କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ, ଆମ୍ବୁଲାନ୍ସ ଡ୍ରାଇଭର ସାଜି ରୋଗୀଙ୍କୁ ନେଲେ ଡାକ୍ତରଖାନା

The Sakala Picture
Published On

ସୋହେଲା: କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ନିଜ ଜୀବନକୁ ବାଜି ଲାଗାଇ ଆମ୍ବୁଲାନ୍ସ ଡ୍ରାଇଭର ସାଜି କରୋନା ରୋଗୀଙ୍କୁ ଡାକ୍ତରଖାନା ନେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ । ସୂଚନା ଅନୁଯାୟୀ, ସୋହେଲା ବ୍ଲକ ତବଡା ଗାଁର ଜଣେ ଯୁବକ ଅନ୍ତର୍ଯ୍ୟାମୀ ମଟାରୀଙ୍କୁ ସୋହେଲା ଡାକ୍ତରଖାନାକୁ ଆଣି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ଶ୍ରମ ମନ୍ତ୍ରୀ। ଗତବର୍ଷ ମଧ୍ୟ ଶ୍ରମମନ୍ତ୍ରୀ ଅନ୍ୟ ରାଜ୍ୟରୁ ନିଜ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ନିଜେ ଗାଡ଼ି […]

ସୋହେଲା: କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ନିଜ ଜୀବନକୁ ବାଜି ଲାଗାଇ ଆମ୍ବୁଲାନ୍ସ ଡ୍ରାଇଭର ସାଜି କରୋନା ରୋଗୀଙ୍କୁ ଡାକ୍ତରଖାନା ନେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

ସୂଚନା ଅନୁଯାୟୀ, ସୋହେଲା ବ୍ଲକ ତବଡା ଗାଁର ଜଣେ ଯୁବକ ଅନ୍ତର୍ଯ୍ୟାମୀ ମଟାରୀଙ୍କୁ ସୋହେଲା ଡାକ୍ତରଖାନାକୁ ଆଣି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ଶ୍ରମ ମନ୍ତ୍ରୀ। ଗତବର୍ଷ ମଧ୍ୟ ଶ୍ରମମନ୍ତ୍ରୀ ଅନ୍ୟ ରାଜ୍ୟରୁ ନିଜ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ନିଜେ ଗାଡ଼ି ଚଳାଇ ବୌଦ୍ଧ ଅଞ୍ଚଳକୁ ନେଇ ଛାଡ଼ିଥିଲେ । ଯାହା କି ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ମଧ୍ୟ ସେ ଏକ ନିଆରା କାମ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଆହୁରି ପଢ଼ନ୍ତୁ: ଜେଏସଡବ୍ଲୁ ପ୍ଲାଣ୍ଟର ପୁନଃ ଶିଳାନ୍ୟାସ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ: ବିଜେଡି

01 May 2021 By The Sakala

କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ, ଆମ୍ବୁଲାନ୍ସ ଡ୍ରାଇଭର ସାଜି ରୋଗୀଙ୍କୁ ନେଲେ ଡାକ୍ତରଖାନା

ସୋହେଲା: କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ମନ୍ତ୍ରୀ ସୁଶାନ୍ତ ସିଂହ । ନିଜ ଜୀବନକୁ ବାଜି ଲାଗାଇ ଆମ୍ବୁଲାନ୍ସ ଡ୍ରାଇଭର ସାଜି କରୋନା ରୋଗୀଙ୍କୁ ଡାକ୍ତରଖାନା ନେଲେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ।

ସୂଚନା ଅନୁଯାୟୀ, ସୋହେଲା ବ୍ଲକ ତବଡା ଗାଁର ଜଣେ ଯୁବକ ଅନ୍ତର୍ଯ୍ୟାମୀ ମଟାରୀଙ୍କୁ ସୋହେଲା ଡାକ୍ତରଖାନାକୁ ଆଣି ଚିକିତ୍ସା ବ୍ୟବସ୍ଥା କରିଛନ୍ତି ଶ୍ରମ ମନ୍ତ୍ରୀ। ଗତବର୍ଷ ମଧ୍ୟ ଶ୍ରମମନ୍ତ୍ରୀ ଅନ୍ୟ ରାଜ୍ୟରୁ ନିଜ ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ନିଜେ ଗାଡ଼ି ଚଳାଇ ବୌଦ୍ଧ ଅଞ୍ଚଳକୁ ନେଇ ଛାଡ଼ିଥିଲେ । ଯାହା କି ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଜି ମଧ୍ୟ ସେ ଏକ ନିଆରା କାମ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର