ଟ୍ରାକ୍ଟର ଓଲଟି ସାନଭାଇର ମୃତ୍ୟୁ, ବଡ଼ଭାଇ ଗୁରୁତର

The Sakala Picture
Published On

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳ ବାସିଙ୍ଗି ଗାଁ ନିକଟ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଚାପି ହୋଇ ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ଘଟିଥିବା ବେଳେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବାସିଙ୍ଗି କଲୋନୀ ସାହିର ମୁକୁଲ କାରୁଆ ଓ ଆହାତ ତାଙ୍କ ବଡ଼ ଭାଇ ହେଲେ ଚାଳକ ପଙ୍କଜ କରୁଆ । ପଙ୍କଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତି […]

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳ ବାସିଙ୍ଗି ଗାଁ ନିକଟ ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିବାରୁ ଚାପି ହୋଇ ଘଟଣାସ୍ଥଳରେ ସାନଭାଇର ମୃତ୍ୟୁ ଘଟିଥିବା ବେଳେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବାସିଙ୍ଗି କଲୋନୀ ସାହିର ମୁକୁଲ କାରୁଆ ଓ ଆହାତ ତାଙ୍କ ବଡ଼ ଭାଇ ହେଲେ ଚାଳକ ପଙ୍କଜ କରୁଆ । ପଙ୍କଜଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତି କରାଯାଇଛି। ବହଳଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ଅଧିକ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର