ବିଲ କାମସାରି ଗାଧୋଇବା ବେଳେ ପୋଖରୀରେ ବୁଡି ୨ଜଣଙ୍କର ମୃତ୍ୟୁ
ଗୋପବନ୍ଧୁନଗର:ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗାଡିଆ ପଞ୍ଚାୟତର ଡବକ ଗ୍ରାମ ନିକଟରେ ଦୁଇ ଜଣଙ୍କର ପୋଖରୀରେ ବୁଡି ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ମାନେ ହେଲେ ଡବକ ଗ୍ରାମ ନୂଆ ଖଡିଆସାହିର ପଞ୍ଚୁ ଖଣ୍ଡା ପାତ୍ର(୫୦) ଓ ନଖିଆ ଦେହୁରୀ(୨୪)। ସୋମବାର ଉଭୟ ବିଲ କାମ ସାରି ଅପରାହ୍ଣ ସମୟରେ ନିକଟସ୍ଥ ହାତୀ ଗଡ଼ିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ସେମାନେ ପାଣିରେ ଭାସୁଥିବା ଦେଖି ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିବା ସହ ବାରିପଦା […]
ଗୋପବନ୍ଧୁନଗର:ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗାଡିଆ ପଞ୍ଚାୟତର ଡବକ ଗ୍ରାମ ନିକଟରେ ଦୁଇ ଜଣଙ୍କର ପୋଖରୀରେ ବୁଡି ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ମାନେ ହେଲେ ଡବକ ଗ୍ରାମ ନୂଆ ଖଡିଆସାହିର ପଞ୍ଚୁ ଖଣ୍ଡା ପାତ୍ର(୫୦) ଓ ନଖିଆ ଦେହୁରୀ(୨୪)। ସୋମବାର ଉଭୟ ବିଲ କାମ ସାରି ଅପରାହ୍ଣ ସମୟରେ ନିକଟସ୍ଥ ହାତୀ ଗଡ଼ିଆ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ସେମାନେ ପାଣିରେ ଭାସୁଥିବା ଦେଖି ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରିବା ସହ ବାରିପଦା ପିଆରଏମ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିବା ବେଳେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରଥିଲେ।