ମୟୂରଭଞ୍ଜରେ ୫ଟି ସଚିବ ଭିକେ ପାଣ୍ଡିଆନ: ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହ ଉନ୍ନୟନମୂଳକ କାର୍ଯ୍ଯର କରିବେ ସମୀକ୍ଷା

The Sakala Picture
Published On

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି। ପ୍ରଥମେ ଉଦଳା ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡରେ ପହଞ୍ଚିଛନ୍ତି । ଏହାପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଭୀମକୁଣ୍ଡ ଓ ଖିଚିଂ ସ୍ଥିତ ମା’ କିଚକେଶ୍ବରୀ ମନ୍ଦିର ପରିଦର୍ଶନ କରିବେ। ଦେବକୁଣ୍ଡରେ ଶ୍ରୀ ପାଣ୍ଡିଆନ ପହଞ୍ଚିବା ପରେ ମୟୂରଭଞ୍ଜ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ, ଉପନିର୍ଦ୍ଦେଶକ(ଦକ୍ଷିଣ) ଓ ବାରିପଦା […]

ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ପହଞ୍ଚିଛନ୍ତି। ପ୍ରଥମେ ଉଦଳା ନିର୍ବାଚନ ମଣ୍ଡଳୀର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦେବକୁଣ୍ଡରେ ପହଞ୍ଚିଛନ୍ତି । ଏହାପରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଭୀମକୁଣ୍ଡ ଓ ଖିଚିଂ ସ୍ଥିତ ମା’ କିଚକେଶ୍ବରୀ ମନ୍ଦିର ପରିଦର୍ଶନ କରିବେ। ଦେବକୁଣ୍ଡରେ ଶ୍ରୀ ପାଣ୍ଡିଆନ ପହଞ୍ଚିବା ପରେ ମୟୂରଭଞ୍ଜ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ, ଉପନିର୍ଦ୍ଦେଶକ(ଦକ୍ଷିଣ) ଓ ବାରିପଦା ବନଖଣ୍ଡ ଅଧିକାରୀଙ୍କ ସହିତ ଦେବକୁଣ୍ଡ ପୀଠ ପରିଦର୍ଶନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର