ମୋ ରିଲେସନସିପ୍‌ ଭଲ ଚାଲିଛି, ୨୪ ଅଲିମ୍ପିକ୍‌ ପରେ ବିବାହ କରିବି : ଦୂତି ଚାନ୍ଦ

The Sakala Picture
Published On

ଭୁବନେଶ୍ବର : ନିଜ ପ୍ରେମ ସମ୍ପର୍କକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ। ନିଜ ପ୍ରେମ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ ମୁଁ ଗୋଟିଏ ରିଲେସନସିପ୍‌ରେ ୩ରୁ ୪ ବର୍ଷ ହେଲା ଅଛି। ମୋ ପାର୍ଟନରକୁ ଏବେ ୨୨ ବର୍ଷ ହୋଇଛି । ଏଥି ସହିତ ମତେ ମଧ୍ୟ ୨୦୨୪ ଅଲିମ୍ପିକ ଖେଳିବାର ଅଛି। ଏହା ମୋର ଶେଷ ଅଲିମ୍ପିକ। ୨୦୨୪ ପରେ ଆଉ ଅଲିମ୍ପିକ ଖେଳିବି ନାହିଁ। ଏଣୁ ୨୪ […]

ଭୁବନେଶ୍ବର : ନିଜ ପ୍ରେମ ସମ୍ପର୍କକୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ଅନ୍ତର୍ଜାତୀୟ ଧାବିକା ଦୂତି ଚାନ୍ଦ। ନିଜ ପ୍ରେମ ସମ୍ପର୍କକୁ ନେଇ ସେ କହିଛନ୍ତି ଯେ ମୁଁ ଗୋଟିଏ ରିଲେସନସିପ୍‌ରେ ୩ରୁ ୪ ବର୍ଷ ହେଲା ଅଛି। ମୋ ପାର୍ଟନରକୁ ଏବେ ୨୨ ବର୍ଷ ହୋଇଛି । ଏଥି ସହିତ ମତେ ମଧ୍ୟ ୨୦୨୪ ଅଲିମ୍ପିକ ଖେଳିବାର ଅଛି। ଏହା ମୋର ଶେଷ ଅଲିମ୍ପିକ। ୨୦୨୪ ପରେ ଆଉ ଅଲିମ୍ପିକ ଖେଳିବି ନାହିଁ। ଏଣୁ ୨୪ ପରେ ବିବାହ କରିବି ବୋଲି ଯୋଜନା କରିଛି ବୋଲି ଦୂତି ଚାନ୍ଦ କହିଛନ୍ତି।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ଦୂତି ଆହୁରି ମଧ୍ୟ କହିଛନ୍ତି ଯେ ମୋ ପ୍ରେମ ସମ୍ପର୍କକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ପରିବାର ଲୋକ ରିଲେସନକୁ ସ୍ବୀକାର କରୁନଥିଲେ କିନ୍ତୁ ଏବେ ସବୁ ବଦଳି ଯାଇଛି। ମୋ ପରିବାର ଏବଂ  ସହଯୋଗୀମାନେ ମୋ ପ୍ରେମ ସମ୍ପର୍କକୁ ସ୍ବୀକାର କରୁଛନ୍ତି। ଆଶା ଅଛି ମୋ ସ୍ୱପ୍ନ ସାକାର ହେବ। ଯେହେତୁ ମୋ ରିଲେସନସିପ୍‌ ଭଲ ଚାଲିଛି, କିଛି ଅସୁବିଧା ନାହିଁ । ମୋର ଦୃଢ ଆଶା ଅଛି ସ୍ୱପ୍ନ ସାକାର ହେବ ବୋଲି ଦୂତି ଚାନ୍ଦ କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର