ଫାଙ୍କା ଗୁଳି ଚଳାଇ ୫ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ, ଭୟରେ କେନାଲରେ ପଶିଗଲେ କର୍ମଚାରୀ
ଖୋର୍ଦ୍ଧା: ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତ ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା ଭର୍ତି ବ୍ୟାଗ। ଘଟଣା ଘଟିଛି ବାଘମାରି ଥାନା ଅନ୍ତର୍ଗତ ବାମଡିହ ଛକରେ। ସୂଚନା ଅନୁଯାୟୀ, ଖୋର୍ଦ୍ଧା ସ୍ଥିତ ମର୍ଡନ ଫଟିଲାଇଜରର ଦୁଇ କର୍ମଚାରୀ ନୟାଗଡ଼ ଅଞ୍ଚଳରୁ ଟଙ୍କା କଲେକ୍ସନ କରି ଖୋର୍ଦ୍ଧା ଅଭିମୁଖେ ଫେରୁଥିବା ସମୟରେ ବାମଡିହ ଛକରେ ତାଙ୍କୁ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ। ଗୁଳି ଚାଳନାରେ ଦୁଇ କର୍ମଚାରୀ […]
ଖୋର୍ଦ୍ଧା: ଫାଙ୍କା ଗୁଳି ଚଳାଇ ଦୁର୍ବୃତ୍ତ ଲୁଟିନେଲେ ପାଞ୍ଚ ଲକ୍ଷ ଟଙ୍କା ଭର୍ତି ବ୍ୟାଗ। ଘଟଣା ଘଟିଛି ବାଘମାରି ଥାନା ଅନ୍ତର୍ଗତ ବାମଡିହ ଛକରେ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ସ୍ଥିତ ମର୍ଡନ ଫଟିଲାଇଜରର ଦୁଇ କର୍ମଚାରୀ ନୟାଗଡ଼ ଅଞ୍ଚଳରୁ ଟଙ୍କା କଲେକ୍ସନ କରି ଖୋର୍ଦ୍ଧା ଅଭିମୁଖେ ଫେରୁଥିବା ସମୟରେ ବାମଡିହ ଛକରେ ତାଙ୍କୁ ପିଛା କରୁଥିବା ଦୁଇ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚଳାଇଥିଲେ। ଗୁଳି ଚାଳନାରେ ଦୁଇ କର୍ମଚାରୀ ଭୟଭୀତ ହୋଇ ରାସ୍ତା କଡରେ ଥିବା କେନାଲ ପଶି ଯାଇଥିଲେ। ଦୁର୍ବୃତ୍ତ ତାଙ୍କ ଠାରୁ ଟଙ୍କା ଭର୍ତି ବ୍ୟାଗ ନେଇ ଖୋର୍ଦ୍ଧା ଅଭିମୁଖେ ଚାଲିଯାଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ଫଟିଲାଇଜର ସଂସ୍ଥାର ଜଣେ କର୍ମଚାରୀ ଆହତ ହୋଇ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।