ପୁଣି ମାଓ ହିଂସା, ପୂର୍ବତନ ବିଧାୟକଙ୍କ ଶ୍ୱଶୁରଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି: ଛତିଶଗଡ ସୁକୁମା ଜିଲାରେ ପୁଣି ମାଓ ହିଂସା । ପୂର୍ବତନ ବିଧାୟକ ମନିଷ କୁଞ୍ଜାମଙ୍କ ଶ୍ୱଶୁରଙ୍କୁ ହତ୍ୟା କଲେ ମାଓବାଦୀ । ମୃତକ ୬୫ ବର୍ଷୀୟ କମଲୁ ଶୋଇଥିବାବେଳେ ମାଓବାଦୀ ତାଙ୍କ ଗଳା କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି । ଚିନ୍ତାଗୁମ୍ଫା ଥାନା ପେଣ୍ଟାପାଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।

04 Mar 2025
By The Sakala

⊕ https://www.thesakala.in/latest-odisha-news/maoists-kill-former-mlas-father-in-law/article-39109