ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର

The Sakala Picture
Published On

ବାରିପଦା: ମଙ୍ଗଳବାର ସକାଳେ ବାରିପଦାର ୨୫ ନମ୍ବର ୱାର୍ଡ ଦେବେନ୍ଦ୍ରପୁ୍ର ଅଞ୍ଚଳରେ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ବାଲେଶ୍ବର ଅଭିମୁଖେ ଯାଉଥିବା ଡିଏମୟୁ ଟ୍ରେନରେ ଦୁର୍ଘଟଣା ଘଟି ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣା ପଡିଛି। ରେଳ ଧାରଣାରେ ମୃତଦେହ ପଡି ରହିଥିବାର ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦେଖିବା ପରେ ରେଲଓ୍ବେ ପୁଲିସକୁ ସୂଚନା ଦେବାରୁ ପୁଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା […]

ବାରିପଦା: ମଙ୍ଗଳବାର ସକାଳେ ବାରିପଦାର ୨୫ ନମ୍ବର ୱାର୍ଡ ଦେବେନ୍ଦ୍ରପୁ୍ର ଅଞ୍ଚଳରେ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ବାଲେଶ୍ବର ଅଭିମୁଖେ ଯାଉଥିବା ଡିଏମୟୁ ଟ୍ରେନରେ ଦୁର୍ଘଟଣା ଘଟି ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣା ପଡିଛି। ରେଳ ଧାରଣାରେ ମୃତଦେହ ପଡି ରହିଥିବାର ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦେଖିବା ପରେ ରେଲଓ୍ବେ ପୁଲିସକୁ ସୂଚନା ଦେବାରୁ ପୁଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ମିଳି ପାରି ନାହିଁ। ଅନ୍ୟପଟେ ବାଲେଶ୍ଵରରୁ ଏକ ରେଳ ବିଭାଗର ଟିମ ଆସି ଅଧିକ ତଦନ୍ତ ଜାରି ରଖିବା ସହ ମୃତକଙ୍କ ପରିଚୟ ପାଇଁ ଚେଷ୍ଟା ଜାରି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

16 Aug 2022 By The Sakala

ରେଳ ଧାରଣାରୁ ଅଜଣା ମୃତଦେହ ଉଦ୍ଧାର

ବାରିପଦା: ମଙ୍ଗଳବାର ସକାଳେ ବାରିପଦାର ୨୫ ନମ୍ବର ୱାର୍ଡ ଦେବେନ୍ଦ୍ରପୁ୍ର ଅଞ୍ଚଳରେ ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସକାଳ ସମୟରେ ବାଲେଶ୍ବର ଅଭିମୁଖେ ଯାଉଥିବା ଡିଏମୟୁ ଟ୍ରେନରେ ଦୁର୍ଘଟଣା ଘଟି ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଜଣା ପଡିଛି। ରେଳ ଧାରଣାରେ ମୃତଦେହ ପଡି ରହିଥିବାର ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦେଖିବା ପରେ ରେଲଓ୍ବେ ପୁଲିସକୁ ସୂଚନା ଦେବାରୁ ପୁଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିଚୟ ମିଳି ପାରି ନାହିଁ। ଅନ୍ୟପଟେ ବାଲେଶ୍ଵରରୁ ଏକ ରେଳ ବିଭାଗର ଟିମ ଆସି ଅଧିକ ତଦନ୍ତ ଜାରି ରଖିବା ସହ ମୃତକଙ୍କ ପରିଚୟ ପାଇଁ ଚେଷ୍ଟା ଜାରି ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର