ଆଜିଠୁ ଗଳିକନ୍ଦିରେ ଯାଞ୍ଚ୍‌, ପ୍ରତି ଥାନାକୁ ୧୦୦ଜଣଙ୍କ ଠାରୁ ଫାଇନ୍‍ କାଟିବାକୁ ଟାର୍ଗେଟ

The Sakala Picture
Published On

ଭୁବନେଶ୍ୱର: ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଯାଞ୍ଚ କଡ଼ାକଡ଼ି କରିବା ପାଇଁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହି ନିର୍ଦ୍ଦେଶ ଆଧାରରେ ସୋମବାର ଠାରୁ କମିସନ୍‍ରେଟ ପୁଲିସ ଚେକିଂ କଡ଼ାକଡ଼ି କରିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ରାଜଧାନୀର ବିଭିନ୍ନ ଛକରେ ପୁଲିସ ଜଗି ରହି ମାସ୍କ ଚେକିଂ କରିବେ। ଏପରିକି ସହରର ହାଟବଜାରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନେଇ ପୁଲିସ ଯାଞ୍ଚ କରିବ। ନେଇ ଯାଞ୍ଚ କରିବା […]

ଭୁବନେଶ୍ୱର: ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଯାଞ୍ଚ କଡ଼ାକଡ଼ି କରିବା ପାଇଁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହି ନିର୍ଦ୍ଦେଶ ଆଧାରରେ ସୋମବାର ଠାରୁ କମିସନ୍‍ରେଟ ପୁଲିସ ଚେକିଂ କଡ଼ାକଡ଼ି କରିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ରାଜଧାନୀର ବିଭିନ୍ନ ଛକରେ ପୁଲିସ ଜଗି ରହି ମାସ୍କ ଚେକିଂ କରିବେ। ଏପରିକି ସହରର ହାଟବଜାରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନେଇ ପୁଲିସ ଯାଞ୍ଚ କରିବ। ନେଇ ଯାଞ୍ଚ କରିବା ଯେଉଁ ମଲ୍‍ କିମ୍ବା ଦୋକାନରେ ସାମାଜିକ ଦୂରତ୍ୱ ନଥିବ ସେଠାରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଏକ ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଯାଞ୍ଚ କରିବ। ଏପରିକ ସବୁ ଥାନାକୁ ୧୦୦ଟି ଫାଇନ୍‍ କାଟିବା ପାଇଁ ଟାର୍ଗେଟ ଦିଆଯାଇଛି। ତେଣୁ ଏହି ଟାର୍ଗେଟ ପୂରଣ ପାଇଁ ପ୍ରତି ଥାନା ପୁଲିସ ଜୋରଦାର ଲାଗି ପଡ଼ିଛନ୍ତି। ରବିବାର ରାଜଧାନୀର ବିଭିନ୍ନ ସ୍ଥାନରେ ଭିଡ଼ ରହିଥିବାରୁ ଦେଖିବାକୁ ମିଳିଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ପୁଲିସର ଏତେଟା ଯାଞ୍ଚ ନଥିବାରୁ ଲୋକମାନେ ସାମାଜିକ ଦୂରତ୍ୱ ଭୁଲି ହାଟ,ବଜାରାରେ ଭିଡ଼ ଜମାଇଥିଲେ। ରବିବାର ରାଜଧାନୀର ୨ଟି ଥାନା ପୁଲିସ ୧୫୦ ଜଣଙ୍କ ଠାରୁ ଜରିମାନା କାଟିଥିବା ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଏଭଳି ଯାଞ୍ଚ ଅଧିକ କରାଯିବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

22 Feb 2021 By The Sakala

ଆଜିଠୁ ଗଳିକନ୍ଦିରେ ଯାଞ୍ଚ୍‌, ପ୍ରତି ଥାନାକୁ ୧୦୦ଜଣଙ୍କ ଠାରୁ ଫାଇନ୍‍ କାଟିବାକୁ ଟାର୍ଗେଟ

ଭୁବନେଶ୍ୱର: ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ଯାଞ୍ଚ କଡ଼ାକଡ଼ି କରିବା ପାଇଁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହି ନିର୍ଦ୍ଦେଶ ଆଧାରରେ ସୋମବାର ଠାରୁ କମିସନ୍‍ରେଟ ପୁଲିସ ଚେକିଂ କଡ଼ାକଡ଼ି କରିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ରାଜଧାନୀର ବିଭିନ୍ନ ଛକରେ ପୁଲିସ ଜଗି ରହି ମାସ୍କ ଚେକିଂ କରିବେ। ଏପରିକି ସହରର ହାଟବଜାରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନେଇ ପୁଲିସ ଯାଞ୍ଚ କରିବ। ନେଇ ଯାଞ୍ଚ କରିବା ଯେଉଁ ମଲ୍‍ କିମ୍ବା ଦୋକାନରେ ସାମାଜିକ ଦୂରତ୍ୱ ନଥିବ ସେଠାରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଜଣେ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ଏକ ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ସ୍କ୍ୱାଡ୍ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଯାଞ୍ଚ କରିବ। ଏପରିକ ସବୁ ଥାନାକୁ ୧୦୦ଟି ଫାଇନ୍‍ କାଟିବା ପାଇଁ ଟାର୍ଗେଟ ଦିଆଯାଇଛି। ତେଣୁ ଏହି ଟାର୍ଗେଟ ପୂରଣ ପାଇଁ ପ୍ରତି ଥାନା ପୁଲିସ ଜୋରଦାର ଲାଗି ପଡ଼ିଛନ୍ତି। ରବିବାର ରାଜଧାନୀର ବିଭିନ୍ନ ସ୍ଥାନରେ ଭିଡ଼ ରହିଥିବାରୁ ଦେଖିବାକୁ ମିଳିଥିଲା।

ପୁଲିସର ଏତେଟା ଯାଞ୍ଚ ନଥିବାରୁ ଲୋକମାନେ ସାମାଜିକ ଦୂରତ୍ୱ ଭୁଲି ହାଟ,ବଜାରାରେ ଭିଡ଼ ଜମାଇଥିଲେ। ରବିବାର ରାଜଧାନୀର ୨ଟି ଥାନା ପୁଲିସ ୧୫୦ ଜଣଙ୍କ ଠାରୁ ଜରିମାନା କାଟିଥିବା ଜଣାପଡ଼ିଛି। ତେଣୁ ଆଗାମୀ ଦିନରେ ଏଭଳି ଯାଞ୍ଚ ଅଧିକ କରାଯିବ ବୋଲି ପୁଲିସ କହିଛି।

https://www.thesakala.in/latest-odisha-news/check-from-today-due-to-corona/article-166
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର