ନିଷ୍ଠୁର ବାପା, ନିଜ ଗର୍ଭବତୀ ଝିଅକୁ ଗୋଇଠା ମାରି କଲା ହତ୍ୟା

The Sakala Picture
Published On

କପ୍ତିପଦା: ନିଷ୍ଠୁର ସାଜି ନିଜ ଝିଅକୁ ଗୋଇଠା ମାରି ହତ୍ୟା କଲା ବାପା। ଭୁଲିଗଲା ଝିଅ ପ୍ରତି ଥିବା ସ୍ନେହ ଓ ଭଲପାଇବା। ସ୍ୱାମୀ ମୃତ୍ୟୁର ଏକ ବର୍ଷ ପରେ ଝିଅ ଗର୍ଭବତୀ ଥିବା ଜାଣି ଝିଅ ପେଟକୁ ଗୋଇଠା ମାରି ହତ୍ୟା କରିବାକୁ ବି ପଛାଇଲାନି। ଏହିପରି ଏକ ଉନ୍ମୁକ୍ତ କାଣ୍ଡ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ପଥରଖଣି ଗ୍ରାମରେ ଘଟିଯାଇଛି। ସୂଚନା ଅନୁଯାୟୀ,ଉକ୍ତ ଗ୍ରାମର ଜିଠୁ ଟୁଡୁ ତାଙ୍କ ଝିଅ ସାକର ଟୁଡୁକୁ […]

କପ୍ତିପଦା: ନିଷ୍ଠୁର ସାଜି ନିଜ ଝିଅକୁ ଗୋଇଠା ମାରି ହତ୍ୟା କଲା ବାପା। ଭୁଲିଗଲା ଝିଅ ପ୍ରତି ଥିବା ସ୍ନେହ ଓ ଭଲପାଇବା। ସ୍ୱାମୀ ମୃତ୍ୟୁର ଏକ ବର୍ଷ ପରେ ଝିଅ ଗର୍ଭବତୀ ଥିବା ଜାଣି ଝିଅ ପେଟକୁ ଗୋଇଠା ମାରି ହତ୍ୟା କରିବାକୁ ବି ପଛାଇଲାନି। ଏହିପରି ଏକ ଉନ୍ମୁକ୍ତ କାଣ୍ଡ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ପଥରଖଣି ଗ୍ରାମରେ ଘଟିଯାଇଛି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ସୂଚନା ଅନୁଯାୟୀ,ଉକ୍ତ ଗ୍ରାମର ଜିଠୁ ଟୁଡୁ ତାଙ୍କ ଝିଅ ସାକର ଟୁଡୁକୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୩ବର୍ଷର ଝିଅଟିଏ ରହିଛି। ହେଲେ ସାକରଙ୍କ ସ୍ୱାମୀ ମଙ୍ଗଲ ମୁର୍ମୁଙ୍କର ଏକ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସାକର ଆସି ନିଜ ବାପଘରେ ରହୁଥିଲେ। ସାକର ୫ ମାସର ଗର୍ଭବତୀ ଥିବା ତାଙ୍କ ବାପା ଜାଣିବାକୁ ପାଇଥିଲେ। ଗର୍ଭବତୀ ହେବା ବାବଦରେ ସେ ସାକରଙ୍କୁ ପଚାରିଥିଲେ। ପରେ ଉତକ୍ଷିପ୍ତ ହୋଇ ଗର୍ଭବତୀ ସାକର ପେଟକୁ ଗୋଇଠା ମାରିଥିଲେ। ତତସହିତ ବାଡ଼ିରେ ବାଡେଇଥିଲେ, ଯେଉଁଥିରେ ସାକର ଗୁରୁତର ହୋଇଥିଲେ। ଝିଅର ଚରିତ୍ରକୁ ସନ୍ଦେହ କରି ବାପା ଏହି ନାରକୀୟ କାଣ୍ଡ ଭିଆଇଥିବା ବେଳେ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ଏ ନେଇ ସ୍ଥାନୀୟ କପ୍ତିପଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ଗିରଫ କରିଛି। ପୁଲିସ ଏହାକୁ ନେଇ ଥାନାରେ ମାମଲା ରୁଜୁ କରିବା ସହ ମୃତ୍ୟଦେହ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଛି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

29 Oct 2023 By The Sakala

ନିଷ୍ଠୁର ବାପା, ନିଜ ଗର୍ଭବତୀ ଝିଅକୁ ଗୋଇଠା ମାରି କଲା ହତ୍ୟା

କପ୍ତିପଦା: ନିଷ୍ଠୁର ସାଜି ନିଜ ଝିଅକୁ ଗୋଇଠା ମାରି ହତ୍ୟା କଲା ବାପା। ଭୁଲିଗଲା ଝିଅ ପ୍ରତି ଥିବା ସ୍ନେହ ଓ ଭଲପାଇବା। ସ୍ୱାମୀ ମୃତ୍ୟୁର ଏକ ବର୍ଷ ପରେ ଝିଅ ଗର୍ଭବତୀ ଥିବା ଜାଣି ଝିଅ ପେଟକୁ ଗୋଇଠା ମାରି ହତ୍ୟା କରିବାକୁ ବି ପଛାଇଲାନି। ଏହିପରି ଏକ ଉନ୍ମୁକ୍ତ କାଣ୍ଡ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ପଥରଖଣି ଗ୍ରାମରେ ଘଟିଯାଇଛି।

ସୂଚନା ଅନୁଯାୟୀ,ଉକ୍ତ ଗ୍ରାମର ଜିଠୁ ଟୁଡୁ ତାଙ୍କ ଝିଅ ସାକର ଟୁଡୁକୁ ବିବାହ କରିଥିଲେ। ତାଙ୍କର ଗୋଟିଏ ୩ବର୍ଷର ଝିଅଟିଏ ରହିଛି। ହେଲେ ସାକରଙ୍କ ସ୍ୱାମୀ ମଙ୍ଗଲ ମୁର୍ମୁଙ୍କର ଏକ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଛି। ସ୍ୱାମୀଙ୍କ ମୃତ୍ୟୁ ପରେ ସାକର ଆସି ନିଜ ବାପଘରେ ରହୁଥିଲେ। ସାକର ୫ ମାସର ଗର୍ଭବତୀ ଥିବା ତାଙ୍କ ବାପା ଜାଣିବାକୁ ପାଇଥିଲେ। ଗର୍ଭବତୀ ହେବା ବାବଦରେ ସେ ସାକରଙ୍କୁ ପଚାରିଥିଲେ। ପରେ ଉତକ୍ଷିପ୍ତ ହୋଇ ଗର୍ଭବତୀ ସାକର ପେଟକୁ ଗୋଇଠା ମାରିଥିଲେ। ତତସହିତ ବାଡ଼ିରେ ବାଡେଇଥିଲେ, ଯେଉଁଥିରେ ସାକର ଗୁରୁତର ହୋଇଥିଲେ। ଝିଅର ଚରିତ୍ରକୁ ସନ୍ଦେହ କରି ବାପା ଏହି ନାରକୀୟ କାଣ୍ଡ ଭିଆଇଥିବା ବେଳେ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରିଥିଲା। ଏ ନେଇ ସ୍ଥାନୀୟ କପ୍ତିପଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବାପା ଜିଠୁ ଟୁଡୁକୁ ଗିରଫ କରିଛି। ପୁଲିସ ଏହାକୁ ନେଇ ଥାନାରେ ମାମଲା ରୁଜୁ କରିବା ସହ ମୃତ୍ୟଦେହ ଉଦ୍ଧାର କରି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର