ବରଦାନ ସାଜିଲା ବିଏସକେଓ୍ବାଇ, ମାଗଣାରେ ହେଲା ବ୍ୟୟବହୁଳ ଅପରେସନ

The Sakala Picture
Published On

କୋରାପୁଟ: ପୁଣି ବରଦାନ ସାଜିଲା ବିଏସକେଓ୍ବାଇ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ହେଲା ବ୍ୟୟବହୁଳ ଅପରେସନ । କୋରାପୁଟ ଜିଲ୍ଲା ଅନକାଡେଲି ସଦର ପଞ୍ଚାୟତର ଜଗନ୍ନାଥ ବେହେରାଙ୍କ ପୁଅ କାହ୍ନା ଛାତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ହୋଇପାରୁନଥିଲା  । ବିଏସକେଓ୍ବାଇ ସମ୍ପର୍କରେ ଜାଣିବା ପରେ ପୁଅର ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସପିଟାଲ ନେଇଥିଲେ ପରିବାର […]

କୋରାପୁଟ: ପୁଣି ବରଦାନ ସାଜିଲା ବିଏସକେଓ୍ବାଇ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ହେଲା ବ୍ୟୟବହୁଳ ଅପରେସନ । କୋରାପୁଟ ଜିଲ୍ଲା ଅନକାଡେଲି ସଦର ପଞ୍ଚାୟତର ଜଗନ୍ନାଥ ବେହେରାଙ୍କ ପୁଅ କାହ୍ନା ଛାତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ହୋଇପାରୁନଥିଲା  । ବିଏସକେଓ୍ବାଇ ସମ୍ପର୍କରେ ଜାଣିବା ପରେ ପୁଅର ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସପିଟାଲ ନେଇଥିଲେ ପରିବାର ଲୋକେ  । ସେଠାରେ କାର୍ଡ ମାଧ୍ୟମରେ ମାଗଣାରେ କାହ୍ନାର ଅପରେସନ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି  ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

06 Sep 2023 By The Sakala

ବରଦାନ ସାଜିଲା ବିଏସକେଓ୍ବାଇ, ମାଗଣାରେ ହେଲା ବ୍ୟୟବହୁଳ ଅପରେସନ

କୋରାପୁଟ: ପୁଣି ବରଦାନ ସାଜିଲା ବିଏସକେଓ୍ବାଇ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ହେଲା ବ୍ୟୟବହୁଳ ଅପରେସନ । କୋରାପୁଟ ଜିଲ୍ଲା ଅନକାଡେଲି ସଦର ପଞ୍ଚାୟତର ଜଗନ୍ନାଥ ବେହେରାଙ୍କ ପୁଅ କାହ୍ନା ଛାତି ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଚିକିତ୍ସା ହୋଇପାରୁନଥିଲା  । ବିଏସକେଓ୍ବାଇ ସମ୍ପର୍କରେ ଜାଣିବା ପରେ ପୁଅର ଚିକିତ୍ସା ପାଇଁ ଭୁବନେଶ୍ବର ସମ ହସପିଟାଲ ନେଇଥିଲେ ପରିବାର ଲୋକେ  । ସେଠାରେ କାର୍ଡ ମାଧ୍ୟମରେ ମାଗଣାରେ କାହ୍ନାର ଅପରେସନ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିବାର ଲୋକେ କୃତଜ୍ଞତା ଜଣାଇଛନ୍ତି  ।

https://www.thesakala.in/latest-odisha-news/koraput/cost-effective-operation-made-possible-by-bsky-card/article-25185
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର