ସୀମାନ୍ତରେ ୨ ମହିଳା ମାଓବାଦୀ ଗିରଫ

The Sakala Picture
Published On

ମାଲକାନଗିରି: ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତରେ ଆଜି ୨ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛି ପୁଲିସ । ମାଲକାନଗିରି ସୀମାନ୍ତ ହାନିମାକୋଣ୍ଡା ଠାରେ ଯବାନ ମାନେ କମ୍ବିଙ୍ଗ କରୁଥିବା ବେଳେ ୨ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛନ୍ତି । ତେବେ ଏହି ଦୁଇ ମହିଳା ମାଓବାଦୀ ସୀମାନ୍ତ ସହ ମାଲକାନଗିରି ଜିଲ୍ଲାରେ ଯବାନଙ୍କ ଉପରେ ଆକ୍ରମଣ, ପୁଲିସ ସୂଚନାଦାତା ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା , ଆଇ ଡି ବ୍ଲାଷ୍ଟ […]

ମାଲକାନଗିରି: ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତରେ ଆଜି ୨ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛି ପୁଲିସ । ମାଲକାନଗିରି ସୀମାନ୍ତ ହାନିମାକୋଣ୍ଡା ଠାରେ ଯବାନ ମାନେ କମ୍ବିଙ୍ଗ କରୁଥିବା ବେଳେ ୨ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛନ୍ତି । ତେବେ ଏହି ଦୁଇ ମହିଳା ମାଓବାଦୀ ସୀମାନ୍ତ ସହ ମାଲକାନଗିରି ଜିଲ୍ଲାରେ ଯବାନଙ୍କ ଉପରେ ଆକ୍ରମଣ, ପୁଲିସ ସୂଚନାଦାତା ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା , ଆଇ ଡି ବ୍ଲାଷ୍ଟ ଭଳି ଅନେକ ମାଓ ହିଂସାରେ ଜଡିତ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

09 Oct 2022 By The Sakala

ସୀମାନ୍ତରେ ୨ ମହିଳା ମାଓବାଦୀ ଗିରଫ

ମାଲକାନଗିରି: ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସୀମାନ୍ତରେ ଆଜି ୨ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛି ପୁଲିସ । ମାଲକାନଗିରି ସୀମାନ୍ତ ହାନିମାକୋଣ୍ଡା ଠାରେ ଯବାନ ମାନେ କମ୍ବିଙ୍ଗ କରୁଥିବା ବେଳେ ୨ ଜଣ ମହିଳା ମାଓବାଦୀଙ୍କୁ ଗିରଫ କରିଛନ୍ତି । ତେବେ ଏହି ଦୁଇ ମହିଳା ମାଓବାଦୀ ସୀମାନ୍ତ ସହ ମାଲକାନଗିରି ଜିଲ୍ଲାରେ ଯବାନଙ୍କ ଉପରେ ଆକ୍ରମଣ, ପୁଲିସ ସୂଚନାଦାତା ସନ୍ଦେହରେ ଗ୍ରାମବାସୀଙ୍କୁ ହତ୍ୟା , ଆଇ ଡି ବ୍ଲାଷ୍ଟ ଭଳି ଅନେକ ମାଓ ହିଂସାରେ ଜଡିତ ଥିବା ସୂଚନା ମିଳିଛି ।

https://www.thesakala.in/latest-odisha-news/malkangiri/2-women-maoists-arrested-in-border/article-15582
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର