ମାଲକାନଗିରିରେ ଅଭାବନୀୟ ଘଟଣା, ଲସି ପିଇ ଶତାଧିକ ଲୋକ ଗୁରତର

The Sakala Picture
Published On

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୁର୍ତ୍ତୀ ଗ୍ରାମର ଶତାଧିକ ଲୋକ ଝାଡ଼ା ବାନ୍ତି ହୋଇ ପଡିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମରେ ଏକା ସାଙ୍ଗରେ ଏତେ ସଂଖ୍ୟକ ଲୋକ ଏଭଳି ଆକ୍ରାନ୍ତ ହେବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ସହାୟତାରେ ପ୍ରାୟ ୮୦ ରୁ ଉର୍ଦ୍ଧ ଲୋକଙ୍କୁ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ […]

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୁର୍ତ୍ତୀ ଗ୍ରାମର ଶତାଧିକ ଲୋକ ଝାଡ଼ା ବାନ୍ତି ହୋଇ ପଡିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମରେ ଏକା ସାଙ୍ଗରେ ଏତେ ସଂଖ୍ୟକ ଲୋକ ଏଭଳି ଆକ୍ରାନ୍ତ ହେବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ସହାୟତାରେ ପ୍ରାୟ ୮୦ ରୁ ଉର୍ଦ୍ଧ ଲୋକଙ୍କୁ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଛି।

ଆହୁରି ପଢ଼ନ୍ତୁ: ମାଲକାନଗିରି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜୋରଦାର

ସୂଚନା ଅନୁଯାୟୀ, ଗତକାଲି କୁର୍ତ୍ତୀ ଗ୍ରାମରେ ସାପ୍ତାହିକ ହାଟ ହୋଇଥିବା ବେଳେ ଏହି ହାଟରେ ଏକ ଲସି ଦୋକାନରୁ ଲସି ପିଇ ଲୋକେ ଏଭଳି ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।

01 May 2021 By The Sakala

ମାଲକାନଗିରିରେ ଅଭାବନୀୟ ଘଟଣା, ଲସି ପିଇ ଶତାଧିକ ଲୋକ ଗୁରତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୁର୍ତ୍ତୀ ଗ୍ରାମର ଶତାଧିକ ଲୋକ ଝାଡ଼ା ବାନ୍ତି ହୋଇ ପଡିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମରେ ଏକା ସାଙ୍ଗରେ ଏତେ ସଂଖ୍ୟକ ଲୋକ ଏଭଳି ଆକ୍ରାନ୍ତ ହେବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡି ସହାୟତାରେ ପ୍ରାୟ ୮୦ ରୁ ଉର୍ଦ୍ଧ ଲୋକଙ୍କୁ ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି କୁର୍ତ୍ତୀ ଗ୍ରାମରେ ସାପ୍ତାହିକ ହାଟ ହୋଇଥିବା ବେଳେ ଏହି ହାଟରେ ଏକ ଲସି ଦୋକାନରୁ ଲସି ପିଇ ଲୋକେ ଏଭଳି ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର