ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଟ୍ରକ

The Sakala Picture
Published On

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏକ ଟ୍ରକ ଉମରକୋଟ ରୁ ଇଟା ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିବା ସୂଚନା ମିଳିଛି। ତେବେ ଅଳ୍ପକେ ଡ୍ରାଇଭର ଭର୍ତ୍ତି ଯାଇଛନ୍ତି। ସୂଚନା ପ୍ରକାରେ ଉମରକୋଟ ଠାରୁ ଇଟା ଲୋଡ଼ କରି CG04MQ9468 ନମ୍ବର ଟ୍ରକ ଝରିଗାଁ ଦେଇ ଚନ୍ଦାହାଣ୍ଡି ଯାଉଥିଲା।ତେବେ ଆଜି ପ୍ରାୟ ସନ୍ଧ୍ୟା ୫ଘଂଟା ସମୟରେ ଚନ୍ଦାହାଣ୍ଡି ଘାଟିରେ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଯାଇଥିଲା। […]

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଏକ ଟ୍ରକ ଉମରକୋଟ ରୁ ଇଟା ନେଇ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିବା ସୂଚନା ମିଳିଛି। ତେବେ ଅଳ୍ପକେ ଡ୍ରାଇଭର ଭର୍ତ୍ତି ଯାଇଛନ୍ତି। ସୂଚନା ପ୍ରକାରେ ଉମରକୋଟ ଠାରୁ ଇଟା ଲୋଡ଼ କରି CG04MQ9468 ନମ୍ବର ଟ୍ରକ ଝରିଗାଁ ଦେଇ ଚନ୍ଦାହାଣ୍ଡି ଯାଉଥିଲା।ତେବେ ଆଜି ପ୍ରାୟ ସନ୍ଧ୍ୟା ୫ଘଂଟା ସମୟରେ ଚନ୍ଦାହାଣ୍ଡି ଘାଟିରେ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଯାଇଥିଲା। ତେବେ ଚାଳକ ଏବଂ ହେଲପରଙ୍କୁ କୌଣସି ମାଡ଼ ହୋଇନଥିବା ସୂଚନା ମିଳିଛି। ଉକ୍ତ ଗାଡି ଟି ଚନ୍ଦାହାଣ୍ଡି ସଦର ଗ୍ରାମର ମହମ୍ମଦ ସାଜିଦ ଙ୍କ ବୋଲି ଜଣାପଡିଛି ।

21 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର