ଜୁନ ୧୫ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

The Sakala Picture
Published On

ବାରିପଦା: ସବୁ ବର୍ଷ ଭଳି ମୌସୁମୀ ଆଗମନ ପୂର୍ବରୁ ଜୁନ ୧୫ତାରିଖ ଠାରୁ ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଶିମିଳିପାଳ ଅଭ୍ୟୟାରଣ୍ୟ ପ୍ରବେଶ ସହିତ ସମସ୍ତ ଇକୋ ଟୁରିଜିମ କମ୍ପଲେକ୍ସ ବନ୍ଦ ରହିବ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିୟମିତ ପରିଚାଳନା ପାଇଁ ଅନ୍ୟାଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ମୂଖ୍ୟ ବନ ସଂରକ୍ଷକ ଏମ ଯୋଗଜୟାନନ୍ଦ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି। ଏହାର ଏକକିତା ନକଲ ସମସ୍ତ […]

ବାରିପଦା: ସବୁ ବର୍ଷ ଭଳି ମୌସୁମୀ ଆଗମନ ପୂର୍ବରୁ ଜୁନ ୧୫ତାରିଖ ଠାରୁ ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଶିମିଳିପାଳ ଅଭ୍ୟୟାରଣ୍ୟ ପ୍ରବେଶ ସହିତ ସମସ୍ତ ଇକୋ ଟୁରିଜିମ କମ୍ପଲେକ୍ସ ବନ୍ଦ ରହିବ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିୟମିତ ପରିଚାଳନା ପାଇଁ ଅନ୍ୟାଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ମୂଖ୍ୟ ବନ ସଂରକ୍ଷକ ଏମ ଯୋଗଜୟାନନ୍ଦ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି। ଏହାର ଏକକିତା ନକଲ ସମସ୍ତ ଜଡ଼ିତ ଅଧିକାରୀଙ୍କ ଉଦେଶ୍ୟରେ ଅବଗତ ମଧ୍ୟ କରିଛନ୍ତି। ସୂଚନା ଥାଉ କି ମୌସୁମୀ ଫେରିଯିବା ପରେ ଶିମିଳିପାଳ ବୁଲିବା ପାଇଁ ରାସ୍ତା ଓ ପୋଲ ମରାମତି ପରେ ପୁର୍ନବାର ନଭେମ୍ବର ୧ତାରିଖରୁ ଏହା ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଖୋଲା ଯାଇଥାଏ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

26 Apr 2022 By The Sakala

ଜୁନ ୧୫ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା: ସବୁ ବର୍ଷ ଭଳି ମୌସୁମୀ ଆଗମନ ପୂର୍ବରୁ ଜୁନ ୧୫ତାରିଖ ଠାରୁ ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଶିମିଳିପାଳ ଅଭ୍ୟୟାରଣ୍ୟ ପ୍ରବେଶ ସହିତ ସମସ୍ତ ଇକୋ ଟୁରିଜିମ କମ୍ପଲେକ୍ସ ବନ୍ଦ ରହିବ। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିୟମିତ ପରିଚାଳନା ପାଇଁ ଅନ୍ୟାଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ମୂଖ୍ୟ ବନ ସଂରକ୍ଷକ ଏମ ଯୋଗଜୟାନନ୍ଦ ନୋଟିସ ମାଧ୍ୟମରେ ଅବଗତ କରିଛନ୍ତି। ଏହାର ଏକକିତା ନକଲ ସମସ୍ତ ଜଡ଼ିତ ଅଧିକାରୀଙ୍କ ଉଦେଶ୍ୟରେ ଅବଗତ ମଧ୍ୟ କରିଛନ୍ତି। ସୂଚନା ଥାଉ କି ମୌସୁମୀ ଫେରିଯିବା ପରେ ଶିମିଳିପାଳ ବୁଲିବା ପାଇଁ ରାସ୍ତା ଓ ପୋଲ ମରାମତି ପରେ ପୁର୍ନବାର ନଭେମ୍ବର ୧ତାରିଖରୁ ଏହା ପର୍ଯ୍ୟଟକ ଓ ଗବେଷକଙ୍କ ପାଇଁ ଖୋଲା ଯାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର