ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବାବେଳେ ପିକଅପ ଭ୍ୟାନ ଓଲଟି ଜଣେ ମୃତ, ୧୦ ଗୁରତର

The Sakala Picture
Published On

ବୈପାରୀଗୁଡା: ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ସମୟରେ ଗାଡି ଓଲଟି ଜଣେ ମୃତବାରଣ କରିଥିବାବେଳେ ୧୦ ଜଣ ଗୁରତରଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି l ସୂଚନା ଅନୁଯାୟୀ ବୋରିଗୁମ୍ମା ବ୍ଳକ ଜୟନ୍ତୀଗିରି ଗାଁର କିଛି ଲୋକ ଏକ ପିକଅପ ଭ୍ୟାନରେ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିଲେ ଏବଂ ଗୁପ୍ତେଶ୍ୱର ପାଖ ଚଢ଼େଇପାଣି ଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ପଲଟି ଯାଇଥିଲା l ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି […]

ବୈପାରୀଗୁଡା: ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ସମୟରେ ଗାଡି ଓଲଟି ଜଣେ ମୃତବାରଣ କରିଥିବାବେଳେ ୧୦ ଜଣ ଗୁରତରଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି l ସୂଚନା ଅନୁଯାୟୀ ବୋରିଗୁମ୍ମା ବ୍ଳକ ଜୟନ୍ତୀଗିରି ଗାଁର କିଛି ଲୋକ ଏକ ପିକଅପ ଭ୍ୟାନରେ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିଲେ ଏବଂ ଗୁପ୍ତେଶ୍ୱର ପାଖ ଚଢ଼େଇପାଣି ଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ପଲଟି ଯାଇଥିଲା l ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି l

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

03 May 2022 By The Sakala

ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବାବେଳେ ପିକଅପ ଭ୍ୟାନ ଓଲଟି ଜଣେ ମୃତ, ୧୦ ଗୁରତର

ବୈପାରୀଗୁଡା: ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ସମୟରେ ଗାଡି ଓଲଟି ଜଣେ ମୃତବାରଣ କରିଥିବାବେଳେ ୧୦ ଜଣ ଗୁରତରଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି l ସୂଚନା ଅନୁଯାୟୀ ବୋରିଗୁମ୍ମା ବ୍ଳକ ଜୟନ୍ତୀଗିରି ଗାଁର କିଛି ଲୋକ ଏକ ପିକଅପ ଭ୍ୟାନରେ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିଲେ ଏବଂ ଗୁପ୍ତେଶ୍ୱର ପାଖ ଚଢ଼େଇପାଣି ଗାଁ ନିକଟରେ ଗାଡିଟି ଭାରସାମ୍ୟ ହରାଇ ପଲଟି ଯାଇଥିଲା l ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୧୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର