ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ

The Sakala Picture
Published On

ଭୁବନେଶ୍ବର: କ୍ୟାପିଟାଲ ଥାନା ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଏହା ପୂର୍ବରୁ ଜଣେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ବିଶାଲ ନାୟକ ମଧ୍ୟ ଗିରଫ ହୋଇଛି। ୪ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ କରିଥିଲେ ବିଭତ୍ସ ହତ୍ୟା। ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୋଲିସ। ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର। ୟୁନିଟ ୧ ହାଇସ୍କୁଲ ସମ୍ମୁଖ […]

ଭୁବନେଶ୍ବର: କ୍ୟାପିଟାଲ ଥାନା ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଏହା ପୂର୍ବରୁ ଜଣେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ବିଶାଲ ନାୟକ ମଧ୍ୟ ଗିରଫ ହୋଇଛି। ୪ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ କରିଥିଲେ ବିଭତ୍ସ ହତ୍ୟା। ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୋଲିସ। ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର। ୟୁନିଟ ୧ ହାଇସ୍କୁଲ ସମ୍ମୁଖ ଜିଇଡି ବସ୍ତିରେ ଏଭଳି ଘଟଣା ଘଟିଥିଲା। ହାଣିବା ପରେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ଭୋର ୪ଟାରୁ ୫ଟା ଭିତରେ ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର।

08 Jun 2023 By The Sakala

ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ

ଭୁବନେଶ୍ବର: କ୍ୟାପିଟାଲ ଥାନା ସୁଶାନ୍ତ ନାୟକ ହତ୍ୟା ଘଟଣାରେ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ। ଏହା ପୂର୍ବରୁ ଜଣେ ଅଭିଯୁକ୍ତ କୋର୍ଟରେ ଆତ୍ମସମର୍ପଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ବିଶାଲ ନାୟକ ମଧ୍ୟ ଗିରଫ ହୋଇଛି। ୪ ଜଣ ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ କରିଥିଲେ ବିଭତ୍ସ ହତ୍ୟା। ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ପୋଲିସ। ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର। ୟୁନିଟ ୧ ହାଇସ୍କୁଲ ସମ୍ମୁଖ ଜିଇଡି ବସ୍ତିରେ ଏଭଳି ଘଟଣା ଘଟିଥିଲା। ହାଣିବା ପରେ ଫେରାର ହୋଇଯାଇଥିଲେ ଅଭିଯୁକ୍ତ। ଭୋର ୪ଟାରୁ ୫ଟା ଭିତରେ ଆକ୍ରମଣ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ଫରେନସିକ୍ ଟିମ୍ ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ନାବାଳିକା ଅସାଦାଚରଣ ଘଟଣାରେ ଏତଲାକୁ କେନ୍ଦ୍ର କରି ହୋଇଥିଲା ମର୍ଡର।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର