ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ, କାଗଜପତ୍ର କାମ ପାଇଁ ନେଉଥିଲେ ଲାଞ୍ଚ

The Sakala Picture
Published On

ମାଥିଲି: ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ ରବି ନାରାୟଣ ପାତ୍ର। କାଗଜପତ୍ର କାମ ପାଇଁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ମାଗିଥିଲେ। ଏହି ଲାଞ୍ଚ ଟଙ୍କା ନେବାବେଳେ ରବି ନାରାୟଣଙ୍କୁ ମାଡ଼ି ବସିଥିଲା ମାଲକାନଗିରି ଭିଜିଲାନ୍ସ ଟିମ୍। ନିଲମ୍ବିତ ହୋଇଥିବା ମାଥିଲି ଶିକ୍ଷକ ସୋମନାଥ ବାଙ୍କିଙ୍କ ଠାରୁ ଅର୍ଥ ନେବାବେଳେ ଭିଜିଲାନ୍ସ ଧରିଥିଲା। ରଙ୍ଗବୋଳା ଟଙ୍କା ଜବତ କରିବା ସହ କିରଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ମାଲକାନଗିରି ଭିଜିଲାନ୍ସ […]

ମାଥିଲି: ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ ରବି ନାରାୟଣ ପାତ୍ର। କାଗଜପତ୍ର କାମ ପାଇଁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ମାଗିଥିଲେ। ଏହି ଲାଞ୍ଚ ଟଙ୍କା ନେବାବେଳେ ରବି ନାରାୟଣଙ୍କୁ ମାଡ଼ି ବସିଥିଲା ମାଲକାନଗିରି ଭିଜିଲାନ୍ସ ଟିମ୍। ନିଲମ୍ବିତ ହୋଇଥିବା ମାଥିଲି ଶିକ୍ଷକ ସୋମନାଥ ବାଙ୍କିଙ୍କ ଠାରୁ ଅର୍ଥ ନେବାବେଳେ ଭିଜିଲାନ୍ସ ଧରିଥିଲା। ରଙ୍ଗବୋଳା ଟଙ୍କା ଜବତ କରିବା ସହ କିରଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ମାଲକାନଗିରି ଭିଜିଲାନ୍ସ ଟିମର ଡିଏସପି ସଦାନନ୍ଦ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୂତଖାନା ପାଲଟିଛି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ

01 Aug 2024 By The Sakala

ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ, କାଗଜପତ୍ର କାମ ପାଇଁ ନେଉଥିଲେ ଲାଞ୍ଚ

ମାଥିଲି: ଭିଜିଲାନ୍ସ ଜାଲରେ ମାଥିଲି ବିଇଓ ଅଫିସର ବରିଷ୍ଠ କିରାଣୀ ରବି ନାରାୟଣ ପାତ୍ର। କାଗଜପତ୍ର କାମ ପାଇଁ ଶିକ୍ଷକଙ୍କ ଠାରୁ ୫ ହଜାର ଟଙ୍କା ମାଗିଥିଲେ। ଏହି ଲାଞ୍ଚ ଟଙ୍କା ନେବାବେଳେ ରବି ନାରାୟଣଙ୍କୁ ମାଡ଼ି ବସିଥିଲା ମାଲକାନଗିରି ଭିଜିଲାନ୍ସ ଟିମ୍। ନିଲମ୍ବିତ ହୋଇଥିବା ମାଥିଲି ଶିକ୍ଷକ ସୋମନାଥ ବାଙ୍କିଙ୍କ ଠାରୁ ଅର୍ଥ ନେବାବେଳେ ଭିଜିଲାନ୍ସ ଧରିଥିଲା। ରଙ୍ଗବୋଳା ଟଙ୍କା ଜବତ କରିବା ସହ କିରଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ମାଲକାନଗିରି ଭିଜିଲାନ୍ସ ଟିମର ଡିଏସପି ସଦାନନ୍ଦ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର