ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ଯର ସମୀକ୍ଷା କଲେ ୫ଟି ସଚିବ ଭି.କେ ପାଣ୍ଡିଆନ

The Sakala Picture
Published On

ଜୟପୁର: କୋରାପୁଟ ଜିଲ୍ଲାରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ଯର ସମୀକ୍ଷା କରିଛନ୍ତି । ଆଜି ସକାଳୁ କୋରାପୁଟର ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ ୫ଟି ସଚିବ। ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ଦିରର ଉନ୍ନତି ପାଇଁ କ’ଣ ସବୁ ଆବଶ୍ୟକତା ଅଛି ପଚାରି ବୁଝିଥିଲେ। ଏହାପରେ ସେ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ପାଇଁ ନିର୍ମାଣ କାର୍ଯ୍ଯର ସମୀକ୍ଷା କରିଥିଲେ। କାର୍ଯ୍ଯର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାର୍ୟ୍ୟକୁ ଚଳିତ […]

ଜୟପୁର: କୋରାପୁଟ ଜିଲ୍ଲାରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ଯର ସମୀକ୍ଷା କରିଛନ୍ତି । ଆଜି ସକାଳୁ କୋରାପୁଟର ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ ୫ଟି ସଚିବ। ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ଦିରର ଉନ୍ନତି ପାଇଁ କ’ଣ ସବୁ ଆବଶ୍ୟକତା ଅଛି ପଚାରି ବୁଝିଥିଲେ। ଏହାପରେ ସେ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ପାଇଁ ନିର୍ମାଣ କାର୍ଯ୍ଯର ସମୀକ୍ଷା କରିଥିଲେ। କାର୍ଯ୍ଯର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାର୍ୟ୍ୟକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ । ସମୀକ୍ଷା ବେଳେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କ ସମେତ କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତାର ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଏହା ପରେ ଜିଲ୍ଲାର ଉପାନ୍ତ ବ୍ଲକ ନାରାୟଣପାଟଣା ଗସ୍ତ କରିଛନ୍ତି ୫ଟି ସଚିବ । ସେଠାରେ ବି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ସମୀକ୍ଷା କରିବେ। ଏହା ସହ ଦେଓମାଳି ଓ କୋଟିଆ ଯାଇ ପର୍ଯ୍ଯଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିବେ। କୋରାପୁଟ ଜିଲ୍ଲାର ବୋରିଗୁମା ବ୍ଲକରେ ମିଶନ ଶକ୍ତି ମା’ଙ୍କ କାର୍ୟ୍ୟ ଦେଖିବେ ୫ଟି ସଚିବ। ଗତକାଲି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ଯାଇ ମନ୍ଦିରରେ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ଯର ସମୀକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

04 Feb 2023 By The Sakala

ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ଯର ସମୀକ୍ଷା କଲେ ୫ଟି ସଚିବ ଭି.କେ ପାଣ୍ଡିଆନ

ଜୟପୁର: କୋରାପୁଟ ଜିଲ୍ଲାରେ ୫ଟି ସଚିବ ଭି.କେ ପାଣ୍ଡିଆନ। ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ଯର ସମୀକ୍ଷା କରିଛନ୍ତି । ଆଜି ସକାଳୁ କୋରାପୁଟର ଶାବର ଶ୍ରୀକ୍ଷେତ୍ର ପରିଦର୍ଶନ କରିଥିଲେ ୫ଟି ସଚିବ। ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ଦିରର ଉନ୍ନତି ପାଇଁ କ’ଣ ସବୁ ଆବଶ୍ୟକତା ଅଛି ପଚାରି ବୁଝିଥିଲେ। ଏହାପରେ ସେ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ ପାଇଁ ନିର୍ମାଣ କାର୍ଯ୍ଯର ସମୀକ୍ଷା କରିଥିଲେ। କାର୍ଯ୍ଯର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି କାର୍ୟ୍ୟକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ୫ଟି ସଚିବ । ସମୀକ୍ଷା ବେଳେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣାଙ୍କ ସମେତ କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତାର ଉପସ୍ଥିତ ଥିଲେ ।

ଏହା ପରେ ଜିଲ୍ଲାର ଉପାନ୍ତ ବ୍ଲକ ନାରାୟଣପାଟଣା ଗସ୍ତ କରିଛନ୍ତି ୫ଟି ସଚିବ । ସେଠାରେ ବି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ଯର ସମୀକ୍ଷା କରିବେ। ଏହା ସହ ଦେଓମାଳି ଓ କୋଟିଆ ଯାଇ ପର୍ଯ୍ଯଟନସ୍ଥଳୀର ବିକାଶ ଉପରେ ଆଲୋଚନା କରିବେ। କୋରାପୁଟ ଜିଲ୍ଲାର ବୋରିଗୁମା ବ୍ଲକରେ ମିଶନ ଶକ୍ତି ମା’ଙ୍କ କାର୍ୟ୍ୟ ଦେଖିବେ ୫ଟି ସଚିବ। ଗତକାଲି କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ଯାଇ ମନ୍ଦିରରେ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ଯର ସମୀକ୍ଷା କରିଥିଲେ।

https://www.thesakala.in/latest-odisha-news/koraput/5t-secretary-vk-pandian-visited-sabar-srikhetra-and-reviewed-the-work-of-various-developmental-projects/article-18666
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର