ଏପ୍ରିଲ୍ ୧୫ରେ ଚିଲିକା ବୁଲିଯିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି

The Sakala Picture
Published On

ଭୁବନେଶ୍ଵର: ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ଏଥିପାଇଁ ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ସମସ୍ତେ ବୁଲିବାକୁ ଯିବେ । ତେଣୁ ୬ ତାରିଖ ସୁଦ୍ଧା ସମସ୍ତ ଇଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁଯାୟୀ, ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ୧୫ ତାରିଖ ସକାଳ ୭ଟାରେ ବିଧାନସଭାରେ ପହଞ୍ଚିବେ। ସକାଳ ଭୋଜନ କରିବା ପରେ […]

ଭୁବନେଶ୍ଵର: ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ଏଥିପାଇଁ ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ସମସ୍ତେ ବୁଲିବାକୁ ଯିବେ । ତେଣୁ ୬ ତାରିଖ ସୁଦ୍ଧା ସମସ୍ତ ଇଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ସୂଚନା ଅନୁଯାୟୀ, ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ୧୫ ତାରିଖ ସକାଳ ୭ଟାରେ ବିଧାନସଭାରେ ପହଞ୍ଚିବେ। ସକାଳ ଭୋଜନ କରିବା ପରେ ସମସ୍ତେ ଆଇଏନଏସ୍ ଯିବେ ଓ କାଳିଜାଇ ବୁଲିବେ। ଆଇଏନଏସ୍ ଚିଲିକାରେ କେମିତି ଯୁଦ୍ଧ ହେଉଛି ଦେଖିବେ। ଏହାପରେ ସନ୍ଧ୍ୟା ୬ ଟାରେ ଫେରିବେ । ଏନେଇ ବିଧାନସଭାରେ ବାଚସ୍ପତି ଘୋଷଣା କରିଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

31 Mar 2022 By The Sakala

ଏପ୍ରିଲ୍ ୧୫ରେ ଚିଲିକା ବୁଲିଯିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି

ଭୁବନେଶ୍ଵର: ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି। ଏଥିପାଇଁ ବିଧାନସଭା ପକ୍ଷରୁ ସମସ୍ତଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା ଏପ୍ରିଲ୍ ୧୫ ତାରିଖରେ ସମସ୍ତେ ବୁଲିବାକୁ ଯିବେ । ତେଣୁ ୬ ତାରିଖ ସୁଦ୍ଧା ସମସ୍ତ ଇଛୁକ ମନ୍ତ୍ରୀ ଓ ବିଧାୟକ ବିଧାନସଭା ସଚିବାଳୟକୁ ଅବଗତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ୧୫ ତାରିଖ ସକାଳ ୭ଟାରେ ବିଧାନସଭାରେ ପହଞ୍ଚିବେ। ସକାଳ ଭୋଜନ କରିବା ପରେ ସମସ୍ତେ ଆଇଏନଏସ୍ ଯିବେ ଓ କାଳିଜାଇ ବୁଲିବେ। ଆଇଏନଏସ୍ ଚିଲିକାରେ କେମିତି ଯୁଦ୍ଧ ହେଉଛି ଦେଖିବେ। ଏହାପରେ ସନ୍ଧ୍ୟା ୬ ଟାରେ ଫେରିବେ । ଏନେଇ ବିଧାନସଭାରେ ବାଚସ୍ପତି ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର