ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି। ନିର୍ମାଣ ଶ୍ରମିକ ସଂଘର ୩ଜଣ ମୁଖ୍ୟ ସଂଯୋଜକ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି। ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକର ୩ ମୁଖ୍ୟ ସଂଯୋଜକ ସୁଶାନ୍ତ ବେହେରା, କୁନା ବିହାରୀ ଦାସ, ପଞ୍ଚାନନ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଛି। ନିଖିଳ ଓଡ଼ିଶା ଆଶା କର୍ମୀ ସାମ୍ମୁଖ୍ୟର ୩ମୁଖ୍ୟ ସଂଯୋଜକ ଭାବେ ସ୍ବରୂପ କୁମାର ଦାସ, ନିରଞ୍ଜନ ପାତ୍ର, ପ୍ରଦୀପ […]

ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି। ନିର୍ମାଣ ଶ୍ରମିକ ସଂଘର ୩ଜଣ ମୁଖ୍ୟ ସଂଯୋଜକ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି। ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକର ୩ ମୁଖ୍ୟ ସଂଯୋଜକ ସୁଶାନ୍ତ ବେହେରା, କୁନା ବିହାରୀ ଦାସ, ପଞ୍ଚାନନ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଛି। ନିଖିଳ ଓଡ଼ିଶା ଆଶା କର୍ମୀ ସାମ୍ମୁଖ୍ୟର ୩ମୁଖ୍ୟ ସଂଯୋଜକ ଭାବେ ସ୍ବରୂପ କୁମାର ଦାସ, ନିରଞ୍ଜନ ପାତ୍ର, ପ୍ରଦୀପ ନାୟକଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ୪ମୁଖ୍ୟ ସଂଯୋଜକ ଭାବେ ଅନନ୍ତ ନାରାୟଣ ଜେନା, ଯୋଗେନ୍ଦ୍ର ସ୍ୱାଇଁ, ନିରଞ୍ଜନ ପାତ୍ର ଓ ପ୍ରଦୀପ ନାୟକ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ସଡକ ପରିବହନ କର୍ମଚାରୀ ମହାସଂଘ ୪ମୁଖ୍ୟ ସଂଯୋଜକ ଭାବେ ସୁଜିତ କୁମାର, ପ୍ରଣବ ବଳବନ୍ତରାୟ, ମିହିର ରାଉତ, ନବକିଶୋର ମହାନ୍ତି ନିଯୁକ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ୫ମୁଖ୍ୟ ସଂଯୋଜକ ଭାବେ ପ୍ରୀତିରଂଜନ ଘଡାଇ, ସୁଲତା ଦେଓ, ଶର୍ମିଷ୍ଠା ସେଠୀ, ଲତିକା ପ୍ରଧାନ ଓ ଦୁର୍ଗା ସାମନ୍ତରାୟ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା GPLF ମହାସଂଘ ୩ ମୁଖ୍ୟ ସଂଯୋଜକ ହୋଇଛନ୍ତି ଶ୍ରୀମୟୀ ମିଶ୍ର, ଦୀପାଳି ଦାସ, ସୁଭଦ୍ରା ଦାସ। ସେହିପରି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ୩ମୁଖ୍ୟ ସଂଯୋଜକ ଭାବେ ନିରଞ୍ଜନ ବିଶି, ବିକ୍ରମ ପଣ୍ଡା ଓ ରାଜୀବ ମହାନ୍ତି ନିଯୁକ୍ତ ହୋଇଛନ୍ତି। ଉଠା ଦୋକାନୀ ସଂଘର ୩ମୁଖ୍ୟ ସଂଯୋଜକ ହୋଇଛନ୍ତି ଯୁଗଳ ନାୟକ, ବିକାଶ ଦାସ ଓ ଦେବେନ୍ଦ୍ର ପାଣିଗ୍ରାହୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଏନେଇ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

20 Sep 2023 By The Sakala

ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ବିଜୁ ଶ୍ରମିକ ସାମ୍ମୁଖ୍ୟର ନୂତନ କର୍ମକର୍ତ୍ତା ନିଯୁକ୍ତି। ନିର୍ମାଣ ଶ୍ରମିକ ସଂଘର ୩ଜଣ ମୁଖ୍ୟ ସଂଯୋଜକ ବୈଦନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟଙ୍କୁ ନିଯୁକ୍ତି ଦିଆଯାଇଛି। ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକର ୩ ମୁଖ୍ୟ ସଂଯୋଜକ ସୁଶାନ୍ତ ବେହେରା, କୁନା ବିହାରୀ ଦାସ, ପଞ୍ଚାନନ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଛି। ନିଖିଳ ଓଡ଼ିଶା ଆଶା କର୍ମୀ ସାମ୍ମୁଖ୍ୟର ୩ମୁଖ୍ୟ ସଂଯୋଜକ ଭାବେ ସ୍ବରୂପ କୁମାର ଦାସ, ନିରଞ୍ଜନ ପାତ୍ର, ପ୍ରଦୀପ ନାୟକଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ୪ମୁଖ୍ୟ ସଂଯୋଜକ ଭାବେ ଅନନ୍ତ ନାରାୟଣ ଜେନା, ଯୋଗେନ୍ଦ୍ର ସ୍ୱାଇଁ, ନିରଞ୍ଜନ ପାତ୍ର ଓ ପ୍ରଦୀପ ନାୟକ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ସଡକ ପରିବହନ କର୍ମଚାରୀ ମହାସଂଘ ୪ମୁଖ୍ୟ ସଂଯୋଜକ ଭାବେ ସୁଜିତ କୁମାର, ପ୍ରଣବ ବଳବନ୍ତରାୟ, ମିହିର ରାଉତ, ନବକିଶୋର ମହାନ୍ତି ନିଯୁକ୍ତ କରାଯାଇଛି।

ନିଖିଳ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ମହାସଂଘର ୫ମୁଖ୍ୟ ସଂଯୋଜକ ଭାବେ ପ୍ରୀତିରଂଜନ ଘଡାଇ, ସୁଲତା ଦେଓ, ଶର୍ମିଷ୍ଠା ସେଠୀ, ଲତିକା ପ୍ରଧାନ ଓ ଦୁର୍ଗା ସାମନ୍ତରାୟ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା GPLF ମହାସଂଘ ୩ ମୁଖ୍ୟ ସଂଯୋଜକ ହୋଇଛନ୍ତି ଶ୍ରୀମୟୀ ମିଶ୍ର, ଦୀପାଳି ଦାସ, ସୁଭଦ୍ରା ଦାସ। ସେହିପରି ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ୩ମୁଖ୍ୟ ସଂଯୋଜକ ଭାବେ ନିରଞ୍ଜନ ବିଶି, ବିକ୍ରମ ପଣ୍ଡା ଓ ରାଜୀବ ମହାନ୍ତି ନିଯୁକ୍ତ ହୋଇଛନ୍ତି। ଉଠା ଦୋକାନୀ ସଂଘର ୩ମୁଖ୍ୟ ସଂଯୋଜକ ହୋଇଛନ୍ତି ଯୁଗଳ ନାୟକ, ବିକାଶ ଦାସ ଓ ଦେବେନ୍ଦ୍ର ପାଣିଗ୍ରାହୀ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଏନେଇ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର