ନକଲି ଡ୍ରାଇଭିଂ ଲାଇସେନ୍ସ ଦେଇ ନିରୀହ ଆଦିବାସୀଙ୍କୁ ଠକୁଛନ୍ତି ଦଲାଲ

The Sakala Picture
Published On

ବୈପାରୀଗୁଡା: ରାସ୍ତାରେ ଗାଡି ଚଲେଇବା ପାଇଁ ଲାଇସେନ୍ସ ଅନିବାର୍ଯ୍ୟ କରିବା ସହ ସରକାର କଠୋର ହେବା ପରେ ଗାଡି ଚାଳକମାନେ ପରିବହନ କାର୍ଯ୍ୟଳୟରେ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଭିଡ଼ ଜମାଉଛନ୍ତି l ଏମିତି ସ୍ଥିତିରେ କୋରାପୁଟ ଜିଲ୍ଲାର ନିରୀହ ଆଦିବାସୀଙ୍କୁ କିଛି ଦଲାଲ ନକଲି ଲାଇସେନ୍ସ ଦେଇ ଠକିବାରେ ଲାଗିଛନି l ଗତ କିଛି ଦିନ ତଳେ ବୈପାରୀଗୁଡା ପୋଲିସ ଯାନବାହନ ଯାଞ୍ଚ କରିବା ସମୟରେ ବାଡ଼ିଣିପୁଟ ଅଂଚଳର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ପୋଲିସ […]

ବୈପାରୀଗୁଡା: ରାସ୍ତାରେ ଗାଡି ଚଲେଇବା ପାଇଁ ଲାଇସେନ୍ସ ଅନିବାର୍ଯ୍ୟ କରିବା ସହ ସରକାର କଠୋର ହେବା ପରେ ଗାଡି ଚାଳକମାନେ ପରିବହନ କାର୍ଯ୍ୟଳୟରେ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଭିଡ଼ ଜମାଉଛନ୍ତି l ଏମିତି ସ୍ଥିତିରେ କୋରାପୁଟ ଜିଲ୍ଲାର ନିରୀହ ଆଦିବାସୀଙ୍କୁ କିଛି ଦଲାଲ ନକଲି ଲାଇସେନ୍ସ ଦେଇ ଠକିବାରେ ଲାଗିଛନି l ଗତ କିଛି ଦିନ ତଳେ ବୈପାରୀଗୁଡା ପୋଲିସ ଯାନବାହନ ଯାଞ୍ଚ କରିବା ସମୟରେ ବାଡ଼ିଣିପୁଟ ଅଂଚଳର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ପୋଲିସ ଯାଞ୍ଚ କରିବାରୁ ସିଏ ଯେଉଁ ଲାଇସେନ୍ସ ଦେଖାଇଥିଲ ସେଇ ଲାଇସେନ୍ସ ପ୍ରତି ବୈପାରୀଗୁଡା ପୋଲିସର ସନ୍ଦେହ ହୋଇଥିଲା l ଅଧିକ ଯାଞ୍ଚ ପରେ ଉକ୍ତ ଲାଇସେନ୍ସଟି ନକଲି ବୋଲି ପୋଲିସ ଜାଣିଥିଲେ l ଲାଇସେନ୍ସ ଦେଇଥିବା ଦୁଇ ଦୋକାନୀକୁ ବୈପାରୀଗୁଡା ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି l ଏହା ସହ ନକଲି ଲାଇସେନ୍ସ ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ପାଇଥିବା ନେଇ ଯୁବକ ମାନେ ବୈପାରୀଗୁଡା ଥାନାରେ ଅଭିଯୋଗ କରିଛନ୍ତି l

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

15 Oct 2022 By The Sakala

ନକଲି ଡ୍ରାଇଭିଂ ଲାଇସେନ୍ସ ଦେଇ ନିରୀହ ଆଦିବାସୀଙ୍କୁ ଠକୁଛନ୍ତି ଦଲାଲ

ବୈପାରୀଗୁଡା: ରାସ୍ତାରେ ଗାଡି ଚଲେଇବା ପାଇଁ ଲାଇସେନ୍ସ ଅନିବାର୍ଯ୍ୟ କରିବା ସହ ସରକାର କଠୋର ହେବା ପରେ ଗାଡି ଚାଳକମାନେ ପରିବହନ କାର୍ଯ୍ୟଳୟରେ ଡ୍ରାଇଭିଂ ଲାଇସେନ୍ସ କରିବା ପାଇଁ ଭିଡ଼ ଜମାଉଛନ୍ତି l ଏମିତି ସ୍ଥିତିରେ କୋରାପୁଟ ଜିଲ୍ଲାର ନିରୀହ ଆଦିବାସୀଙ୍କୁ କିଛି ଦଲାଲ ନକଲି ଲାଇସେନ୍ସ ଦେଇ ଠକିବାରେ ଲାଗିଛନି l ଗତ କିଛି ଦିନ ତଳେ ବୈପାରୀଗୁଡା ପୋଲିସ ଯାନବାହନ ଯାଞ୍ଚ କରିବା ସମୟରେ ବାଡ଼ିଣିପୁଟ ଅଂଚଳର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ପୋଲିସ ଯାଞ୍ଚ କରିବାରୁ ସିଏ ଯେଉଁ ଲାଇସେନ୍ସ ଦେଖାଇଥିଲ ସେଇ ଲାଇସେନ୍ସ ପ୍ରତି ବୈପାରୀଗୁଡା ପୋଲିସର ସନ୍ଦେହ ହୋଇଥିଲା l ଅଧିକ ଯାଞ୍ଚ ପରେ ଉକ୍ତ ଲାଇସେନ୍ସଟି ନକଲି ବୋଲି ପୋଲିସ ଜାଣିଥିଲେ l ଲାଇସେନ୍ସ ଦେଇଥିବା ଦୁଇ ଦୋକାନୀକୁ ବୈପାରୀଗୁଡା ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣା ପଡିଛି l ଏହା ସହ ନକଲି ଲାଇସେନ୍ସ ୩୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ପାଇଥିବା ନେଇ ଯୁବକ ମାନେ ବୈପାରୀଗୁଡା ଥାନାରେ ଅଭିଯୋଗ କରିଛନ୍ତି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର