ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ ଲୁଟେରା

The Sakala Picture
Published On

ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ସଟର ତାଡି ୨ଜଣ ଦୁର୍ବୁତ ଲୁଟ୍ କରିଥିବା ଜଣାପଡିଛି । ସୁନାଚୁଡ଼ି, ମଙ୍ଗଳସୂତ୍ର, ମୁଦି, କାନଫୁଲ ଓ ଅନେକ ରୁପା ଅଳଙ୍କାର ପରି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ସୂଚନା ଦେଇଛନ୍ତି ଅଳଙ୍କାର ଦୋକାନ ର ମାଲିକ ଶ୍ୟାମ ସୁନ୍ଦର ପଟ୍ଟନାୟକ । ଲକଡାଉନ କଟକଣା ଯୋଗୁ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହୁଥିବା […]

ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ସଟର ତାଡି ୨ଜଣ ଦୁର୍ବୁତ ଲୁଟ୍ କରିଥିବା ଜଣାପଡିଛି । ସୁନାଚୁଡ଼ି, ମଙ୍ଗଳସୂତ୍ର, ମୁଦି, କାନଫୁଲ ଓ ଅନେକ ରୁପା ଅଳଙ୍କାର ପରି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ସୂଚନା ଦେଇଛନ୍ତି ଅଳଙ୍କାର ଦୋକାନ ର ମାଲିକ ଶ୍ୟାମ ସୁନ୍ଦର ପଟ୍ଟନାୟକ । ଲକଡାଉନ କଟକଣା ଯୋଗୁ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହୁଥିବା ଏବଂ ପୋଲିସ ପାଟ୍ରୋଲିଂ ଢିଲା କାରଣରୁ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଦୋକାନର ସଟର ତାଡ଼ି ଲୁଟ କରିଛନ୍ତି । ତେବେ ଲୁଟ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ସଦର ଏସ୍ଡିପିଓ ସୁସିଲ କୁମାର ମିଶ୍ର, ଆଦର୍ଶଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ଏବଂ ପୋଲିସର ଏକ ଟିମ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି ଦୋକାନ ମାଲିକଙ୍କୁ ପଚରାଉଚରା କରିବା ସହିତ ସିସିଟିଭି ଡିଭିଆରକୁ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ‘ଇଣ୍ଡିଆ’ ମେଣ୍ଟ ବୈଠକରେ ବିଜେଡି ସଂସଦୀୟ ଦଳ ନେତା; ଜାତୀୟ ରାଜନୀତିରେ ବିଜେଡି ଚର୍ଚ୍ଚା

07 Jul 2021 By The Sakala

ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଗହଣା ଲୁଟିନେଲେ ଲୁଟେରା

ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ପତିତପାବନ ଛକ ନିକଟରେ ଥିବା ଏକ ସୁନା ଅଳଙ୍କାର ଦୋକାନରୁ ସଟର ତାଡି ୨ଜଣ ଦୁର୍ବୁତ ଲୁଟ୍ କରିଥିବା ଜଣାପଡିଛି । ସୁନାଚୁଡ଼ି, ମଙ୍ଗଳସୂତ୍ର, ମୁଦି, କାନଫୁଲ ଓ ଅନେକ ରୁପା ଅଳଙ୍କାର ପରି ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା ସୂଚନା ଦେଇଛନ୍ତି ଅଳଙ୍କାର ଦୋକାନ ର ମାଲିକ ଶ୍ୟାମ ସୁନ୍ଦର ପଟ୍ଟନାୟକ । ଲକଡାଉନ କଟକଣା ଯୋଗୁ ଦିନ ୨ଟା ପରେ ଦୋକାନ ବଜାର ବନ୍ଦ ରହୁଥିବା ଏବଂ ପୋଲିସ ପାଟ୍ରୋଲିଂ ଢିଲା କାରଣରୁ ଦୁର୍ବୃତ୍ତମାନେ ଏହାର ସୁଯୋଗ ନେଇ ଦୋକାନର ସଟର ତାଡ଼ି ଲୁଟ କରିଛନ୍ତି । ତେବେ ଲୁଟ ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ସଦର ଏସ୍ଡିପିଓ ସୁସିଲ କୁମାର ମିଶ୍ର, ଆଦର୍ଶଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ଏବଂ ପୋଲିସର ଏକ ଟିମ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି ଦୋକାନ ମାଲିକଙ୍କୁ ପଚରାଉଚରା କରିବା ସହିତ ସିସିଟିଭି ଡିଭିଆରକୁ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର