ବିଚାରାଧୀନ କଏଦୀଙ୍କ ପାଇଁ ମାଲକାନଗିରିରେ ଆରମ୍ଭ ହେଲା ଇ –ମୁଲାକାତ ସେବା

The Sakala Picture
Published On

ମାଲକାନଗିରି: କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଚାରାଧୀନ କଏଦୀଙ୍କ ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଦେଶର ବିଭିନ୍ନ କାରାଗାରରେ ଥିବାକଏଦୀ ମାନେ ତାଙ୍କ ନିଜ ଆତ୍ମୀୟ ସ୍ବଜନଙ୍କ ସହ କଥା ହେବା ସହ ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ଏନ.ପି.ଆଇ.ପି ଜାତୀୟ ବିଚାରାଧୀନ କଏଦୀ ପୋର୍ଟାଲ ସେବା ଜରିଆରେ ଏହିସେବା ଯୋଗାଇ ଦିଆଯାଇଛି । ସପ୍ତାହର ଦୁଇ ଦିନ ଏହି ସେବା ଯୋଗାଇ ଦିଆଯିବ । ମାଲକାନଗିରିରେ ଏହି […]

ମାଲକାନଗିରି: କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଚାରାଧୀନ କଏଦୀଙ୍କ ପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି । ଦେଶର ବିଭିନ୍ନ କାରାଗାରରେ ଥିବାକଏଦୀ ମାନେ ତାଙ୍କ ନିଜ ଆତ୍ମୀୟ ସ୍ବଜନଙ୍କ ସହ କଥା ହେବା ସହ ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ଏନ.ପି.ଆଇ.ପି ଜାତୀୟ ବିଚାରାଧୀନ କଏଦୀ ପୋର୍ଟାଲ ସେବା ଜରିଆରେ ଏହିସେବା ଯୋଗାଇ ଦିଆଯାଇଛି । ସପ୍ତାହର ଦୁଇ ଦିନ ଏହି ସେବା ଯୋଗାଇ ଦିଆଯିବ । ମାଲକାନଗିରିରେ ଏହି ସେବାଆରମ୍ଭ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଓଡିଶାର ସର୍ବାଧିକ ମାଲକାନଗିରି ଜିଲ୍ଲା ଉପକାରାଗାରରେ ଥିବା କଏଦୀଙ୍କୁ ଭେଟିବା ପାଇଁ ଏହି ପୋର୍ଟାଲ୍ ଜରିଆରେ ଆବେଦନ କରାଯାଇଛି । ସ୍ୱତନ୍ତ୍ର ଭାବେ ଲାପଟପ, କମ୍ପ୍ୟୁଟର କିମ୍ବା ସ୍ମାର୍ଟ ଟିଭିଜରିଆରେ ନିଜ ଆତ୍ମାୟସ୍ୱଜନଙ୍କୁ ସାକ୍ଷାତ କରୁଛନ୍ତି ବିଚାରାଧିନ କଏଦୀ । ମାଲକାନଗିରି ଉପକାରାଗାର ଅଧକ୍ଷକଙ୍‌କ କହିବା କଥା ଏହି ପୋର୍ଟାଲରେ ମାଲକାନଗିରିରେ ବର୍ତମାନ ସୁଦ୍ଧା ୧୦୦ରୁ ଅଧିକ ଆବେଦନ କରାଯାଇଛି । ତେବେ ପୂର୍ବ ଭଳି ବିଚାରାଧିନ କଏଦୀଙ୍କୁ ଭେଟିବା ପାଇଁ ତାଙ୍କ ଆତ୍ମାୟସ୍ୱଜନ କାରାଗାରକୁ ଆସି ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ । ନିଜ ଘରେ ବସି ନିଜ ପରିବାରର ସମସ୍ତେ ଏହି ସ୍ୱତନ୍ତ୍ର ବ୍ୟବସ୍ଥା ଜରିଆରେ ଭେଟୁଛନ୍ତି ନିଜ ଆତ୍ମୀୟଙ୍କୁ । ତେବେ କରୋନା ଯୋଗୁଁ ଗତ ଏକ ବର୍ଷ ହେବ ବିଚାରାଧୀନ କଏଦୀଙ୍କୁ ନିଜ ଆତ୍ମୀୟ ସ୍ୱଜନଙ୍କୁ ଭେଟିବା ପାଇଁ କଟକଣା ରହିଥିବାବେଳେ ଏହି ବ୍ୟବସ୍ଥା ଏବେ ସେମାନଙ୍କ ପାଇଁ ବରଦାନ ସଦୃଶ ପାଲଟିଛି ।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

13 Sep 2021 By The Sakala

https://www.thesakala.in/latest-odisha-news/malkangiri/e-mulakat-service-has-been-launched-in-malkangiri-for-prisoners/article-5380
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର