ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି: ଖୋଲିଲା କାଳ ଡ୍ଯାମର ଗେଟ୍

The Sakala Picture
Published On

କପ୍ତିପଦ: ଶିମିଳିପାଳ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା। ଯାହାଫଳରେ ନଦୀର ଜଳସ୍ତର ବଢିରେ ଲାଗିଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଲାଗି ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି। ତେବେ ଡ୍ୟାମରେ ଜଳ ଧାରଣ କ୍ଷମତା ଅଧିକ ରହିଥିବା ବେଳେ ୭୭ ମିଟର ବିପଦ ସଙ୍କେତ ରହିଛି। ଏବେ ଡ୍ୟାମରେ ଜଳସ୍ତର ୭୫ ମିଟର ଛୁଇଁଛି। ଏହାକୁ ନଜରରେ ରଖି ଡ୍ୟାମର […]

କପ୍ତିପଦ: ଶିମିଳିପାଳ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା। ଯାହାଫଳରେ ନଦୀର ଜଳସ୍ତର ବଢିରେ ଲାଗିଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଲାଗି ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି।

ଆହୁରି ପଢ଼ନ୍ତୁ: ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶତାଧିକ ଅନ୍ତେବାସୀ ଅସୁସ୍ଥ ହେବା ଘଟଣା: ୫ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ତେବେ ଡ୍ୟାମରେ ଜଳ ଧାରଣ କ୍ଷମତା ଅଧିକ ରହିଥିବା ବେଳେ ୭୭ ମିଟର ବିପଦ ସଙ୍କେତ ରହିଛି। ଏବେ ଡ୍ୟାମରେ ଜଳସ୍ତର ୭୫ ମିଟର ଛୁଇଁଛି। ଏହାକୁ ନଜରରେ ରଖି ଡ୍ୟାମର ଗୋଟିଏ ଗେଟ ଏକ ମିଟର ପର୍ଯ୍ଯନ୍ତ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଡ୍ୟାମର ସ୍ଥିତି ଦେଖି ଅନ୍ୟ ଗେଟ ଖୋଲାଯିବ ବୋଲି ଜଣାଯାଇଛି।

11 Sep 2022 By The Sakala

ଶିମିଳିପାଳ ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି: ଖୋଲିଲା କାଳ ଡ୍ଯାମର ଗେଟ୍

କପ୍ତିପଦ: ଶିମିଳିପାଳ ଉପର ମୁଣ୍ଡରେ ଜାରି ରହିଛି ଲଗାଣ ବର୍ଷା। ଯାହାଫଳରେ ନଦୀର ଜଳସ୍ତର ବଢିରେ ଲାଗିଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନରେ ଥିବା କାଳ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହାଲାଗି ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ଗେଟ ଖୋଲିଛନ୍ତି।

ତେବେ ଡ୍ୟାମରେ ଜଳ ଧାରଣ କ୍ଷମତା ଅଧିକ ରହିଥିବା ବେଳେ ୭୭ ମିଟର ବିପଦ ସଙ୍କେତ ରହିଛି। ଏବେ ଡ୍ୟାମରେ ଜଳସ୍ତର ୭୫ ମିଟର ଛୁଇଁଛି। ଏହାକୁ ନଜରରେ ରଖି ଡ୍ୟାମର ଗୋଟିଏ ଗେଟ ଏକ ମିଟର ପର୍ଯ୍ଯନ୍ତ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ୬୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ତେବେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଡ୍ୟାମର ସ୍ଥିତି ଦେଖି ଅନ୍ୟ ଗେଟ ଖୋଲାଯିବ ବୋଲି ଜଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର