ରାତି ହେଲେ ଆସୁଛି ମହାବଳ ବାଘ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟଲୋକେ

The Sakala Picture
Published On

କେନ୍ଦୁଝର: ଜିଲ୍ଲାସାରା ମହାବଳ ବାଘ ଆତଙ୍କ । ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ରେ ପ୍ରଥମେ ମହାବଳ ବାଘ ଠାବ ହେବା ଓ ପରେ ଗତ ଶୁକ୍ରବାର ବଡ଼ଜାମପଶିରେ ମହାବଳ ବାଘ ୪ଟି ମଇଁଷି ମାରି ଖାଇବା ପରେ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତକାଲି ରାତିରେ ଟିକିରା ଗାଁର ନାରାୟଣ ରାଉତ ବଳଦ ଖୋଜି ଯାଉଥିବା ବେଳେ ଗାଁ ନିକଟରେ ଏକ ବାଘ ଦେଖିଥିଲେ । […]

କେନ୍ଦୁଝର: ଜିଲ୍ଲାସାରା ମହାବଳ ବାଘ ଆତଙ୍କ । ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ରେ ପ୍ରଥମେ ମହାବଳ ବାଘ ଠାବ ହେବା ଓ ପରେ ଗତ ଶୁକ୍ରବାର ବଡ଼ଜାମପଶିରେ ମହାବଳ ବାଘ ୪ଟି ମଇଁଷି ମାରି ଖାଇବା ପରେ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତକାଲି ରାତିରେ ଟିକିରା ଗାଁର ନାରାୟଣ ରାଉତ ବଳଦ ଖୋଜି ଯାଉଥିବା ବେଳେ ଗାଁ ନିକଟରେ ଏକ ବାଘ ଦେଖିଥିଲେ । କେବଳ ସେ ନୁହେଁ, ଗାଁର ଅନ୍ୟ ୨ ଜଣ ଲୋକ ମଧ୍ୟ ବାଘ ଦେଖିଥିଲେ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପରେ ଅନ୍ୟ ଲୋକମାନେ ବାଘର ପାଦ ଚିହ୍ନ ଦେଖିଥିଲେ । ଏହା ପ୍ରଚାର ହେବା ପରେ ଘଟଗାଁ ରେଞ୍ଜର ଆଜି ଘଟଣାସ୍ଥଳ ପରିଦର୍ଶନ କରି ନାରାୟଣ ଓ ଗାଁର ଅନ୍ୟମାନଙ୍କ ସହିତ ବାଘ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ସେ ଏହା ବାଘ ନୁହେଁ, ବରଂ ହେଟାବାଘ ବୋଲି କହିଥିଲେ । ଅଟେଇ ଜଙ୍ଗଲରେ ମହାବଳ ବାଘଥିବା କଥା ପ୍ରଚାର ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହେଲେ, ମହାବଳ ବାଘ ଜଙ୍ଗଲ ଛାଡ଼ି ବାହାରକୁ ଆସିବାର ସମ୍ଭାବନା ନଥିବା ବେଳେ, ଲୋକଙ୍କର ଭୟଭୀତ ହେବାର କୋୖଣସି କାରଣ ନଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

28 Mar 2023 By The Sakala

ରାତି ହେଲେ ଆସୁଛି ମହାବଳ ବାଘ, ଆତଙ୍କିତ ଅବସ୍ଥାରେ ସ୍ଥାନୀୟଲୋକେ

କେନ୍ଦୁଝର: ଜିଲ୍ଲାସାରା ମହାବଳ ବାଘ ଆତଙ୍କ । ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ରେ ପ୍ରଥମେ ମହାବଳ ବାଘ ଠାବ ହେବା ଓ ପରେ ଗତ ଶୁକ୍ରବାର ବଡ଼ଜାମପଶିରେ ମହାବଳ ବାଘ ୪ଟି ମଇଁଷି ମାରି ଖାଇବା ପରେ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତକାଲି ରାତିରେ ଟିକିରା ଗାଁର ନାରାୟଣ ରାଉତ ବଳଦ ଖୋଜି ଯାଉଥିବା ବେଳେ ଗାଁ ନିକଟରେ ଏକ ବାଘ ଦେଖିଥିଲେ । କେବଳ ସେ ନୁହେଁ, ଗାଁର ଅନ୍ୟ ୨ ଜଣ ଲୋକ ମଧ୍ୟ ବାଘ ଦେଖିଥିଲେ ।

ପରେ ଅନ୍ୟ ଲୋକମାନେ ବାଘର ପାଦ ଚିହ୍ନ ଦେଖିଥିଲେ । ଏହା ପ୍ରଚାର ହେବା ପରେ ଘଟଗାଁ ରେଞ୍ଜର ଆଜି ଘଟଣାସ୍ଥଳ ପରିଦର୍ଶନ କରି ନାରାୟଣ ଓ ଗାଁର ଅନ୍ୟମାନଙ୍କ ସହିତ ବାଘ ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ସେ ଏହା ବାଘ ନୁହେଁ, ବରଂ ହେଟାବାଘ ବୋଲି କହିଥିଲେ । ଅଟେଇ ଜଙ୍ଗଲରେ ମହାବଳ ବାଘଥିବା କଥା ପ୍ରଚାର ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ହେଲେ, ମହାବଳ ବାଘ ଜଙ୍ଗଲ ଛାଡ଼ି ବାହାରକୁ ଆସିବାର ସମ୍ଭାବନା ନଥିବା ବେଳେ, ଲୋକଙ୍କର ଭୟଭୀତ ହେବାର କୋୖଣସି କାରଣ ନଥିବା ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର