ଘର ଭିତରୁ ଭାଲୁ ଉଦ୍ଧାର

The Sakala Picture
Published On

ଝରିଗାଁ : ନବରଙ୍ଗପୁର ଝରିଗାଁ ଥାନା ଅନ୍ତର୍ଗତ ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରୁ ଏକ ଭାଲୁ ଉଦ୍ଧାର ହୋଇଛି। ଦୀର୍ଘ ସମୟ କସରତ ପରେ ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଉକ୍ତ ଭାଲୁକୁ ଉଦ୍ଧାର କରାଯାଇଥିଲା। ସୂଚନା ଅନୁଯାୟୀ, ଜଗି ସାନ୍ତାଙ୍କ ଘର ଭିତରକୁ ଆଜି ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର ଭିତରେ ୪ ଜଣ ଥିଲେ । ଭାଲୁଟି ଏକ କୋଠରୀ ଭିତରେ ପଶି ଯାଇଥିଲା […]

ଝରିଗାଁ : ନବରଙ୍ଗପୁର ଝରିଗାଁ ଥାନା ଅନ୍ତର୍ଗତ ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରୁ ଏକ ଭାଲୁ ଉଦ୍ଧାର ହୋଇଛି। ଦୀର୍ଘ ସମୟ କସରତ ପରେ ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଉକ୍ତ ଭାଲୁକୁ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସୂଚନା ଅନୁଯାୟୀ, ଜଗି ସାନ୍ତାଙ୍କ ଘର ଭିତରକୁ ଆଜି ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର ଭିତରେ ୪ ଜଣ ଥିଲେ । ଭାଲୁଟି ଏକ କୋଠରୀ ଭିତରେ ପଶି ଯାଇଥିଲା । ଭାଲୁ ପଶିଥିବା ଘର କବାଟକୁ ବାହାର ପଟୁ ବନ୍ଦ କରି ଦେଇଥିଲେ ପରିବାର ଲୋକେ । ଏ ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ଝରିଗାଁ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ । ନବରଙ୍ଗପୁର ଡି.ଏଫ.ଓ.ଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ଟିମ୍ ଭାଲୁକୁ ଉଦ୍ଧାର କରିବା ଲାଗି ଯନ୍ତା ବସାଇଥିଲେ । ୩ ଘଣ୍ଟା ପରିଶ୍ରମ ପରେ ଭାଲୁଟି ଯନ୍ତାରେ ପଡିଥିଲା । ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ବନ ବିଭାଗ କହିଛି ।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

12 Jun 2021 By The Sakala

ଘର ଭିତରୁ ଭାଲୁ ଉଦ୍ଧାର

ଝରିଗାଁ : ନବରଙ୍ଗପୁର ଝରିଗାଁ ଥାନା ଅନ୍ତର୍ଗତ ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରୁ ଏକ ଭାଲୁ ଉଦ୍ଧାର ହୋଇଛି। ଦୀର୍ଘ ସମୟ କସରତ ପରେ ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍ ଦ୍ୱାରା ଉକ୍ତ ଭାଲୁକୁ ଉଦ୍ଧାର କରାଯାଇଥିଲା।

ସୂଚନା ଅନୁଯାୟୀ, ଜଗି ସାନ୍ତାଙ୍କ ଘର ଭିତରକୁ ଆଜି ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର ଭିତରେ ୪ ଜଣ ଥିଲେ । ଭାଲୁଟି ଏକ କୋଠରୀ ଭିତରେ ପଶି ଯାଇଥିଲା । ଭାଲୁ ପଶିଥିବା ଘର କବାଟକୁ ବାହାର ପଟୁ ବନ୍ଦ କରି ଦେଇଥିଲେ ପରିବାର ଲୋକେ । ଏ ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ଝରିଗାଁ ବନ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ । ନବରଙ୍ଗପୁର ଡି.ଏଫ.ଓ.ଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ଟିମ୍ ଭାଲୁକୁ ଉଦ୍ଧାର କରିବା ଲାଗି ଯନ୍ତା ବସାଇଥିଲେ । ୩ ଘଣ୍ଟା ପରିଶ୍ରମ ପରେ ଭାଲୁଟି ଯନ୍ତାରେ ପଡିଥିଲା । ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ବନ ବିଭାଗ କହିଛି ।

https://www.thesakala.in/latest-odisha-news/nabarangpur-district-news/bear-rescue-from-nabrangpur-in-a-house/article-2895
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର