ଭିମସାରର ୪ଟି ବିଭାଗର ୪୦ରୁ ଉର୍ଦ୍ଧ୍ବ ତାଲା ଭାଙ୍ଗି ଚୋରି

The Sakala Picture
Published On

ବୁର୍ଲା : ବୁର୍ଲା ଭୀମସାରରେ ବଡ ଧରଣର ଚୋରି । ଓଡିଶା ଇତିହାସରେ ଏହା ପ୍ରଥମ ଘଟଣା । ମେଡିକାଲ କଲେଜର ୪ଟି ବିଭାଗର ୪୦ରୁ ଉର୍ଦ୍ଧ୍ବ ତାଲା ଭାଙ୍ଗି ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।  ସେପଟେ ଡ୍ର ଗୁଡିକର ତାଲାକୁ ମିଶାଇ ଶତାଧିକ ତାଲା ହେବ ବୋଲି ଅନୁମାନ କରାଯାଇଛି । ମେଡିକାଲ କତ୍ତୃପକ୍ଷ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବୁର୍ଲା ଏସଡିପିଓ, ଥାନା ଅଧିକାରୀ ଆସି ତଦନ୍ତ କରୁଛନ୍ତି […]

ବୁର୍ଲା : ବୁର୍ଲା ଭୀମସାରରେ ବଡ ଧରଣର ଚୋରି । ଓଡିଶା ଇତିହାସରେ ଏହା ପ୍ରଥମ ଘଟଣା । ମେଡିକାଲ କଲେଜର ୪ଟି ବିଭାଗର ୪୦ରୁ ଉର୍ଦ୍ଧ୍ବ ତାଲା ଭାଙ୍ଗି ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।  ସେପଟେ ଡ୍ର ଗୁଡିକର ତାଲାକୁ ମିଶାଇ ଶତାଧିକ ତାଲା ହେବ ବୋଲି ଅନୁମାନ କରାଯାଇଛି । ମେଡିକାଲ କତ୍ତୃପକ୍ଷ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବୁର୍ଲା ଏସଡିପିଓ, ଥାନା ଅଧିକାରୀ ଆସି ତଦନ୍ତ କରୁଛନ୍ତି । ଭିମସାରର ଏଫଏମଟି, ପାଥେଲୋଜି, ଆନାଟୋମି, ମାଇକ୍ରୋବାଇଲୋଜି ବିଭାଗରୁ ଚୋରି ହୋଇଥିବା ଜଣାପଡିଛି।ଏହି ବିଭାଗରେ ଲାଗିଥିବା ସମସ୍ତ ତାଲା ସବୁ ବାରଣ୍ଡାରେ ପଡିଛି। ତେବେ ମ୍ୟୁଜିୟମରେ ଥିବା ପୁରାତନ ଖଣ୍ଡା ଭୁଜାଲି ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ବିଭିନ୍ନ ବିଭାଗରୁ ଲେପଟପ ଓ ପ୍ରୋଜେକ୍ଟର ଗୁଡିକ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ: ଗିରଫ ହେଲେ ଜଳସେଚନ ବିଭାଗର କୁବେର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ଚଢ଼ାଉ ବେଳେ ଠାବ ହୋଇଥିଲା ବିପୁଳ ସଂପତ୍ତି

26 Mar 2021 By The Sakala

ଭିମସାରର ୪ଟି ବିଭାଗର ୪୦ରୁ ଉର୍ଦ୍ଧ୍ବ ତାଲା ଭାଙ୍ଗି ଚୋରି

ବୁର୍ଲା : ବୁର୍ଲା ଭୀମସାରରେ ବଡ ଧରଣର ଚୋରି । ଓଡିଶା ଇତିହାସରେ ଏହା ପ୍ରଥମ ଘଟଣା । ମେଡିକାଲ କଲେଜର ୪ଟି ବିଭାଗର ୪୦ରୁ ଉର୍ଦ୍ଧ୍ବ ତାଲା ଭାଙ୍ଗି ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି।  ସେପଟେ ଡ୍ର ଗୁଡିକର ତାଲାକୁ ମିଶାଇ ଶତାଧିକ ତାଲା ହେବ ବୋଲି ଅନୁମାନ କରାଯାଇଛି । ମେଡିକାଲ କତ୍ତୃପକ୍ଷ ଏନେଇ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବୁର୍ଲା ଏସଡିପିଓ, ଥାନା ଅଧିକାରୀ ଆସି ତଦନ୍ତ କରୁଛନ୍ତି । ଭିମସାରର ଏଫଏମଟି, ପାଥେଲୋଜି, ଆନାଟୋମି, ମାଇକ୍ରୋବାଇଲୋଜି ବିଭାଗରୁ ଚୋରି ହୋଇଥିବା ଜଣାପଡିଛି।ଏହି ବିଭାଗରେ ଲାଗିଥିବା ସମସ୍ତ ତାଲା ସବୁ ବାରଣ୍ଡାରେ ପଡିଛି। ତେବେ ମ୍ୟୁଜିୟମରେ ଥିବା ପୁରାତନ ଖଣ୍ଡା ଭୁଜାଲି ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେପଟେ ବିଭିନ୍ନ ବିଭାଗରୁ ଲେପଟପ ଓ ପ୍ରୋଜେକ୍ଟର ଗୁଡିକ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର