ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ୍ ଚକତଳେ ଚାପିହୋଇ ବାଇକ ଚାଳକଙ୍କ ମୃତ୍ୟୁ

The Sakala Picture
Published On

ବାରିପଦା: ବାଇକ ଚାଳକକୁ ଚକାତଳେ ଚାପିଦେଲା ଟ୍ରକ୍ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପାଇକପଡ଼ା ଗାଁକୁ ଆଜି ଏକ ଓଡି ୦୧ ଏକ୍ସ ୩୨୫୧ ନମ୍ବର ବିଶିଷ୍ଟ ଟ୍ରକ ଧାନ ଆଣିବାକୁ ଯାଉଥିବାବେଳେ ବିକର୍ତ୍ତନ ବାସଙ୍ଗ ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ କୌଣସି ଏକ କାମରେ ବିପରୀତ ଦିଗରୁ ଆସୁଥିଲେ। ତେବେ ହଠାତ୍ ବାଇକ ଆରୋହୀ ଜଣକ ଟ୍ରକ ପଛ ଚକାତଳେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ବଡସାହି […]

ବାରିପଦା: ବାଇକ ଚାଳକକୁ ଚକାତଳେ ଚାପିଦେଲା ଟ୍ରକ୍ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପାଇକପଡ଼ା ଗାଁକୁ ଆଜି ଏକ ଓଡି ୦୧ ଏକ୍ସ ୩୨୫୧ ନମ୍ବର ବିଶିଷ୍ଟ ଟ୍ରକ ଧାନ ଆଣିବାକୁ ଯାଉଥିବାବେଳେ ବିକର୍ତ୍ତନ ବାସଙ୍ଗ ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ କୌଣସି ଏକ କାମରେ ବିପରୀତ ଦିଗରୁ ଆସୁଥିଲେ। ତେବେ ହଠାତ୍ ବାଇକ ଆରୋହୀ ଜଣକ ଟ୍ରକ ପଛ ଚକାତଳେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ବଡସାହି ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ: ଦୁବାଇରେ ଫସିଛନ୍ତି ବହୁ ଓଡ଼ିଆ ଶ୍ରମିକ

19 Aug 2023 By The Sakala

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ୍ ଚକତଳେ ଚାପିହୋଇ ବାଇକ ଚାଳକଙ୍କ ମୃତ୍ୟୁ

ବାରିପଦା: ବାଇକ ଚାଳକକୁ ଚକାତଳେ ଚାପିଦେଲା ଟ୍ରକ୍ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ପାଇକପଡ଼ା ଗାଁକୁ ଆଜି ଏକ ଓଡି ୦୧ ଏକ୍ସ ୩୨୫୧ ନମ୍ବର ବିଶିଷ୍ଟ ଟ୍ରକ ଧାନ ଆଣିବାକୁ ଯାଉଥିବାବେଳେ ବିକର୍ତ୍ତନ ବାସଙ୍ଗ ନାମକ ଜଣେ ବ୍ୟକ୍ତି ବାଇକ ଯୋଗେ କୌଣସି ଏକ କାମରେ ବିପରୀତ ଦିଗରୁ ଆସୁଥିଲେ। ତେବେ ହଠାତ୍ ବାଇକ ଆରୋହୀ ଜଣକ ଟ୍ରକ ପଛ ଚକାତଳେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ବଡସାହି ପୁଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର