ସାବିତ୍ରୀ ପୂଜା ସାମଗ୍ରୀ ପାଇଁ ‘ମୋ ଭାଇ’ ଆପ୍‍ ଭରସା

The Sakala Picture
Published On

ଭୁବନେଶ୍ୱର: ଆଉ ୨ଦିନ ପରେ ସାବିତ୍ରୀ ବ୍ରତ। ଏଥର ଲକ୍‍ଡାଉନ୍‍ ଯୋଗୁଁ ଦୋକାନବଜାର ପ୍ରାୟ ବନ୍ଦ ରହିଛି। ଏପରିସ୍ଥଳେ ଲୋକଙ୍କ ପାଖରେ ସାବିତ୍ରୀ ପୂଜା ସାମଗ୍ରୀ ପହଞ୍ଚାଇବା ପାଇଁ ‘ମୋ ଭାଇ’ ନାମରେ ଏକ ଆପ୍‍ ଆରମ୍ଭ କରାଯାଇଛି। ଯେକୌଣସି ବ୍ୟକ୍ତି ଚାହିଲେ ଏହି ଆପ୍‍ ଯୋଗେ ଘରକୁ ସାବିତ୍ରୀ ବ୍ରତ ସାମଗ୍ରୀ ତଥା ଫଳମୂଳ ମଗାଇପାରିବେ। ଗୃହ ସଂଗରୋଧରେ ହେଉ ଅବା ଗୃହବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଖରେ ପହଞ୍ଚିବ ସାବିତ୍ରୀ ପୂଜା ସାମଗ୍ରୀ। ଫଳମୂଳଠାରୁ […]

ଭୁବନେଶ୍ୱର: ଆଉ ୨ଦିନ ପରେ ସାବିତ୍ରୀ ବ୍ରତ। ଏଥର ଲକ୍‍ଡାଉନ୍‍ ଯୋଗୁଁ ଦୋକାନବଜାର ପ୍ରାୟ ବନ୍ଦ ରହିଛି। ଏପରିସ୍ଥଳେ ଲୋକଙ୍କ ପାଖରେ ସାବିତ୍ରୀ ପୂଜା ସାମଗ୍ରୀ ପହଞ୍ଚାଇବା ପାଇଁ ‘ମୋ ଭାଇ’ ନାମରେ ଏକ ଆପ୍‍ ଆରମ୍ଭ କରାଯାଇଛି। ଯେକୌଣସି ବ୍ୟକ୍ତି ଚାହିଲେ ଏହି ଆପ୍‍ ଯୋଗେ ଘରକୁ ସାବିତ୍ରୀ ବ୍ରତ ସାମଗ୍ରୀ ତଥା ଫଳମୂଳ ମଗାଇପାରିବେ।

ଆହୁରି ପଢ଼ନ୍ତୁ: ପଟ୍ଟାମୁଣ୍ତାଇରେ ଅଭବାନୀୟ ଘଟଣା: ତରଭୁଜ ଖାଇ ପରିବାରରେ ଜଣେ ମୃତ, ୫ଜଣ ଅସୁସ୍ଥ

ଗୃହ ସଂଗରୋଧରେ ହେଉ ଅବା ଗୃହବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଖରେ ପହଞ୍ଚିବ ସାବିତ୍ରୀ ପୂଜା ସାମଗ୍ରୀ। ଫଳମୂଳଠାରୁ ଆରମ୍ଭ କରି ସିନ୍ଦୂର, ଶଙ୍ଖା, କଳାମାଳି ସବୁକିଛି ଆସି ପହଞ୍ଚିବ। ବ୍ରତ ପାଇଁ ଘରେ ନିଜ ଡେଲିଭରୀ ଭାଇଭାବେ ସାମଗ୍ରୀ ପହଞ୍ଚାଇବର ଦାୟିତ୍ୱ ତୁଲାଇବ। ଏଥିପାଇଁ ୨ଟି ପୁଟୁଳିର ବ୍ୟବସ୍ଥା କରାଯାଇଛି। ପୁଟୁଳି ୧ ଏବଂ ପୁଟୁଳି ୨ର ବ୍ୟବସ୍ଥା କରାଯାଇଛି। ପୁଟୁଳି ୧ରେ ସିନ୍ଦୂର, ଚୁଡ଼ି, ଶଙ୍ଖା, ଅଳତା, ଶାଗୁ ୫ଶହ ଗ୍ରାମ, ମିଶ୍ରି ୫ଶହ ଗ୍ରାମ, ଆଇନା, ନଡ଼ିଆ, ସେଓ, ସପୁରି, ଆମ୍ବ ୧କେଜି, କଦଳୀ ୬ଟା, ଖଜରା, ବିନ୍ଦି, ସାବିତ୍ରୀ ବହିର ଦାମ୍‍ ୫ଶହ ଟଙ୍କା ରହିଛି। ସେହିପରି ପୁଟୁଳି-୨ର ଦାମ୍‍ ହଜାରେ ଟଙ୍କା ରହିଛି। ମହାମାରୀ କରୋନା ସଂକ୍ରମଣର ଚେନ୍‍ ଭାଙ୍ଗିବା ପାଇଁ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ରଜ ସାବିତ୍ରୀ ପାଇଁ ହାଟ ବଜାରରେ ଭିଡ଼ କରି କରୋନାକୁ ଘରକୁ ନ ନେବାକୁ ସଚେତନ କରିଛନ୍ତି। ଆଉ ଏହି ସମୟରେ ଏହି ଆପ୍‍ ହିଁ ସାବିତ୍ରୀଙ୍କ ପାଇଁ ଭରସା ପାଲଟିଛି। ଏଥିପାଇଁ ୮ତାରିଖ ପୂର୍ବରୁ ହ୍ୱାଟସ୍‍ ଆପ୍‍ ମାଧ୍ୟମରେ ଅର୍ଡର କରିବାର ବ୍ୟବସ୍ଥା ରହିଛି। ରାଜଧାନୀବାସୀଙ୍କ ପାଇଁ ଅର୍ଡର କଲେ ଘରକୁ ସାବିତ୍ରୀ ପୁଟୁଳି ନେଇକି ଆସିବାର ବ୍ୟବସ୍ଥା କରିବ।

ଆହୁରି ପଢ଼ନ୍ତୁ: ଦିନ ଦ୍ଵିପ୍ରହରେ ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା

08 Jun 2021 By The Sakala

ସାବିତ୍ରୀ ପୂଜା ସାମଗ୍ରୀ ପାଇଁ ‘ମୋ ଭାଇ’ ଆପ୍‍ ଭରସା

ଭୁବନେଶ୍ୱର: ଆଉ ୨ଦିନ ପରେ ସାବିତ୍ରୀ ବ୍ରତ। ଏଥର ଲକ୍‍ଡାଉନ୍‍ ଯୋଗୁଁ ଦୋକାନବଜାର ପ୍ରାୟ ବନ୍ଦ ରହିଛି। ଏପରିସ୍ଥଳେ ଲୋକଙ୍କ ପାଖରେ ସାବିତ୍ରୀ ପୂଜା ସାମଗ୍ରୀ ପହଞ୍ଚାଇବା ପାଇଁ ‘ମୋ ଭାଇ’ ନାମରେ ଏକ ଆପ୍‍ ଆରମ୍ଭ କରାଯାଇଛି। ଯେକୌଣସି ବ୍ୟକ୍ତି ଚାହିଲେ ଏହି ଆପ୍‍ ଯୋଗେ ଘରକୁ ସାବିତ୍ରୀ ବ୍ରତ ସାମଗ୍ରୀ ତଥା ଫଳମୂଳ ମଗାଇପାରିବେ।

ଗୃହ ସଂଗରୋଧରେ ହେଉ ଅବା ଗୃହବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଖରେ ପହଞ୍ଚିବ ସାବିତ୍ରୀ ପୂଜା ସାମଗ୍ରୀ। ଫଳମୂଳଠାରୁ ଆରମ୍ଭ କରି ସିନ୍ଦୂର, ଶଙ୍ଖା, କଳାମାଳି ସବୁକିଛି ଆସି ପହଞ୍ଚିବ। ବ୍ରତ ପାଇଁ ଘରେ ନିଜ ଡେଲିଭରୀ ଭାଇଭାବେ ସାମଗ୍ରୀ ପହଞ୍ଚାଇବର ଦାୟିତ୍ୱ ତୁଲାଇବ। ଏଥିପାଇଁ ୨ଟି ପୁଟୁଳିର ବ୍ୟବସ୍ଥା କରାଯାଇଛି। ପୁଟୁଳି ୧ ଏବଂ ପୁଟୁଳି ୨ର ବ୍ୟବସ୍ଥା କରାଯାଇଛି। ପୁଟୁଳି ୧ରେ ସିନ୍ଦୂର, ଚୁଡ଼ି, ଶଙ୍ଖା, ଅଳତା, ଶାଗୁ ୫ଶହ ଗ୍ରାମ, ମିଶ୍ରି ୫ଶହ ଗ୍ରାମ, ଆଇନା, ନଡ଼ିଆ, ସେଓ, ସପୁରି, ଆମ୍ବ ୧କେଜି, କଦଳୀ ୬ଟା, ଖଜରା, ବିନ୍ଦି, ସାବିତ୍ରୀ ବହିର ଦାମ୍‍ ୫ଶହ ଟଙ୍କା ରହିଛି। ସେହିପରି ପୁଟୁଳି-୨ର ଦାମ୍‍ ହଜାରେ ଟଙ୍କା ରହିଛି। ମହାମାରୀ କରୋନା ସଂକ୍ରମଣର ଚେନ୍‍ ଭାଙ୍ଗିବା ପାଇଁ ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ରଜ ସାବିତ୍ରୀ ପାଇଁ ହାଟ ବଜାରରେ ଭିଡ଼ କରି କରୋନାକୁ ଘରକୁ ନ ନେବାକୁ ସଚେତନ କରିଛନ୍ତି। ଆଉ ଏହି ସମୟରେ ଏହି ଆପ୍‍ ହିଁ ସାବିତ୍ରୀଙ୍କ ପାଇଁ ଭରସା ପାଲଟିଛି। ଏଥିପାଇଁ ୮ତାରିଖ ପୂର୍ବରୁ ହ୍ୱାଟସ୍‍ ଆପ୍‍ ମାଧ୍ୟମରେ ଅର୍ଡର କରିବାର ବ୍ୟବସ୍ଥା ରହିଛି। ରାଜଧାନୀବାସୀଙ୍କ ପାଇଁ ଅର୍ଡର କଲେ ଘରକୁ ସାବିତ୍ରୀ ପୁଟୁଳି ନେଇକି ଆସିବାର ବ୍ୟବସ୍ଥା କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର