ମନୋରଞ୍ଜନ
ସପ୍ତାହାନ୍ତ ସଟଡାଉନରେ କେବଳ ରେଳ ଷ୍ଟେସନ ଓ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେବ ମୋ ବସ୍
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର କଟକଣା ଜାରି କରାଯାଇଛି। ଏପରିକି ଲୋକଙ୍କ ଯାତାୟତ ଉପରେ ମଧ୍ୟ କଟକଣା ରହିଛି। ଆଉ ଏହାକୁ ଦୃଷ୍ଟିରେ ରଖି ନିୟମିତ ରୁଟରେ ଯାଉଥିବା ମୋ ବସ ସେବାକୁ ବନ୍ଦ କରାଯାଇଛି । କେବଳ ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀଙ୍କୁ କଟକ ଓ ଖୋର୍ଦ୍ଧା ଯିବା ପାଇଁ ମୋ ବସ ସେବା ଯୋଗାଇ ଦିଆଯିବ । […]
ଭୁବନେଶ୍ବର: ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର କଟକଣା ଜାରି କରାଯାଇଛି। ଏପରିକି ଲୋକଙ୍କ ଯାତାୟତ ଉପରେ ମଧ୍ୟ କଟକଣା ରହିଛି। ଆଉ ଏହାକୁ ଦୃଷ୍ଟିରେ ରଖି ନିୟମିତ ରୁଟରେ ଯାଉଥିବା ମୋ ବସ ସେବାକୁ ବନ୍ଦ କରାଯାଇଛି । କେବଳ ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀଙ୍କୁ କଟକ ଓ ଖୋର୍ଦ୍ଧା ଯିବା ପାଇଁ ମୋ ବସ ସେବା ଯୋଗାଇ ଦିଆଯିବ । ସେହିଭଳି ବିମାନବନ୍ଦରୁ ରେଳ ଷ୍ଟେସନ ପର୍ଯ୍ଯନ୍ତ ମଧ୍ୟ ବସ ଚଳାଚଳ ଜାରି ରହିବ ବୋଲି କ୍ରୁଟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।