ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍, କେନ୍ଦୁଝରରୁ ଚିହ୍ନଟ ହେଲେ ୩୩୪ ପିଜିଟିଭ
କେନ୍ଦୁଝର: ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ । କେନ୍ଦୁଝରରେ ୮୮୭ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୩୩୪ ଜଣଙ୍କର ସ୍କ୍ରବ୍ ଟାଇଫସ୍ ପଜିିଟିଭ ଆସିଥିବା ଜଣାପଡ଼ିଛି। ଏ ନେଇ କେନ୍ଦୁଝକ ସିଡିଏମଓ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୫ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲାର ଅନ୍ୟ ଡାକ୍ତାରଖାନରେ ଏହି ସ୍କ୍ରବ୍ ଟାଇଫସ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍କ୍ରବ୍ ଟାଇଫସ୍କୁ ଦୃଷ୍ଟିରେ ରଖି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟ ଡାକ୍ତରଖାନା […]
କେନ୍ଦୁଝର: ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ । କେନ୍ଦୁଝରରେ ୮୮୭ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ୩୩୪ ଜଣଙ୍କର ସ୍କ୍ରବ୍ ଟାଇଫସ୍ ପଜିିଟିଭ ଆସିଥିବା ଜଣାପଡ଼ିଛି। ଏ ନେଇ କେନ୍ଦୁଝକ ସିଡିଏମଓ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୫ରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲାର ଅନ୍ୟ ଡାକ୍ତାରଖାନରେ ଏହି ସ୍କ୍ରବ୍ ଟାଇଫସ୍ ରୋଗୀ ଚିକିତ୍ସିତ ହେଉଛନ୍ତି।
ସ୍କ୍ରବ୍ ଟାଇଫସ୍କୁ ଦୃଷ୍ଟିରେ ରଖି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ମୁଖ୍ୟ ଡାକ୍ତରଖାନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଡାକ୍ତରଖାନାରେ ନିଦାନ ତଥା ସର୍ଭିଲାନ୍ସ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଡାକ୍ତରଖାନାରେ ଡିପିଏଚ୍ଏଲ୍ ପରୀକ୍ଷା ବ୍ୟବସ୍ଥା କରାଯିବ। ପରୀକ୍ଷା ପାଇଁ କିଟ୍ ମଧ୍ୟ ଉପଲବ୍ଧ କରାଯିବ। ଏହାର ବ୍ୟବହାର ସମ୍ପର୍କରେ ଡାକ୍ତରମାନଙ୍କୁ ସଚେତନ କରାଯିବା ସହ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଆଗୁଆ ଔଷଧ ମହଜୁଦ ରଖାଯିବାକୁ କୁହଯାଇଛି।
ସୂଚନା ଅନୁସାରେ, ଏହା ଏକ କୀଟ ଦ୍ୱାରା ବ୍ୟାପୁଛି। ଘାସ, ବଣବୁଦା ତଥା ମୂଷାଙ୍କ ଶରୀରରେ ଏହି କୀଟ ଚିହ୍ନଟ କରାଯାଇଛି। ଜ୍ୱର କିମ୍ବା ଶରୀରିକ ପୀଡ଼ା ଆରମ୍ଭ ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି।