ଫଟୋ ଉଠାଇବା ହେଲା କାଳ, ଗୋଡ଼ ଖସି ଡ୍ୟାମ ପାଣିରେ ଚାଲିଗଲା ଜୀବନ

The Sakala Picture
Published On

ଔପଦା: ଫଟୋ ଉଠାଇବା ହେଲା କାଳ । ଡ୍ୟାମରେ ଭାସିଗଲେ ଜଣେ ନାବାଳକ । ଭଦ୍ରକ ଜିଲ୍ଲା କାଉପୁର ଉଳାଙ୍ଗ ଗ୍ରାମରେ ମଙ୍ଗଳା ଜେନା ଙ୍କର ୧୬ ବର୍ଷୀୟ ନାବାଳକ ସେହି ଗ୍ରାମର ଗ୍ରାମ ର ୨ ଜଣ ସାଙ୍ଗ ସହିତ ଅପରାହ୍ନ ୩ ଘଟିକା ସମୟରେ ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ଫତେପୁର ପଞ୍ଚାୟତର ଷୋଳ ଭଉଣୀ ଡ୍ୟାମରେ ଗାଧୋଇବା ସହିତ ଫଟୋ ଉତ୍ତୋଳନ କରିବା ସମୟରେ ଗୋଡ଼ ଖସିଯାଇଥିଲା । ଫଳରେ ପାଣି ପ୍ରଖର […]

ଔପଦା: ଫଟୋ ଉଠାଇବା ହେଲା କାଳ । ଡ୍ୟାମରେ ଭାସିଗଲେ ଜଣେ ନାବାଳକ । ଭଦ୍ରକ ଜିଲ୍ଲା କାଉପୁର ଉଳାଙ୍ଗ ଗ୍ରାମରେ ମଙ୍ଗଳା ଜେନା ଙ୍କର ୧୬ ବର୍ଷୀୟ ନାବାଳକ ସେହି ଗ୍ରାମର ଗ୍ରାମ ର ୨ ଜଣ ସାଙ୍ଗ ସହିତ ଅପରାହ୍ନ ୩ ଘଟିକା ସମୟରେ ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ଫତେପୁର ପଞ୍ଚାୟତର ଷୋଳ ଭଉଣୀ ଡ୍ୟାମରେ ଗାଧୋଇବା ସହିତ ଫଟୋ ଉତ୍ତୋଳନ କରିବା ସମୟରେ ଗୋଡ଼ ଖସିଯାଇଥିଲା । ଫଳରେ ପାଣି ପ୍ରଖର ଶ୍ରୋତରେ ନାବାଳକ ଜଣକ ଭାସି ଯାଇଥିଲେ । ସାଙ୍ଗ ମାନେ ଚିତ୍କାର କରିବାରୁ ପାଖରେ ମାଛ ଧରୁଥିବା ଧୀବର ମାନେ ପହଁଚି ଏହି ନାବାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବ୍ୟକ୍ତିଗତ ଗାଡ଼ିରେ ନାବାଳକଙ୍କୁ ଖଇରା ମେଡ଼ିକାଲକୁ ଆଣିଥିଲେ ।ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବରପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆହୁରି ପଢ଼ନ୍ତୁ: ୧୦ କୋଟିର ସୁନା ଲୁଟ୍‌ ମାମଲା: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲା କର୍ଣ୍ଣାଟକ ପୋଲିସ

08 Jul 2021 By The Sakala

ଫଟୋ ଉଠାଇବା ହେଲା କାଳ, ଗୋଡ଼ ଖସି ଡ୍ୟାମ ପାଣିରେ ଚାଲିଗଲା ଜୀବନ

ଔପଦା: ଫଟୋ ଉଠାଇବା ହେଲା କାଳ । ଡ୍ୟାମରେ ଭାସିଗଲେ ଜଣେ ନାବାଳକ । ଭଦ୍ରକ ଜିଲ୍ଲା କାଉପୁର ଉଳାଙ୍ଗ ଗ୍ରାମରେ ମଙ୍ଗଳା ଜେନା ଙ୍କର ୧୬ ବର୍ଷୀୟ ନାବାଳକ ସେହି ଗ୍ରାମର ଗ୍ରାମ ର ୨ ଜଣ ସାଙ୍ଗ ସହିତ ଅପରାହ୍ନ ୩ ଘଟିକା ସମୟରେ ବାଲେଶ୍ଵର ଜିଲ୍ଲା ଔପଦା ବ୍ଳକ ଫତେପୁର ପଞ୍ଚାୟତର ଷୋଳ ଭଉଣୀ ଡ୍ୟାମରେ ଗାଧୋଇବା ସହିତ ଫଟୋ ଉତ୍ତୋଳନ କରିବା ସମୟରେ ଗୋଡ଼ ଖସିଯାଇଥିଲା । ଫଳରେ ପାଣି ପ୍ରଖର ଶ୍ରୋତରେ ନାବାଳକ ଜଣକ ଭାସି ଯାଇଥିଲେ । ସାଙ୍ଗ ମାନେ ଚିତ୍କାର କରିବାରୁ ପାଖରେ ମାଛ ଧରୁଥିବା ଧୀବର ମାନେ ପହଁଚି ଏହି ନାବାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ବ୍ୟକ୍ତିଗତ ଗାଡ଼ିରେ ନାବାଳକଙ୍କୁ ଖଇରା ମେଡ଼ିକାଲକୁ ଆଣିଥିଲେ ।ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବରପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର