ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ: ୨୦ରୁ ଉର୍ଦ୍ଧ୍ବ ଆହତ, ୫ଗୁରୁତର

The Sakala Picture
Published On

ଖୋର୍ଦ୍ଧା: ବାଙ୍କିରୁ ଭୁବନେଶ୍ୱର ଆସୁଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସରେ ଥିବା ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକଙ୍କ ସାହାଯ୍ଯରେ ଆମ୍ବୁଲାନ୍ସରେ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀ ବାଙ୍କୀ, ପୋଦଦିହାରୁ ଆସୁଥିଲେ। ୫ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଅଧିକ ଚିକତ୍ସା ନିମନ୍ତେ ଭୁବନେଶ୍ବର ସ୍ଥାନନ୍ତାର କରାଯାଇଛି। ବସଟି ଭାରସାମ୍ୟ ହରାଇ ବାଘମାରି  ସୀମୋରେ ରାସ୍ତା କଡକୁ ପଶିଯାଇଥିଲା। […]

ଖୋର୍ଦ୍ଧା: ବାଙ୍କିରୁ ଭୁବନେଶ୍ୱର ଆସୁଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସରେ ଥିବା ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକଙ୍କ ସାହାଯ୍ଯରେ ଆମ୍ବୁଲାନ୍ସରେ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀ ବାଙ୍କୀ, ପୋଦଦିହାରୁ ଆସୁଥିଲେ। ୫ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଅଧିକ ଚିକତ୍ସା ନିମନ୍ତେ ଭୁବନେଶ୍ବର ସ୍ଥାନନ୍ତାର କରାଯାଇଛି। ବସଟି ଭାରସାମ୍ୟ ହରାଇ ବାଘମାରି  ସୀମୋରେ ରାସ୍ତା କଡକୁ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଯାତ୍ରୀ ମାନଙ୍କ ମୁଣ୍ଡ, ଗୋଡ, ଛାତି, ହାତରେ ଗୁରୁତର ଆଘାତ ଲାଗିଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

03 Jul 2022 By The Sakala

ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ: ୨୦ରୁ ଉର୍ଦ୍ଧ୍ବ ଆହତ, ୫ଗୁରୁତର

ଖୋର୍ଦ୍ଧା: ବାଙ୍କିରୁ ଭୁବନେଶ୍ୱର ଆସୁଥିବା ଲିଙ୍ଗରାଜ ନାମକ ଘରୋଇ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସରେ ଥିବା ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସ୍ଥାନୀୟଲୋକଙ୍କ ସାହାଯ୍ଯରେ ଆମ୍ବୁଲାନ୍ସରେ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଯାତ୍ରୀ ବାଙ୍କୀ, ପୋଦଦିହାରୁ ଆସୁଥିଲେ। ୫ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ଅଧିକ ଚିକତ୍ସା ନିମନ୍ତେ ଭୁବନେଶ୍ବର ସ୍ଥାନନ୍ତାର କରାଯାଇଛି। ବସଟି ଭାରସାମ୍ୟ ହରାଇ ବାଘମାରି  ସୀମୋରେ ରାସ୍ତା କଡକୁ ପଶିଯାଇଥିଲା। ଏହି ଦୁର୍ଘଟଣାରେ ଯାତ୍ରୀ ମାନଙ୍କ ମୁଣ୍ଡ, ଗୋଡ, ଛାତି, ହାତରେ ଗୁରୁତର ଆଘାତ ଲାଗିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର