ୟାମ ରାସ୍ତାରେ ଥିବା ମା’ ମଙ୍ଗଳା ରାଇସି ମିଲରେ ଅଘଟଣ। ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିରିଶିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଓ କଟକ ଜିଲ୍ଲା ବଡ଼ମ୍ବା- ନରସିଂହପୁରର ପ୍ରମୋଦ ମହାରଣା। ସୂଚନା ଅନୁଯାୟୀ, ରାଇସ ମିଲରେ କାମ ବେଳେ ଚାଉଳ ବସ୍ତା ତଳେ ୨ ଶ୍ରମିକ ଫସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। […]

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାଘୁଆ ଡ୍ୟାମ ରାସ୍ତାରେ ଥିବା ମା’ ମଙ୍ଗଳା ରାଇସି ମିଲରେ ଅଘଟଣ। ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିରିଶିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଓ କଟକ ଜିଲ୍ଲା ବଡ଼ମ୍ବା- ନରସିଂହପୁରର ପ୍ରମୋଦ ମହାରଣା।

ଆହୁରି ପଢ଼ନ୍ତୁ: ନୟାଗଡ଼ ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ନାଁରେ ସାଂଘାତିକ ଅଭିଯୋଗ: ମାମଲା ରଫାଦଫା ପାଇଁ ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ଓ ଧମକ

ସୂଚନା ଅନୁଯାୟୀ, ରାଇସ ମିଲରେ କାମ ବେଳେ ଚାଉଳ ବସ୍ତା ତଳେ ୨ ଶ୍ରମିକ ଫସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

16 Jan 2023 By The Sakala

ରାଇସ ମିଲରେ ଅଘଟଣ, ୨ ଶ୍ରମିକଙ୍କ ମୃତ୍ଯୁ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାଘୁଆ ଡ୍ୟାମ ରାସ୍ତାରେ ଥିବା ମା’ ମଙ୍ଗଳା ରାଇସି ମିଲରେ ଅଘଟଣ। ଚାଉଳ ଗୋଦାମରେ ଫସି ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା ତିରିଶିଂ ଗ୍ରାମର ରାମେଶ୍ୱର ଦିହୁଡ଼ି ଓ କଟକ ଜିଲ୍ଲା ବଡ଼ମ୍ବା- ନରସିଂହପୁରର ପ୍ରମୋଦ ମହାରଣା।

ସୂଚନା ଅନୁଯାୟୀ, ରାଇସ ମିଲରେ କାମ ବେଳେ ଚାଉଳ ବସ୍ତା ତଳେ ୨ ଶ୍ରମିକ ଫସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ୨ ଶ୍ରମିକଙ୍କୁ ମୃତ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର