ସାକ୍ଷୀଗୋପୀନାଥ ମନ୍ଦିର ପରିସରରେ ଥିବା ମଦନମୋହନ ମନ୍ଦିରରୁ ଚୋରି, ସତ୍ୟବାଦୀ ପୋଲିସର ତଦନ୍ତ

The Sakala Picture
Published On

ପୁରୀ: ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର ଭିତରୁ ଚୋରି । ମନ୍ଦିର ଭିତରେ ଥିବା ଚଳନ୍ତି ପ୍ରତିମା ମଦନମୋହନ ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ସିସିଟିଭି ଭାଙ୍ଗି ମନ୍ଦିରରୁ ବହୁ ମୂଲ୍ୟ ସୁନା ରୁପା ଅଳଙ୍କାର ସମେତ ଦାନ ବାକ୍ସରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଘଟଣାର ତଦନ୍ତ ନେଇ ପୋଲିସ ପକ୍ଷରୁ ଛାନବିନ ଆରମ୍ଭ ହୋଇଛି । ଅତିରିକ୍ତ ଏସ୍ପିଙ୍କ ସମେତ ଥାନା ଅଧିକାରୀ ଓ ଏସ୍ଡିପିଓ […]

ପୁରୀ: ସାକ୍ଷୀଗୋପାଳର ସାକ୍ଷୀ ଗୋପୀନାଥ ମନ୍ଦିର ଭିତରୁ ଚୋରି । ମନ୍ଦିର ଭିତରେ ଥିବା ଚଳନ୍ତି ପ୍ରତିମା ମଦନମୋହନ ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ସିସିଟିଭି ଭାଙ୍ଗି ମନ୍ଦିରରୁ ବହୁ ମୂଲ୍ୟ ସୁନା ରୁପା ଅଳଙ୍କାର ସମେତ ଦାନ ବାକ୍ସରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଘଟଣାର ତଦନ୍ତ ନେଇ ପୋଲିସ ପକ୍ଷରୁ ଛାନବିନ ଆରମ୍ଭ ହୋଇଛି । ଅତିରିକ୍ତ ଏସ୍ପିଙ୍କ ସମେତ ଥାନା ଅଧିକାରୀ ଓ ଏସ୍ଡିପିଓ ଉପସ୍ଥିତ ରହି ସିସିଟିଭି ଯାଞ୍ଚ କରିଛନ୍ତି । ତେବେ କେତେ ଟଙ୍କା ଚୋରି ହୋଇଛି ତାହା ଅସ୍ପଷ୍ଟ ରହିଛି। ଆଜି ସକାଳୁ ସେବାୟତ ମାନେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର