ଭାରସାମ୍ୟ ହରାଇ ଡିଭାଇଡରରେ ଧକ୍କା ଦେଲା ସ୍କୋର୍ପିଓ; ଚାଳକ ମୃତ, ସ୍କୋର୍ପିଓ ଚୁରମାର
ତୁରୁମୁଙ୍ଗା/କରଞ୍ଜିଆ : କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ସ୍କୋର୍ପିଓ ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲର ଡିଭାଇଡ଼ରରେ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଗୋପୀନାଥପୁର ଗ୍ରାମର ଜୁଲ ଫିକ୍କର। ସେ ମୁର୍ଗାପାଟ ରଏକ ହୋଟେଲ କରି ରହୁଥିଲେ। ଆଜି ସେ ଯାଜପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା […]
ତୁରୁମୁଙ୍ଗା/କରଞ୍ଜିଆ : କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ସ୍କୋର୍ପିଓ ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲର ଡିଭାଇଡ଼ରରେ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଗୋପୀନାଥପୁର ଗ୍ରାମର ଜୁଲ ଫିକ୍କର। ସେ ମୁର୍ଗାପାଟ ରଏକ ହୋଟେଲ କରି ରହୁଥିଲେ। ଆଜି ସେ ଯାଜପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ଚଢେଇଭୋଳ ପୋଲିସ ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି।