ବଦଳିବ ମଦ ପ୍ୟାକେଟର ରୂପ, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଆସିବ ମଦ

Madhusudan Das Picture
Published On

ଭୁବନେଶ୍ୱର: ଏଣିକି କାଚ ବୋଟଲରେ ମିଳିବ ନାହିଁ ମଦ । ଫ୍ରୁଟି ପରି ମୋଟା କାଗଜ ପ୍ୟାକେଟରେ ମଦ ମିଳିବ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ । ଏହି ଟେଟ୍ରା ପ୍ୟାକରେ ମଦ ଦେବାକୁ ନୂତନ ଅବକାରୀ ନୀତିରେ ନିୟମ ଅଛି । ଏହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ । ତେବେ ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତିମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର (ରିସାଇକ୍ଲିଙ୍କି) ପାଇଁ ଉତ୍ସାହିତ କରୁଛନ୍ତି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

ଆହୁରି ପଢ଼ନ୍ତୁ: ANM ଜୀବନ୍ତଦଗ୍ଧ ଘଟଣା: ସ୍ତ୍ରୀକୁ ପିଟିପିଟି ହତ୍ୟା ପରେ ନିଆଁରେ ପୋଡିଥିଲା, ଚିକିତ୍ସାଧୀନ ଅବସ୍ଥାରେ ସ୍ବାମୀର ହେଲା ମୃତ୍ୟୁ

21 Feb 2026 By Madhusudan Das

ବଦଳିବ ମଦ ପ୍ୟାକେଟର ରୂପ, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଆସିବ ମଦ

ଭୁବନେଶ୍ୱର: ଏଣିକି କାଚ ବୋଟଲରେ ମିଳିବ ନାହିଁ ମଦ । ଫ୍ରୁଟି ପରି ମୋଟା କାଗଜ ପ୍ୟାକେଟରେ ମଦ ମିଳିବ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ । ଏହି ଟେଟ୍ରା ପ୍ୟାକରେ ମଦ ଦେବାକୁ ନୂତନ ଅବକାରୀ ନୀତିରେ ନିୟମ ଅଛି । ଏହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ । ତେବେ ପରିବେଶ ସୁରକ୍ଷାର ଦୃଷ୍ଟିକୋଣରୁ ସରକାର ସମସ୍ତ ସମ୍ପୃକ୍ତ ସଂସ୍ଥା/ବ୍ୟକ୍ତିମାନଙ୍କୁ କାଚ ବୋତଲର ପୁନଃ ବ୍ୟବହାର (ରିସାଇକ୍ଲିଙ୍କି) ପାଇଁ ଉତ୍ସାହିତ କରୁଛନ୍ତି ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ । ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର