କୋରାପୁଟରେ ମାଓବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ବିଏସ୍‌ଏଫ୍‌ ଟିମ୍‌

The Sakala Picture
Published On

ବୈପାରିଗୁଡ଼ା/କୋରାପୁଟ: .କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ରାମଗିରିଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନ ଦ୍ଵାରା କଣ୍ଟେନର ବୋମା ଉଦ୍ଧାର କରାଯିବା ସହ ନିଷ୍କ୍ରିୟ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାମଗିରି ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନକୁ ଗୋଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ଯେ, ପୂଜାରୀପୁଟର ବିଶ୍ରାମଗାର ନିକଟରେ ମାଓବାଦୀମାନେ ଯବାନମାନଙ୍କୁ ଟାର୍ଗେଟ କରି ବୋମା ପୋତା ଯାଇଥିଲା। ମିଳିଥିବା ସୂଚନାକୁ ଆଧାର କରି ଯବାନମାନେ ସନ୍ଧାନୀ କୁକୁର ସାହାଯ୍ୟରେ କଣ୍ଟେନର ବୋମା […]

ବୈପାରିଗୁଡ଼ା/କୋରାପୁଟ: .କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ରାମଗିରିଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନ ଦ୍ଵାରା କଣ୍ଟେନର ବୋମା ଉଦ୍ଧାର କରାଯିବା ସହ ନିଷ୍କ୍ରିୟ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାମଗିରି ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନକୁ ଗୋଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ଯେ, ପୂଜାରୀପୁଟର ବିଶ୍ରାମଗାର ନିକଟରେ ମାଓବାଦୀମାନେ ଯବାନମାନଙ୍କୁ ଟାର୍ଗେଟ କରି ବୋମା ପୋତା ଯାଇଥିଲା। ମିଳିଥିବା ସୂଚନାକୁ ଆଧାର କରି ଯବାନମାନେ ସନ୍ଧାନୀ କୁକୁର ସାହାଯ୍ୟରେ କଣ୍ଟେନର ବୋମା ଉଦ୍ଧାର କରିବା ସହ ନିଷ୍କ୍ରିୟ କରାଯାଇଥିବା କମାଣ୍ଡଣ୍ଟ ଅଜୟ କୁମାର ପ୍ରକାଶ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ଆଠ ତାରିଖ ଦିନ ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲରେ ମଧ୍ୟ ମାଓବାଦୀ ଏକ ଗଛ ମୂଳରେ ଟିଫିନ୍ ବୋମା ଖଞ୍ଜି ଥିଲେ, ଯାହାକୁ ଯବାନମାନେ ନିଷ୍କ୍ରିୟ କରିଥିଲେ। ରାମଗିରିଠାରେ ଅବସ୍ଥାପିତ ବିଏସଏଫ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହିପରି କାଣ୍ଡ କରୁଥିବା ପ୍ରକାଶ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

20 Nov 2021 By The Sakala

କୋରାପୁଟରେ ମାଓବାଦୀଙ୍କ ଷଡ଼ଯନ୍ତ୍ରକୁ ପଣ୍ଡ କଲେ ବିଏସ୍‌ଏଫ୍‌ ଟିମ୍‌

ବୈପାରିଗୁଡ଼ା/କୋରାପୁଟ: .କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ରାମଗିରିଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନ ଦ୍ଵାରା କଣ୍ଟେନର ବୋମା ଉଦ୍ଧାର କରାଯିବା ସହ ନିଷ୍କ୍ରିୟ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାମଗିରି ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନକୁ ଗୋଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା ଯେ, ପୂଜାରୀପୁଟର ବିଶ୍ରାମଗାର ନିକଟରେ ମାଓବାଦୀମାନେ ଯବାନମାନଙ୍କୁ ଟାର୍ଗେଟ କରି ବୋମା ପୋତା ଯାଇଥିଲା। ମିଳିଥିବା ସୂଚନାକୁ ଆଧାର କରି ଯବାନମାନେ ସନ୍ଧାନୀ କୁକୁର ସାହାଯ୍ୟରେ କଣ୍ଟେନର ବୋମା ଉଦ୍ଧାର କରିବା ସହ ନିଷ୍କ୍ରିୟ କରାଯାଇଥିବା କମାଣ୍ଡଣ୍ଟ ଅଜୟ କୁମାର ପ୍ରକାଶ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସ ଆଠ ତାରିଖ ଦିନ ରାମଗିରି ପଞ୍ଚାୟତର ସିନ୍ଧିଆଗୁଡା ଜଙ୍ଗଲରେ ମଧ୍ୟ ମାଓବାଦୀ ଏକ ଗଛ ମୂଳରେ ଟିଫିନ୍ ବୋମା ଖଞ୍ଜି ଥିଲେ, ଯାହାକୁ ଯବାନମାନେ ନିଷ୍କ୍ରିୟ କରିଥିଲେ। ରାମଗିରିଠାରେ ଅବସ୍ଥାପିତ ବିଏସଏଫ ଯବାନମାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏହିପରି କାଣ୍ଡ କରୁଥିବା ପ୍ରକାଶ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର