ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଲଲାଟେନ୍ଦୁ ଆଇଚଙ୍କ ଯୋଡ଼ା ବାସଭବନରେ ଭିଲିଲାନ୍ସ ଚଢ଼ାଉ

The Sakala Picture
Published On

କେନ୍ଦୁଝର/ଯୋଡ଼ା : ଏକ ୬ଜଣିଆ ଭିଜିଲାନ୍ସ ଟିମ୍ ପୂର୍ବତନ ପ୍ରଣୀଧନ ଚିକିତ୍ସକ ଲଲାଟେନ୍ଦୁଙ୍କ ଯୋଡ଼ାସ୍ଥିତ, ବନେଇକଳା ବାସଭବନରେ ପହଞ୍ଚି ତଦନ୍ତ ଚଳାଇଥିବା ଖବର ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଗତ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଥିଲା ସେତେବେଳେ ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ତାଙ୍କ ବାସଭବନ, ପୈତୃକ ବାସଭବନ ବେରୁଣାପଦୀ ଏବଂ ଯୋଡ଼ା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରିବା […]

କେନ୍ଦୁଝର/ଯୋଡ଼ା : ଏକ ୬ଜଣିଆ ଭିଜିଲାନ୍ସ ଟିମ୍ ପୂର୍ବତନ ପ୍ରଣୀଧନ ଚିକିତ୍ସକ ଲଲାଟେନ୍ଦୁଙ୍କ ଯୋଡ଼ାସ୍ଥିତ, ବନେଇକଳା ବାସଭବନରେ ପହଞ୍ଚି ତଦନ୍ତ ଚଳାଇଥିବା ଖବର ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଗତ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଥିଲା ସେତେବେଳେ ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ତାଙ୍କ ବାସଭବନ, ପୈତୃକ ବାସଭବନ ବେରୁଣାପଦୀ ଏବଂ ଯୋଡ଼ା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିଲା ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଏନେଇ ଏକ ମାମଲା ରୁଜ୍ଜୁ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଚାର୍ଜସିଟ ଦାଖଲ ହୋଇପାରିନାହିଁ । ତେବେ ଆଜି କଟକ ଓ କେନ୍ଦୁଝରରୁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ଯୋଡ଼ାରେ ପହଞ୍ଚି ଲଲାଟେନ୍ଦୁଙ୍କ ବିଲଡିଂର ମାପଚୁପ ଆରମ୍ଭ କରିଛନ୍ତି । ପ୍ରକୃତରେ କେତେ ଅଞ୍ଚଳରେ ବିଲଡିଂ ରହିଛି ଏବଂ ଏଥିରେ କେତେ ଟଙ୍କା ବିନିଯୋଗ କରାଯାଇଛି ସେନେଇ ତନ୍ନତନ୍ନ କରି ହିସାବ କରୁଛି ଭିଜିଲାନ୍ସ ଟିମ୍ । ଖୁବ୍ ଶୀଘ୍ର ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯିବ ବୋଲି ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

24 Aug 2022 By The Sakala

ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଲଲାଟେନ୍ଦୁ ଆଇଚଙ୍କ ଯୋଡ଼ା ବାସଭବନରେ ଭିଲିଲାନ୍ସ ଚଢ଼ାଉ

କେନ୍ଦୁଝର/ଯୋଡ଼ା : ଏକ ୬ଜଣିଆ ଭିଜିଲାନ୍ସ ଟିମ୍ ପୂର୍ବତନ ପ୍ରଣୀଧନ ଚିକିତ୍ସକ ଲଲାଟେନ୍ଦୁଙ୍କ ଯୋଡ଼ାସ୍ଥିତ, ବନେଇକଳା ବାସଭବନରେ ପହଞ୍ଚି ତଦନ୍ତ ଚଳାଇଥିବା ଖବର ମିଳିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜଲାନ୍ସ ପକ୍ଷରୁ ଗତ ୨୦୧୮ ମସିହା ନଭେମ୍ବର ମାସରେ ଲଲାଟେନ୍ଦୁ ଆଇଚଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ଉ ହୋଇଥିଲା ସେତେବେଳେ ଫୁଲବାଣୀ ସରକାରୀ କାର୍ଯ୍ୟାଳୟ ଓ ତାଙ୍କ ବାସଭବନ, ପୈତୃକ ବାସଭବନ ବେରୁଣାପଦୀ ଏବଂ ଯୋଡ଼ା ସ୍ଥିତ ବାସଭବନରେ ଭିଜିଲାନ୍ସ ଚଢାଉ କରିବା ସହ ଆୟବର୍ହିଭୂତ ସମ୍ପତ୍ତି ଠାବ କରିଥିଲା ।

ଏନେଇ ଏକ ମାମଲା ରୁଜ୍ଜୁ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ଚାର୍ଜସିଟ ଦାଖଲ ହୋଇପାରିନାହିଁ । ତେବେ ଆଜି କଟକ ଓ କେନ୍ଦୁଝରରୁ ଭିଜିଲାନ୍ସର ଟେକ୍ନିକାଲ ଟିମ୍ ଯୋଡ଼ାରେ ପହଞ୍ଚି ଲଲାଟେନ୍ଦୁଙ୍କ ବିଲଡିଂର ମାପଚୁପ ଆରମ୍ଭ କରିଛନ୍ତି । ପ୍ରକୃତରେ କେତେ ଅଞ୍ଚଳରେ ବିଲଡିଂ ରହିଛି ଏବଂ ଏଥିରେ କେତେ ଟଙ୍କା ବିନିଯୋଗ କରାଯାଇଛି ସେନେଇ ତନ୍ନତନ୍ନ କରି ହିସାବ କରୁଛି ଭିଜିଲାନ୍ସ ଟିମ୍ । ଖୁବ୍ ଶୀଘ୍ର ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯିବ ବୋଲି ଜଣାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର